ନାର୍ଯ୍ୟ ଦାବିପୂରଣରେ ବୈମାତୃକ ମନୋଭାବ ପ୍ରତିବାଦରେ ବିଦ୍ୟୁତ ଇଞ୍ଜିନିୟରଙ୍କ ମହମବତୀ ଶୋଭାଯାତ୍ରା: ୧୫ରୁ ରିଲେ ଅନଶନ ପାଇଁ ଚେତାବନୀ
ନାର୍ଯ୍ୟ ଦାବିପୂରଣରେ ବୈମାତୃକ ମନୋଭାବ ପ୍ରତିବାଦରେ ବିଦ୍ୟୁତ ଇଞ୍ଜିନିୟରଙ୍କ ମହମବତୀ ଶୋଭାଯାତ୍ରା: ୧୫ରୁ ରିଲେ ଅନଶନ ପାଇଁ ଚେତାବନୀ #ଭୁବନେଶ୍ୱର(ଏନ୍.ଏମ୍.): ବର୍ଷ ବର୍ଷ ଧରି ଅବହେଳା ଓ ଉପେକ୍ଷାର ଶିକାର ହୋଇ ଆସୁଥିବା ବିଦ୍ୟୁତ୍ ଇଞ୍ଜିନିୟର ଓ ଅଫିସରଙ୍କ ଆନ୍ଦୋଳନ ଏବେ ତୀବ୍ର ରୂପ ନେଇଛି । ଦୁଇ ସପ୍ତାହ ଧରି ଐତିହାସିକ ଅବିଚାର ବିରୁଦ୍ଧରେ ରାଜ୍ୟର ସମସ୍ତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର, ଗ୍ରିଡ ସବଷ୍ଟେସନ, ରାଜ୍ୟ ବିଦ୍ୟୁତ୍ ଭାଗ କେନ୍ଦ୍ର ଓ ସମସ୍ତ ଅଫିସ ସମ୍ମୁଖରେ…
