ହରିପୁର ଦୋଳମୁଣ୍ଡାଇ ଗ୍ରାମରେ ଚନ୍ଦନ ଯାତ୍ରା
ହରିପୁର ଦୋଳମୁଣ୍ଡାଇ ଗ୍ରାମରେ ଚନ୍ଦନ ଯାତ୍ରା କଟକ(ଏନ୍.ଏମ୍.): ହରିପୁର ଦୋଳମୁଣ୍ଡାଇ ଗ୍ରାମର ଇଷ୍ଟ ଦେବ ଶ୍ରୀଶ୍ରୀ ମଦନମୋହନ ଜୀଉ ଓ ଶ୍ରୀଶ୍ରୀ ରାଧାଗୋବିନ୍ଦ ଜୀଉମାନଙ୍କୁ ମନ୍ଦିର ଭିତର ଭାଗରେ କୃତ୍ରିମ ପୁସ୍କରଣୀ କରାଯାଇ ରାଧାକୃଷ୍ଣଙ୍କୁ ସୋଲରେ ନିର୍ମିତ ହୋଇଥିବା ନୌକା ସାହାର୍ଯ୍ୟରେ ଚାପ ଖେଳା ଯାଇଥିଲା । ଏହା ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଯାତ୍ରା ମଧ୍ୟରୁ ଏକ ଅନ୍ୟତମ ଯାତ୍ରା ଅଟେ । ଏହି ସାଂସ୍କୃତିକ ବା ଧାର୍ମିକ କାର୍ଯ୍ୟକ୍ରମରେ ଅନେକ ଭକ୍ତ ଓ ଶ୍ରଧାଳୁମାନେ ଦର୍ଶନ…
