ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହିଦ ନଗର ଥାନା ଏଏସଆଇ
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହିଦ ନଗର ଥାନା ଏଏସଆଇ #ଭୁବନେଶ୍ୱର(ଏନ୍.ଏମ୍.): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପୁଲିସ କର୍ମଚାରୀ । ଗୋଟିଏ ପଟେ କମିଶନରେଟ ପୁଲିସ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଅଣ୍ଟାଭିଡିଥିବାବେଳେ କେତେକ ଲାଞ୍ଚଖୋର ଅଧିକାରୀଙ୍କ ଯୋଗୁଁ ସମ୍ପୂର୍ଣ୍ଣ ପୁଲିସ ୧୫ ହଜାର ଲାଞ୍ଚ ନେଲାବେଳେ ସହିଦ ନଗର ଥାନା ଇଝଓ ମମତା ବସ୍ତିଆଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ଭିଜିଲାନ୍ସ ମମତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ…
