ଖୋର୍ଦ୍ଧା ଡିଆରଏମଙ୍କ ବିସ୍ଫୋରକ ବୟାନ; ଫିଜିକାଲି ଟାମ୍ପରିଂ ଯୋଗୁ ଘଟିଛି ବାହାନଗା ଦୁର୍ଘଟଣା
ଖୋର୍ଦ୍ଧା ଡିଆରଏମଙ୍କ ବିସ୍ଫୋରକ ବୟାନ; ଫିଜିକାଲି ଟାମ୍ପରିଂ ଯୋଗୁ ଘଟିଛି ବାହାନଗା ଦୁର୍ଘଟଣା #ଭୁବନେଶ୍ୱର(ଏନ୍.ଏମ୍.): ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ବିଭିନ୍ନ ଦିଗର ଏହାର ତଦନ୍ତ ଜାରିରହିଛି । ଏଭଳି ଛାତିଥରା ଦୁର୍ଘଟଣା ପାଇଁ କିଏ ଦାୟୀ ଏହାର କାରଣ ଖୋଜା ଚାଲିଛି । କାହାର ଭୁଲ୍ ପାଇଁ ଏଭଳି ଅଘଟଣ ସୃଷ୍ଟି ହେଲା ଏହାର କାରଣ ଖୋଜା ଚାଲିଥିଲା ବେଳେ ଏହି ସମୟରେ ଖୋର୍ଦ୍ଧା ଡିଆରଏମ ରିଙ୍କେଶ ରାୟ ବିସ୍ଫୋରକ ବୟାନ…
