ବାସୁଦେବପୁରରେ ଏଚଡିଏଫସି ବ୍ୟାଙ୍କ ଉଦ୍ଘାଟନ
ବାସୁଦେବପୁରରେ ଏଚଡିଏଫସି ବ୍ୟାଙ୍କ ଉଦ୍ଘାଟନ #ଭଦ୍ରକ(ଏନ୍.ଏମ୍.): ଭଦ୍ରକଜିଲ୍ଲା ବାସୁଦେବପୁର ସ୍ଥିତ ଅଟ୍ଟଳ ବିହାରୀ ମହାବିଦ୍ୟାଳୟରେ ନିକଟରେ ଏଚ.ଡି.ଏଫ୍. ସି. ବ୍ୟାଙ୍କର ଏକ ଶାଖା ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା ଫିତା କାଟି ବ୍ୟାଙ୍କର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ପିତାମ୍ବର ମଲ୍ଲିକ, ଗୋପାଳ ଚନ୍ଦ୍ର ମିଶ୍ର, ବିଧାୟକଙ୍କ ପ୍ରତିନିଧି ଅଶିତ କୁମାର ଦାସ, କମଳାକାନ୍ତ ରଣା, ଭାଗିରଥି ପଲାଇ, କଂଗ୍ରେସର ଦଳର…
