ଭାରତୀୟ ରେଳବାଇକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ

ଭାରତୀୟ ରେଳବାଇକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ ନୂଆଦିଲ୍ଲୀ (ଏଜେନ୍ସି): ଭାରତୀୟ ରେଳବାଇକୁ ୫ ମେଗାହର୍ଜ ସ୍ପେକ୍ଟ୍ରମ ଯୋଗାଇ ଦିଆଯିବ । ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ଏହି ସ୍ପେକ୍ଟ୍ରମ ଉପଲବ୍ଧ କରାଯିବ । ଏହାଦ୍ୱାରା ରେଳବାଇର ସଂଚାର ଓ ସିଗନାଲ ବ୍ୟବସ୍ଥାରେ ଉନ୍ନତି ଅଣାଯାଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେବେ କେନ୍ଦ୍ର କ୍ୟାବିନେଟ ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଯେ, ରେଳବାଇର ସଂଚାର ଓ…

Read More

ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ବର୍ଷ ଜେଲ ଦଣ୍ଡ

ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ବର୍ଷ ଜେଲ ଦଣ୍ଡ ନୂଆଦିଲ୍ଲୀ (ଏଜେନ୍ସି): ଭାରତକୁ ସ୍ୱାଧୀନ କରିବାରେ ମୁଖ୍ୟ ଭୂମିକା ନେଇଥିବା ଏବଂ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟବାଦର ବିଲୋପ ପାଇଁ ମଧ୍ୟ ଲଢେଇ କରିଥିବାବେଳେ ଏବେ ତାଙ୍କ ଅଣନାତୁଣୀ ସେହି ଦକ୍ଷିଣ ଆଫ୍ରିକାରେ ଜାଲିଆତି ଓ ଠକେଇ ଅଭିଯୋଗରେ ସାତବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଗାନ୍ଧିଜୀଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନ (୫୬) ୬ ନିୟୁତ ର‌୍ୟାଣ୍ଡ୍ ଜାଲିଆତି…

Read More

କରୋନା ଯୋଗୁଁ କେବଳ ପୁରୀରେ ହେବ ରଥଯାତ୍ରା- ଏସଆରସି

କରୋନା ଯୋଗୁଁ କେବଳ ପୁରୀରେ ହେବ ରଥଯାତ୍ରା- ଏସଆରସି ଭୁବନେଶ୍ୱର(ଏନ୍‌.ଏମ୍‌.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପୁରୀ ଛଡା ଅନ୍ୟ କେଉଁଠାରେ ରଥଯାତ୍ରାହୋଇ ପାରିବ ନାହିଁ । ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗତ ବର୍ଷ ଭଳି ଚଳିତ ବର୍ଷ ପୁରୀ ଛଡା ଅନ୍ୟ ସମସ୍ତ ସ୍ଥାନରେ ରଥଯାତ୍ରା ନିଷେଧ କରାଯାଇଛି । ତେବେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ…

Read More

ସହରରେ ବକ୍ସ ଡ୍ରେନ ନେଇ ଗୁରୁତ୍ୱ: ଜୁଲାଇ ୧ରୁ ଆରମ୍ଭ ହେବ କାର୍ଯ୍ୟ

ସହରରେ ବକ୍ସ ଡ୍ରେନ ନେଇ ଗୁରୁତ୍ୱ: ଜୁଲାଇ ୧ରୁ ଆରମ୍ଭ ହେବ କାର୍ଯ୍ୟ କଟକରେ ଜଳନିଷ୍କାସନ ଓ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିବ- ପ୍ରତାପ ଜେନା କଟକ(ଏନ୍‌.ଏମ୍‌.): କଟକ ସହରରେ ଜଳ ନିଷ୍କାସନ ଓ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ବିଶେଷ କରି କଟକ ସହରେ ଥିବା ଡ୍ରେନଜ ଗୁଡ଼ିକ ମୁଖ୍ୟତଃ ଖୋଲା ରହୁଥିବାରୁ ଅଳିଆ ଆବର୍ଜନା ପଡ଼ି ଜଳନିଷ୍କାସନରେ ବାଧକ ସାଜିଥାଏ ।…

Read More

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ଅଞ୍ଚଳର ଏସିଡ୍ ପୀଡିତକୁ ସହାୟତା ରାଶି ପ୍ରଦାନ

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ଅଞ୍ଚଳର ଏସିଡ୍ ପୀଡିତକୁ ସହାୟତା ରାଶି ପ୍ରଦାନ କଟକ(ଏନ.ଏମ.): କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ଅଞ୍ଚଳର ଏସିଡ୍ ପୀଡିତ ଏକ ଯୁବକକୁ ସହାୟତା ଯୋଗାଇ ଦିଆଯାଇଛି । ସୁଚନା ଥାଉକି, ୨୦୧୯ ମସିହା ନଭେମ୍ବର ମାସରେ ଉକ୍ତ ଅଞ୍ଚଳର ଜଣେ ୩୨ ବର୍ଷୀୟ ଯୁବକକୁ ତାର ପ୍ରେମିକା ଓ ପ୍ରେମିକାର ମା’ ଘରକୁ ଡାକି ତା’ ମୁହଁକୁ ଏସିଡ ପକାଇ ଥିଲେ । ଉକ୍ତ ଯୁବକଙ୍କୁ ଗୁରୁତର…

Read More

କଟକ ଅଟୋ ଚାଳକ ମହାସଂଘ ପକ୍ଷରୁ ମହାମାରୀରେ ରିଲିଫ ବଣ୍ଟନ

କଟକ ଅଟୋ ଚାଳକ ମହାସଂଘ ପକ୍ଷରୁ ମହାମାରୀରେ ରିଲିଫ ବଣ୍ଟନ କଟକ(ଏନ୍‌.ଏମ୍‌.): କଟକର ସିଟି କଲେଜ ,ରାଜା ବଗିଚା ଠାରେ କଟକ ଅଟୋ ଚାଳକ ମହାସଂଘ ପକ୍ଷରୁ ଅଟୋଚାଳକ ମାନଙ୍କୁ ମହାମାରୀରେ ରିଲିଫ ବିତରଣ କରାଯାଇଛି । ରାଜ୍ୟସଭା ସାଂସଦ ଓ ଓଡିଶା ଅଟୋଚାଳକ ମହାସଂଘର ସଭାପତି ସୁବାସ ସିଂହ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ପ୍ରଫୁଲ୍ଲ ସିଂହ, ଓଡିଶା ମୋପରିବାର କଟକ ଜିଲ୍ଲ୍‌ା ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ, କଟକ ଅଟୋ ଚାଳକ…

Read More

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର -କେନ୍ଦ୍ର କୃଷି ମନ୍ତ୍ରୀ

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର -କେନ୍ଦ୍ର କୃଷି ମନ୍ତ୍ରୀ ନୂଆଦିଲ୍ଲୀ(ଏନ୍‌.ଏମ୍‌.): ଚାଷୀମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ସର୍ବଦା ଉଦ୍ୟମ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଧାନ କ୍ୱିଣ୍ଟାଲ ପିଛା ଏମ୍‌ଏସପି ୧୯୪୦ଟଙ୍କାକୁ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି । ୨୦୨୦-୨୧ ବର୍ଷରେ ରେ ୧୮୬୮ଟଙ୍କା ଦର ଥିଲା, ତେବେ ୨୦୨୧-୨୨ ବର୍ଷରେ ୧୯୪୦ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି…

Read More

ଆତ୍ମସମର୍ପଣ ପରେ ହତ୍ୟା ଅଭିଯୁକ୍ତ ଥାନାରୁ ନିଖୋଜ !, ଖୋଜି ଆଣିବାକୁ ପରିବାର ଲୋକଙ୍କ ଧାରଣା

ଆତ୍ମସମର୍ପଣ ପରେ ହତ୍ୟା ଅଭିଯୁକ୍ତ ଥାନାରୁ ନିଖୋଜ ! ଖୋଜି ଆଣିବାକୁ ପରିବାର ଲୋକଙ୍କ ଧାରଣା ବଲାଙ୍ଗୀର (ଏନ୍‌.ଏମ୍‌.): ହତ୍ୟା ଅଭିଯୋଗରେ ଫେରାର ଥିବା ଜଣେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିବାର ଦିନକ ପରେ ହତ୍ୟା ଅଭିଯୁକ୍ତ ଥାନାରୁ ନିଖୋଜ ହୋଇଯିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ ଥାନାରୁ ଅଭିଯୁକ୍ତ ଖସିଯାଇଛି ନା ତା’ ସହ ଆଉ କ’ଣ ଘଟିଛି, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଅଭିଯୁକ୍ତର ପରିବାର ଲୋକେ…

Read More

ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଅଘଟଣ : ଛୁରି ପଶିଥିବା ଯୁବକଙ୍କ ମୃତ୍ୟୁ

ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଅଘଟଣ : ଛୁରି ପଶିଥିବା ଯୁବକଙ୍କ ମୃତ୍ୟୁ କଟକ(ଏନ.ଏମ.): କଟକ ଜିଲ୍ଲା ଟାଙ୍ଗୀ ସ୍ଥିତ ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରେ ବେକରେ ଛୁରି ପଶି ଯାଇଥିବା ଜଣେ କୋଭିଡ ଆକ୍ରାନ୍ତ ଯୁବକଙ୍କ ମୃତ୍ୟୁ ହୋଇଛି । ଗତ ୪ତାରିଖ ଦିନ ଉକ୍ତ ଯୁବକଙ୍କ ବେକରେ ଛୁରି ପଶି ଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଏସସିବିକୁ ଅଣାଯାଇ ଅସ୍ତ୍ରୋପଚାର ପରେ ଆଇସିୟୁରେ ରହିଥିଲେ । ତେବେ ୮ତାରିଖ ଦିନ ଅପରାହ୍ନରେ…

Read More

ଡକାୟତି ଯୋଜନା ପଣ୍ଡ: ଗିରଫ ହେଲେ ୫ ହାଇୱେ ଲୁଟରା, ଜବତ ହେଲା ମାରଣାସ୍ତ୍ର

ଡକାୟତି ଯୋଜନା ପଣ୍ଡ: ଗିରଫ ହେଲେ ୫ ହାଇୱେ ଲୁଟରା, ଜବତ ହେଲା ମାରଣାସ୍ତ୍ର କଟକ(ଏନ୍.ଏମ୍.): କଟକ କମିଶନରେଟ ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ଯୋଜନା ଚାଲିଥିବାବେଳେ ଚାଉଳିଆଗଞ୍ଜ ଥାନା ପୁଲିସ ଏହାର ପର୍ଦ୍ଦାଫାସ କରିଛି । ଖବର ପାଇ ପୁଲିସ ଅତର୍କିତ ଚଢାଉ କରି ୫ ଜଣ ହାଇୱେ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ରିଭଲଭର, ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ଛୁରି, ଗୋଟିଏ ଲୁହା ରଡ଼,…

Read More

ସିଏମସି ୧ ଓ ୨୫ ନମ୍ବର ୱାର୍ଡ ଅଞ୍ଚଳରେ ବିଧାୟକ ମୋକିମଙ୍କ ସହାୟତା ପ୍ରଦାନ

ସିଏମସି ୧ ଓ ୨୫ ନମ୍ବର ୱାର୍ଡ ଅଞ୍ଚଳରେ ବିଧାୟକ ମୋକିମଙ୍କ ସହାୟତା ପ୍ରଦାନ କଟକ(ଏନ୍.ଏମ.): ବାରବାଟୀ-କଟକ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନରେ କଟକ ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ କୋଭିଡ ସହାୟତା ପ୍ରଦାନ କରାଯାଇଛି । ସିଏମସି ୧ନମ୍ବର ୱାର୍ଡର ବିଡାନାସୀ ଅଞ୍ଚଳ ଓ ୨୫ ନମ୍ବର ୱାର୍ଡÿର ବାସ୍ତରି ମଠ, ଆଖାଡା ଗଳି, ମସ୍ତାନ ଦର୍ଘା, ମଣିସାହୁ ଛକ ଠାରେ କୋଭିଡ ସଂକ୍ରମିତ ପରିବାର, ହୋମ ଆଇସୋଲେନରେ ରହିଥିବା ପରିବାର ଏବଂ…

Read More

ନରସିଂପୁର ଆଜି ୨୬ ଜଣ କୋରୋନା ସଂକ୍ରମିତ ଚିହ୍ନଟ

ନରସିଂପୁର ଆଜି ୨୬ ଜଣ କୋରୋନା ସଂକ୍ରମିତ ଚିହ୍ନଟ ନରସିଂପୁର(ଏନ୍.ଏମ୍.): ଆଜି ନରସିଂହପୁର ଅଞ୍ଚଳର ବିଭିନ୍ନ ମେଡିକାଲ ରେ କୋରୋନା ପରୀକ୍ଷା ପାଇଁ ଦେଇଥିବା ରକ୍ତ ନମୁନା ରୁ ସମୁଦାୟ ୨୬ ଜଣ ଙ୍କୁ କୋରୋନା ସଂକ୍ରମିତ ରୂପେ ଚିହ୍ନଟ କରାଯାଇଛି। ଆଜି କାନପୁର ମେଡିକାଲ ରେ ସମୁଦାୟ ୧୬ଜଣ ଆଣ୍ଟି ଜେନ ପରୀକ୍ଷା ଦେଇଥିଲେ ସେଥିରୁ କେହି ସଂକ୍ରମିତ ନାଂହାନ୍ତି। ସେହିପରି ନରସିଂପୁର ମେଡିକାଲ ରେ ସମୁଦାୟ ୪୪ ଜଣ ଆଣ୍ଟି ଜେନ ଟେଷ୍ଟ ପାଈଁ…

Read More