ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପ୍ରତିହାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପ୍ରତିହାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା #ଖୋର୍ଦ୍ଧା (ଏନ୍.ଏମ୍.): ପରିଚ୍ଛଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପ୍ରତିହାରୀଙ୍କୁ ଏକ ଭାବବିହ୍ୱଳ ଓ ଅଶ୍ରୁଳ ପରିବେଶରେ ସ୍ଥାନୀୟ ଶିକ୍ଷକ ଗଣ, ସମସ୍ତ ଛାତ୍ରଛାତ୍ରୀ, ଜନ ପ୍ରତିନିଧି, ଗ୍ରାମର ଭଦ୍ର ମଣ୍ଡଳୀ ଏବଂ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଅନୁଷ୍ଠାନର ପ୍ରଶାସନିକ ସଚିବ (ମୁଖ୍ୟ କାଯ୍ୟାଳୟ, ଭାରତ) ଅବିନାଶ ସାମନ୍ତରାୟଙ୍କ ଉପସ୍ଥିତିରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀ ପ୍ରତିହାରୀ ଏକାଧାରରେ…
