କ୍ୟାଣ୍ଟନମେଣ୍ଟ ଥାନାରୁ ଫେରାର ଅଭିଯୁକ୍ତଙ୍କ ମୃତଦେହ ମହାନଦୀରୁ ଉଦ୍ଧାର: ପୁଲିସ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପରିବାର
କ୍ୟାଣ୍ଟନମେଣ୍ଟ ଥାନାରୁ ଫେରାର ଅଭିଯୁକ୍ତଙ୍କ ମୃତଦେହ ମହାନଦୀରୁ ଉଦ୍ଧାର: ପୁଲିସ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପରିବାର #କଟକ(ଏନ୍.ଏମ୍.): ପୁଲିସ ହେପାଜତରେ ଥିବା ଅଭିଯୁକ୍ତ ଥାନାରୁ ଫେରାର ହୋଇଯିବା ପରେ ମହାନଦୀରୁ ମୃତ ଦେହ ଉଦ୍ଧାର ହେବା ଘଟଣାକୁ ନେଇ କଟକରେ ବିଭିନ୍ନ ଚର୍ଚ୍ଚା ହେଉଛି । କେହି କେହି ପୁଲିସର ଅତ୍ୟାଚାରକୁ ସହିନପାରି ଆତ୍ମହତ୍ୟା କରୁଥିବା କହୁଥିବାବେଳେ ଆଉ କେହି କେହି ପୁଲିସ ଚୋରି ଅଭିଯୋଗ ଲଗାଇବା ପରେ ସେ ଲଜ୍ଜାରେ ଆତ୍ମହତ୍ୟା କରୁଥିବା ଶୁଣିବାକୁ…
