ଅଘୋଷିତ ଘନଘନ ବିଜୁଳି କାଟ ବିରୁଦ୍ଧରେ ବିଜେପିର ଲଣ୍ଟନ ଧରି ଅଭିନବ ପଦଯାତ୍ରା
ଅଘୋଷିତ ଘନଘନ ବିଜୁଳି କାଟ ବିରୁଦ୍ଧରେ ବିଜେପିର ଲଣ୍ଟନ ଧରି ଅଭିନବ ପଦଯାତ୍ରା #ଭୁବନେଶ୍ୱର(ଏନ୍.ଏମ୍.): ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଉର୍ଦ୍ଧ୍ୱରେ ପହଞ୍ଚିଥିବା ବେଳେ ବାରମ୍ବାର ଓ ଅଘୋଷିତ ବିଜୁଳି କାଟ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ଯାହା ଅସହ୍ୟ ଗରମରେ ସଙ୍ଘର୍ଷ କରୁଥିବା ସାଧାରଣ ଲୋକଙ୍କ ସମସ୍ୟା ଏବେ ଆହୁରି ଦ୍ୱିଗୁଣିତ ହୋଇଛି । ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ…
