ରାଜ୍ୟ ବଜେଟ ୨୦୨୩-୨୪ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମୁଖ୍ୟ ହାଇଲାଇଟ
ରାଜ୍ୟ ବଜେଟ ୨୦୨୩-୨୪ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମୁଖ୍ୟ ହାଇଲାଇଟ ୧ଲକ୍ଷରୁ ଅଧକ ମତ୍ସ୍ୟଜୀବୀ ଉପକୃତ ହେବେ : ମନ୍ତ୍ରୀ #ଭୁବନେଶ୍ୱର(ଏନ୍.ଏମ୍.): ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ବଜେଟ ୨୦୨୨-୨୩ ଆର୍ôଥକ ବର୍ଷରେ ୧୬୭୪.୧୫ କୋଟି ଟଙ୍କାରୁ ୫.୭ ପ୍ରତିଶତ ବୃଦ୍ଧି ପାଇ ୨୦୨୩-୨୪ ରେ ୧୭୬୯.୨୯ କୋଟି ଟଙ୍କାରେ ପହଞ୍ଚିଛି । ଏହା ରାଜ୍ୟରେ ଚାଷୀମାନଙ୍କ ଆୟ ବହୁଗୁଣିତ କରିମତ୍ସ୍ୟଜୀବୀ ସମ୍ପ୍ରଦାୟ ଓ ପ୍ରାଣୀପାଳକଙ୍କ କଲ୍ୟାଣ ଦିଗରେ…
