ଆଇପିଏଲ୍: ଆରସିବିକୁ ହରାଇଲା କେକେଆର
ଆଇପିଏଲ୍: ଆରସିବିକୁ ହରାଇଲା କେକେଆର #ବାଙ୍ଗାଲୋର(ଏନ୍.ଏମ୍.): ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ କ୍ରମାଗତ ଦ୍ୱିତୀୟ ଥର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ କେକେଆର ବିଜୟୀ ହୋଇଥିବାବେଳେ ଆଜି ଅନୁଷ୍ଠିତ ମ୍ୟାଚରେ ମଧ୍ୟ କେକେଆର ୨୧ରନରେ ଆରସିବିକୁ ପରାସ୍ତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କେକେଆର ଆରସିବି ସମ୍ମୁଖରେ ୨୦୧ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ତେବେ ଆରସିବି ନିର୍ଦ୍ଧାରିତ…
