ଏଜେନ୍ସି ଚାଲୁଛି ସିଏମସି କମିଶନରଙ୍କ କଥାରେ
ଏଜେନ୍ସି ଚାଲୁଛି ସିଏମସି କମିଶନରଙ୍କ କଥାରେ କଟକ(ଏନ୍.ଏମ୍.): ସିଏମସି କମିଶନର ଦେଉଛନ୍ତି ଲୋକଙ୍କୁ ଚାକିରୀ। ତାହା ପୁଣି ପରୀକ୍ଷାରେ ନୁହେଁ । ସିଧାସଳଖ ଭଲଦରମାରେ ଚାକିରୀ ଦେଉଛନ୍ତି । ଯାହାକୁ ନେଇ ସିଏମସିରେ ଏବେ ଚର୍ଚ୍ଚା ଜୋର ଧରିଛି। ନିଦ୍ଧିଷ୍ଟ ଠିକାସଂସ୍ଥା…
