କ୍ୟାଣ୍ଡେଲ ଜଳାଇ ପ୍ରତିବାଦ କଲେ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଇଞ୍ଜିନିୟର
କ୍ୟାଣ୍ଡେଲ ଜଳାଇ ପ୍ରତିବାଦ କଲେ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଇଞ୍ଜିନିୟର #କଟକ(ଏନ୍.ଏମ୍.): ବିଦ୍ୟୁତ ବିଭାଗରେ କାର୍ଯ୍ୟରତ କର୍ମଚାରୀ, ଅଫିସର ତଥା ଇଞ୍ଜିନିୟରମାନେ ନିଜର ସମସ୍ତ ସୁଖ ଦୁଃଖକୁ ଜଳାଞ୍ଜଳି ଦେଇ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିଲେ ମଧ୍ୟ ସେମାନଙ୍କ ପ୍ରତି ବିଭାଗୀୟ ଉଦାସୀନତା ତଥା ବୈମାତୃକ ମନୋଭାବ ଅସହ୍ୟ ହୋଇ ପଡ଼ୁଛି । ଏ ନେଇ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଯେତେ ଦାବି କଲେ ମଧ୍ୟ ସେମାନଙ୍କ ଦୁଃଖ ଅରଣ୍ୟରୋଦନରେ ପରିଣତ ହୋଇଛି । ଏହାର ପ୍ରତିବାଦରେ ଇଞ୍ଜିନିୟରମାନେ କଳାବ୍ୟାଚ…
