ସୁସ୍ଥ ଖାଦ୍ୟ ସହ ସବୁଜ ପୃଥିବୀ ସୃଷ୍ଟି ଶୀର୍ଷକର ରାଜ୍ୟସ୍ତରୀୟ କର୍ମଶାଳା

ସୁସ୍ଥ ଖାଦ୍ୟ ସହ ସବୁଜ ପୃଥିବୀ ସୃଷ୍ଟି ଶୀର୍ଷକର ରାଜ୍ୟସ୍ତରୀୟ କର୍ମଶାଳା ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରପାଳିକା ୧୦ନମ୍ବର ୱାର୍ଡ଼ ସ୍ଥିତ ଯଯାତୀ କେଶରୀ କ୍ଲବ୍ ପରିସରରେ ସୁସ୍ଥ ଖାଦ୍ୟ ସହ ସବୁଜ ପୃଥିବୀ ସୃଷ୍ଟି ଶୀର୍ଷକର ମହିଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଉଦ୍‌ଘାଟନ କରିବା ସହ ବିଭିନ୍ନପ୍ରକାର ସଂକ୍ରାମକ ଓ ଅଣସଂକ୍ରାମକ ରୋଗ ଠାରୁ ରକ୍ଷା ପାଇବାରେ ସମନ୍ୱିତ ଓ ସନ୍ତୁଳିତ ଖାଦ୍ୟ ପଦାର୍ଥର…

Read More

ନବନିଯୁକ୍ତ ଆଇପିଓମାନଙ୍କୁ ଦିଶାନିର୍ଦ୍ଦେଶ ତାଲିମ

ନବନିଯୁକ୍ତ ଆଇପିଓମାନଙ୍କୁ ଦିଶାନିର୍ଦ୍ଦେଶ ତାଲିମ ‘ନମ୍ରତାର ସହ ଲୋକଙ୍କ ପାଇଁ କାମ କର’: ଶିଳ୍ପ ମନ୍ତ୍ରୀ ଭୁବନେଶ୍ୱର(ଏନ୍‌.ଏମ୍‌.): ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଠାରେ ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ୪୭ ଜଣ ଶିଳ୍ପ ବିକାଶ ଅଧିକାରୀ (ଆଇପିଓ)ମାନଙ୍କ ନିମନ୍ତେ ଦିଶାନିର୍ଦ୍ଦେଶ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ୫ ଦିନ ଧରି ଚାଲିବାକୁ ଥିବା ଏହି ତାଲିମର ପ୍ରଥମ ଦିନର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଳ୍ପ, ଶକ୍ତି, ଏମ୍‌ଏସ୍‌ଏମ୍‌ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର…

Read More

୨୫ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା ୨୫ ହଜାର ଗ୍ରାମରେ ଖାଦ୍ୟମେଳା

ଓଡ଼ିଶା ପୁଷ୍ଟି ମହୋତ୍ସବ: ପ୍ରତି ଥାଳିରେ ପୁଷ୍ଟିକର ଖାଦ୍ୟ ୨୫ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା ୨୫ ହଜାର ଗ୍ରାମରେ ଖାଦ୍ୟମେଳା ଭୁବନେଶ୍ୱର(ଏନ୍‌.ଏମ୍‌.): ଗ୍ରାମୀଣ ଓଡ଼ିଶାରେ ପୁଷ୍ଟିକର ଖାଦ୍ୟର ପ୍ରସାର ଏବଂ ପ୍ରଚାର ନିମନ୍ତେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଅଧୀନସ୍ଥ ଓଡ଼ିଶା ଜୀବିକା ମିଶନ ଆନୁକୂଲ୍ୟରେ ଚଳିତ ବର୍ଷ ୨୫୦୦ ଗ୍ରାମ ପଞ୍ଚାୟତରେ ସପ୍ତାହବ୍ୟାପୀ ‘ଓଡ଼ିଶା ପୁଷ୍ଟି ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟବାସୀଙ୍କ ମଧ୍ୟରେ ମୋ ଉପକାରୀ ବଗିଚାର ପ୍ରଚାରପ୍ରସାର…

Read More

କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ରାଜ୍ୟସରକାରଙ୍କ ପାଣ୍ଠିରୁ ଦିଆଗଲା ୬୮.୧୩ କୋଟି

କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ରାଜ୍ୟସରକାରଙ୍କ ପାଣ୍ଠିରୁ ଦିଆଗଲା ୬୮.୧୩ କୋଟି ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଗୋଟିଏ ପଟେ କରୋନା ସଂକ୍ରମଣ ଥମିନଥିବାବେଳେ ନୂଆ ଭାରିଅଣ୍ଟ ଓମିକ୍ରନ ମୁଣ୍ଡ ବିନ୍ଧାକୁ ବଢ଼ାଇଦେଇଛି । ଅବଶ୍ୟ ରାଜ୍ୟରେ ଏଯାଏ ଓମିକ୍ରନ ଚିହ୍ନଟ ନହେବା ସୌଭାଗ୍ୟର ବିଷୟ । ତେବେ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ ଏଥି ପାଇଁ ରାଜ୍ୟବାସୀ ନିଜେ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ତେବେ ଏଥିପାଇଁ ବହୁ ଗରିବ…

Read More

ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସକାଶେ ଘରୋଇ ହ୍ୟାଚେରୀକୁ ପ୍ରୋତ୍ସାହିତ କରାଯିବ

ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସକାଶେ ଘରୋଇ ହ୍ୟାଚେରୀକୁ ପ୍ରୋତ୍ସାହିତ କରାଯିବ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସକାଶେ ଘରୋଇ ହ୍ୟାଚେରୀକୁ ପ୍ରୋତ୍ସାହିତ କରାଯିବ । ଏଥି ସହିତ ପଞ୍ଚାୟତ ପୋଖରୀ ଏବଂ ବାୟୋ-ଫ୍ଳକ୍ ଯୋଜନା ସଫଳ ହେଉଥିବା ହେତୁ ଏହାକୁ କ୍ଲଷ୍ଟର ଆପ୍ରୋଚ୍ ଜରିଆରେ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜଳଭଣ୍ଡାରରେ କେଜ୍ ମାଧ୍ୟମରେ ମାଛଚାଷ କରିବାକୁ ଚାଷୀଙ୍କୁ…

Read More

ବଡମ୍ବା ବ୍ଲକ ଅଞ୍ଚଳରେ ଜନ ଶୀକ୍ଷଣ ସଂସ୍ଥା ପକ୍ଷରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବଡମ୍ବା ବ୍ଲକ ଅଞ୍ଚଳରେ ଜନ ଶୀକ୍ଷଣ ସଂସ୍ଥା ପକ୍ଷରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବଡ଼ମ୍ବା (ଏନ୍‌.ଏମ୍‌.): ଭାରତସରକାରଙ୍କ ମିନିଷ୍ଟ୍ରି ଅଫ ସ୍କିଲ ଡେଭେଲପ ଏଣ୍ଡ ଏଣ୍ଟେରପ୍ରେନୁୟେରସିପ ଅନ୍ତର୍ଗତ ସ୍ୱୟଂଶାସିତ ସଂସ୍ଥା ଜନଶିକ୍ଷଣ ସଂସ୍ଥା ନିର୍ଦ୍ଦେଶାଳୟର କଟକ ଜନଶିକ୍ଷଣ ସଂସ୍ଥା ପକ୍ଷରୁ ବଡମ୍ବା ବ୍ଲକ ଅନ୍ତର୍ଗତ ଦାଶରଥୀପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖାରୋଡ଼ ଗ୍ରାମର ଭେଳେଇ ଓ ବେଲିଆପାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡମଣଗାଡିଆ ଗ୍ରାମରେ ଦୁଇ ଗୋଟି ଦକ୍ଷତା ବିକାଶ କେନ୍ଦ୍ରର ସ୍ଥାପନ କରାଯାଇଛି । ଗ୍ରାମାଞ୍ଚଳର ଯୁବ…

Read More

ଜୱାଦର ଲଗାଣ ବର୍ଷା ପରେ ଦାଉ ସାଧୁଛି ହାତୀପଲ

ଜୱାଦର ଲଗାଣ ବର୍ଷା ପରେ ଦାଉ ସାଧୁଛି ହାତୀପଲ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ବାତ୍ୟା ଜୱାଦର ପ୍ରଭାବରେ ରାଜ୍ୟବ୍ୟାପୀ ଲଗାଣ ବର୍ଷା ବହୁ ଚାଷୀ ପ୍ରଭାବିତ ହୋଇଥିବା ବେଳେ ଏବେ ହାତୀ ଉପଦ୍ରବ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଗୋଟିଏ ପଟରେ ଲଗାଣ ବର୍ଷା ଅଧା ଫସଲ ନେଇଯାଇଥିବାବେଳେ ଆଉ ଯାହା ବାକି ରହିଥିଲା ତାହା ଏବେ ହାତୀଙ୍କ ପେଟରେ ଯାଉଛି । ତେବେ ଚାଷୀ କିଭଳି ବଞ୍ôଚବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।…

Read More

ହରଡ଼ ନାମରେ ବିକ୍ରି ହେଉଛି ଖେସାରୀ : କଟକ ମାଲଗୋଦାମରେ ଚଢଉ, ୪୦କ୍ୱିଣ୍ଟାଲ୍ ଡାଲି ଜବତ

ହରଡ଼ ନାମରେ ବିକ୍ରି ହେଉଛି ଖେସାରୀ : କଟକ ମାଲଗୋଦାମରେ ଚଢଉ, ୪୦କ୍ୱିଣ୍ଟାଲ୍ ଡାଲି ଜବତ କଟକ(ଏନ୍‌.ଏମ୍‌.): କଟକସହ ରେ ନକଲି ଘିଅ, ତେଲ, ସସ, ଜର୍ଦ୍ଦା, ଗୁଟୁଖା ପରେ ଏବେ ମାଲଗୋଦାମରେ ନକଲ ଡାଲି ବିକ୍ରି ହେଉଥିବା ଜଣାପଡିଛି । କମିଶନରେଟ ପୁଲିସ ଏବଂ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି କଟକ ମାଲଗୋଦାମରେ ଚଢଉ କରାଯାଇଛି । ଚଢଉ ବେଳେ ୪୦ କ୍ୟୁଣ୍ଟାଲ ଅପମିଶ୍ରିତ ହରଡ଼ ଡାଲି ଜବତ କରାଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ…

Read More

ସାଟେଲାଇଟ୍ ଇମେଜରି ମାଧ୍ୟମରେ ପ୍ରକୃତ ଧାନଚାଷ ପ୍ଲଟ୍‌ର ଯାଞ୍ଚ ପ୍ରକ୍ରିୟାର ସମୀକ୍ଷା ଆରମ୍ଭ

ସାଟେଲାଇଟ୍ ଇମେଜରି ମାଧ୍ୟମରେ ପ୍ରକୃତ ଧାନଚାଷ ପ୍ଲଟ୍‌ର ଯାଞ୍ଚ ପ୍ରକ୍ରିୟାର ସମୀକ୍ଷା ଆରମ୍ଭ ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-‘ଟି’ ଅନ୍ତର୍ଗତ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଦ୍ୱାରା ରାଜ୍ୟରେ ଚଳିତ ଖରିଫ ଧାନସଂଗ୍ରହ ନିମନ୍ତେ ଏକ ନିର୍ଭୁଲ ଚାଷୀ ନାମପଞ୍ଜିକରଣ ତାଲିକା ପ୍ରସ୍ତୁତ କରାଯାଉଛି । ଏଥି ନିମନ୍ତେ ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ସହଯୋଗରେ ସାଟେଲାଇଟ୍‌? ଇମେଜକୁ ବ୍ୟବହାର କରାଯାଉଛି । ଏହାକୁ ପାଇଲଟ୍ ପ୍ରକଳ୍ପ ଭାବରେ ରାଜ୍ୟର ୭ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି । ନାମ…

Read More

ଜୱାଦ ଉଜାଡି ଦେଲା ଚାଷୀର ଆଶା ଭରସା: ଦୋହଲାଇ ଦେଲା ଆର୍ଥିକ ମେରୁଦଣ୍ଡ

ଜୱାଦ ଉଜାଡି ଦେଲା ଚାଷୀର ଆଶା ଭରସା: ଦୋହଲାଇ ଦେଲା ଆର୍ଥିକ ମେରୁଦଣ୍ଡ କୋଣାର୍କ (ଏନ୍‌.ଏମ୍‌.): ଦକ୍ଷିଣ-ଉତ୍ତର ଓ ସଂଲଗ୍ନ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ଜୱାଦ’ ଚାଲିଯାଇଛି କିନ୍ତୁ ଚାଷୀର ବର୍ଷକ ରୋଜଗାର ଛଡ଼ାଇନେବା ସହ ଆଶା ଭରସାକୁ ଉଜାଡ଼ି ଦେଇଛି । ଜୱାଦ ସମୁଦ୍ର ଗର୍ଭରେ ବାରମ୍ବାର ଦିଗ ବଦଳାଉଥିବାରୁ ପାଣିପାଗ ବିଭାଗର ପକ୍ଷରୁ ସଠିକ ପୂର୍ବାନୁମାନ କରିବା ସମ୍ଭବପର ହୋଇ ନଥିଲା । ଏହି ସାମୁଦ୍ରିକ ଝଡ ଜୱାଦ ସ୍ଥଳଭାଗ…

Read More

ରାଜ୍ୟରେ ଜୱାଦ ଗଭୀର ଅବପାତ ନେଇ ସୂଚନା, ବାତ୍ୟା ଦୁର୍ବଳ ହେଲା: ରାଜ୍ୟରେ ତୁହାକୁ ତୁହା ବର୍ଷା

ରାଜ୍ୟରେ ଜୱାଦ ଗଭୀର ଅବପାତ ନେଇ ସୂଚନା ବାତ୍ୟା ଦୁର୍ବଳ ହେଲା: ରାଜ୍ୟରେ ତୁହାକୁ ତୁହା ବର୍ଷା ଭୁବନେଶ୍ୱର(ଏନ୍‌.ଏମ୍‌.): ବଙ୍ଗୋପସାଗର ଉତ୍ତରପଶ୍ଚିମ ଓ ପଶ୍ଚିମକେନ୍ଦ୍ରୀୟ ସ୍ଥଳରେ ଥିବା ଗଭୀର ଅବପାତ ଜୱାଦ୍ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୮ କିମି ବେଗରେ ଗତି କରୁଛି ଏବଂ ଏହା ପରବର୍ତ୍ତୀ ସମୟରେ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ଏହି ଅବପାତ ଆଜି ଅପରାହ୍ନ ୨.୩୦ ମିନିଟ୍‌ରେ ଓଡ଼ିଶାର ସମୁଦ୍ର ତଟବର୍ତ୍ତୀର ନିକଟତର ହୋଇ ବଙ୍ଗୋପସାଗରର…

Read More

ହୀରାକୁଦ ଜଳ ଭଣ୍ଡାରରୁ ଉତ୍ପାଦନ ହେବ ସୌର ବିଦ୍ୟୁତ: ପ୍ରଥମ ପର୍ଯ୍ୟାୟରେ ୪୦ ମେଗାୱାଟ ଲକ୍ଷ୍ୟ

ହୀରାକୁଦ ଜଳ ଭଣ୍ଡାରରୁ ଉତ୍ପାଦନ ହେବ ସୌର ବିଦ୍ୟୁତ: ପ୍ରଥମ ପର୍ଯ୍ୟାୟରେ ୪୦ ମେଗାୱାଟ ଲକ୍ଷ୍ୟ ସମ୍ୱଲପୁର (ଏନ୍‌.ଏମ୍‌.): ହୀରାକୁଦ ଜଳ ଭଣ୍ଡାରରୁ ଏବେ ଉତ୍ପାଦନ ହେବ ସୌର ବିଦ୍ୟୁତ । ଜଳଭଣ୍ଡାରରୁ ଜଳବିଦ୍ୟୁତ ଉତ୍ପାଦନ ହେଉଥିବାବେଳେ ଏଠାରୁ ସୌରବିଦ୍ୟୁତ ଉତ୍ପାଦନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଫଳରେ ଅଧିକ ବିଦ୍ୟୁତ ଉତ୍ପାଦନ ହୋଇ ପାରିବ ବୋଲି ଜଣାପଡ଼ିଛି । ହୀରାକୁଦ ଜଳ ଭଣ୍ଡାର ନିର୍ମାଣର ପ୍ରମୁଖ ୩ଟି କାରଣ ମଧ୍ୟରେ…

Read More