ଅଘୋଷିତ ବିଦ୍ୟୁତ କାଟ ଓ ଲୋଭୋଲ୍ଟେଜ ସମସ୍ୟା ନେଇ ଇଲେକ୍ଟ୍ରି ଅଫିସ ଘେରିଲେ ଉପଭୋକ୍ତା
ଅଘୋଷିତ ବିଦ୍ୟୁତ କାଟ ଓ ଲୋଭୋଲ୍ଟେଜ ସମସ୍ୟା ନେଇ ଇଲେକ୍ଟ୍ରି ଅଫିସ ଘେରିଲେ ଉପଭୋକ୍ତା #କଟକ ସଦର(ଏନ୍.ଏମ୍.): ରଘୁନାଥପୁର ବ୍ଲକ ବିଦ୍ୟୁତ ବିଭାଗ ଏସଡ଼ିଓଙ୍କ ଅଧୀନରେ ଥିବା ସ୍ଥାନୀୟ କଟକ ସଦର ବ୍ଲକ ପ୍ରହରାଜପୁର ପଞ୍ଚାୟତବାସୀ ଅଘୋଷିତ ବିଦ୍ୟୁତ କାଟ ଓ ଲୋଭୋଲ୍ଟେଜ ସମସ୍ୟା ଯୋଗୁଁ ଅତିଷ୍ଟ ହୋଇ ପଡିଲେଣି । ବାରମ୍ବାର ଅଭିଯୋଗ କରି ନିରାଶ ହେବାପରେ ଆଜି ଉପଭୋକ୍ତାମାନେ ବିଦ୍ୟୁତ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଆସନ୍ତା ସାତଦିନ ମଧ୍ୟରେ ବିଦ୍ୟୁତ ବିଭାଗ ଉପଯୁକ୍ତ…
