ଅଗଷ୍ଟ ୧ତାରିଖ ଯାଏ ବଢ଼ିଲା ଆଶିଂକ ଲକ୍ଡାଉନ କଟକଣା
ଅଗଷ୍ଟ ୧ତାରିଖ ଯାଏ ବଢ଼ିଲା ଆଶିଂକ ଲକ୍ଡାଉନ କଟକଣା ଭୁବନେଶ୍ୱର(ଏନ୍.ଏମ୍.): କରୋନା ସଂକ୍ରମଣକୁ ନେଇ ରାଜ୍ୟରେ ସେଭଳି କିଛି ଉନ୍ନତି ପରିଲକ୍ଷିତ ହୋଇ ନାହିଁ । ଅମାନିଆମାନଙ୍କ ଯୋଗୁଁ ରାଜ୍ୟରେ ସଂକ୍ରମଣ ପୂର୍ବଭଳି ରହିଛି । ତେଣୁ ଏଥର ରାଜ୍ୟର ସମସ୍ତ ଜିଲ୍ଲାକୁ କଟକଣା ମୁକ୍ତ କରାଯାଇ ନାହିଁ । ପୂର୍ବଭଳି କଟକଣା ବଳବତର ରହିବ ବୋଲି ଆଜି ଲକ୍ଡାଉନ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ସଂକ୍ରମଣ ଦୃଷ୍ଟିରୁ ପୂର୍ବଭଳି…
