ବରିଷ୍ଠ ନାଗରିକ ସଂସ୍ଥାନ ପକ୍ଷରୁ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ
ବରିଷ୍ଠ ନାଗରିକ ସଂସ୍ଥାନ ପକ୍ଷରୁ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ #କଟକ(ଏନ୍.ଏମ୍.): ସିଡିଏ ସେକ୍ଟର-୯ସ୍ଥିତ ବରିଷ୍ଠ ନାଗରିକ ସଂସ୍ଥାନର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ମଧ୍ୟାହ୍ନରେ ସିଡିଏ ସେକ୍ଟର-୮ସ୍ଥିତ ଶିବମନ୍ଦିର ପ୍ରାଙ୍ଗଣରେ ଦେବପୂଜନ ପାଇଁ ଉପଲବ୍ଧ ଚାରା (ବେଲ, ଅଁଳା, ନିମ୍ବ) ରୋପଣ କରାଯାଇଥିଲା । ସଂସ୍ଥାନର ମହାସଚିବ ଉତ୍କଳ ଭୂଷଣ ରାଉତରାୟଙ୍କ ସଂଯୋଜନା ଓ ପରିଚାଳନାରେ ଆୟୋଜିତ ଉତ୍ସବରେ ଅଧ୍ୟକ୍ଷ ନିତ୍ୟାନନ୍ଦ ମିଶ୍ର…
