ରୁଚିକା ସାମାଜିକ ସେବା ସଂଗଠନ ପକ୍ଷରୁ ବିଶ୍ୱ ମାନବ ଚାଲଣ ବିରୋଧ ଦିବସ
ରୁଚିକା ସାମାଜିକ ସେବା ସଂଗଠନ ପକ୍ଷରୁ ବିଶ୍ୱ ମାନବ ଚାଲଣ ବିରୋଧ ଦିବସ #ଭୁବନେଶ୍ୱର(ଏନ୍.ଏମ୍.): ରାଜଧାନୀସ୍ଥିତ କ୍ୟାପିଟାଲ ଥାନା ପରିସରରେ ରୁଚିକା ସାମାଜିକ ସେବା ସଂଗଠନ ତରଫରୁ ବିଶ୍ୱ ମାନବ ଚାଲାଣ ବିରୋଧ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜୋନ ଏସିପିଙ୍କ ସହିତ କ୍ୟାପିଟାଲ ଥାନାର ଇନ୍ସପେକ୍ଟର ତଥା ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମକର୍ତ୍ତା, କମିଶନରେଟ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହିତ କର୍ମକର୍ତ୍ତା ମାନେ ମଧ୍ୟ ଯୋଗ ଦେଇଥିଲେ । ସୂଚନା…
