ଚଳିତ ଦୁର୍ଗାପୂଜା ନେଇ ଆଠଗଡ଼ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
ଚଳିତ ଦୁର୍ଗାପୂଜା ନେଇ ଆଠଗଡ଼ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଆଠଗଡ଼(ଏନ୍.ଏମ୍.): ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଆସନ୍ତା ୩ ତାରିଖରେ ଅନୁଷ୍ଠିତ ହେବ । ଏହି ଅବସରରେ ଆଠଗଡ଼ ପ୍ରଶାସନ ତରଫରୁ ସ୍ଥାନୀୟ ବ୍ଲକ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତକୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆସନ୍ତା ୩୧ ତାରିଖ ମହା ସପ୍ତମୀ ଠାରୁ ୩ ତାରିଖ ଦଶହରା ପର୍ଯ୍ୟନ୍ତ ସହରରେ କିଭଳି ଶାନ୍ତିଶୃଙ୍ଖଳା ସହ…
