ଗୋଚର ଜମିରେ ବିଜୁଳି ଟ୍ରାନ୍ସଫର୍ମର ପ୍ରତିଷ୍ଠାକୁ ବିରୋଧ: ଆଠଗଡ଼ ଟାଟା ପାୱାର ନିର୍ବାହୀଯନ୍ତ୍ରୀଙ୍କୁ ସ୍ମାରକପତ୍ର
ଗୋଚର ଜମିରେ ବିଜୁଳି ଟ୍ରାନ୍ସଫର୍ମର ପ୍ରତିଷ୍ଠାକୁ ବିରୋଧ: ଆଠଗଡ଼ ଟାଟା ପାୱାର ନିର୍ବାହୀଯନ୍ତ୍ରୀଙ୍କୁ ସ୍ମାରକପତ୍ର ଆଠଗଡ଼(ଏନ୍.ଏମ୍.): ଆଠଗଡ଼ ବ୍ଲକ ବଳିପୁର ମୌଜାରେ ଥିବା ଏକ ଗୋଚର ଜମିରେ ବିଜୁଳି ଟ୍ରାନ୍ସଫରମର ପ୍ରତିଷ୍ଠା କରାଯିବାକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି । ଗୋଟିଏ ପଟେ ଚାରଣ ଭୂମି ହ୍ରାସ ପାଇବା ଯୋଗୁଁ ଗୃହପାଳିତ ପଶୁ ଚରିବା ପାଇଁ ସ୍ଥାନାଭାବ ହେଉଥିବାବେଳେ ସେଠାରେ ବେଆଇନଭାବେ ବିଦ୍ୟୁତ ଟ୍ରାନ୍ସଫରମର ପ୍ରତିଷ୍ଠା କରିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି । ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ…
