ଏନ.ଏଲ.ୟୁ. ଓଡିଶାର ଏନ.ଏସ.ଏସ ବ୍ୟୁରୋ ଦ୍ୱାରା ସ୍ୱଚ୍ଛତା ହିଁ ସେବା ‘କ୍ୟାମ୍ପେନ କାର୍ଯ୍ୟକ୍ରମ’
ଏନ.ଏଲ.ୟୁ. ଓଡିଶାର ଏନ.ଏସ.ଏସ ବ୍ୟୁରୋ ଦ୍ୱାରା ସ୍ୱଚ୍ଛତା ହିଁ ସେବା ‘କ୍ୟାମ୍ପେନ କାର୍ଯ୍ୟକ୍ରମ’ #ବାରଙ୍ଗ(ଏନ୍.ଏମ୍.): ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡିଶାର ଏନ.ଏସ.ଏସ ବ୍ୟୁର ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ’ ସ୍ଥାନୀୟ ବାଲ୍ମୀକି ନଗର ଏବଂ ବାବା ତିଲକା ନଗର ସାହିରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଭାରତ ସରକାରଙ୍କର ୧ତାରିଖରେ ୧ଘଣ୍ଟା ଓ ଏକ ସାଥ କାର୍ଯ୍ୟକ୍ରମ ଅଧିନରେ ଉପରୋକ୍ତ ୨ଗୋଟି ସାହିରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ…
