ସିନିୟର ବାଲି କୁସ୍ତି ପ୍ରତିଯୋଗିତା

ସିନିୟର ବାଲି କୁସ୍ତି ପ୍ରତିଯୋଗିତା କଟକ (ଏନ୍‌.ଏମ୍‌.): ଓଡ଼ିଶା କୁସ୍ତି ସଂଘ ଆନୁକୂଲ୍ୟରେ ପ୍ରଥମ ସିନିୟର ବାଲି କୁସ୍ତି ପ୍ରତିଯୋଗିତା ସ୍ଥାନୀୟ ବାରବାଟୀ ଷ୍ଟାଡିୟମ ସ୍ଥିତ କ୍ଲବ ହାସଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସିନିୟର ବିଭାଗର ୭୦ କେଜି ବାଳକରେ ପୁରୀର ପୁର୍ଣ୍ଣଚନ୍ଦ୍ର ଦାସ, ପ୍ରଥମ, କଟକର ଅଜିତ କୁମାର ଫୁଲଟନ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସିନିୟର ୮୦ କେଜି ବାଳକରେ ପୁରୀର କେଦାର ଦଲାଇ ପ୍ରଥମ, ବାଦଲ ସାମଲ ଦ୍ୱିତୀୟ, ସିନିୟର ୯୦…

Read More

ଧରାପଡ଼ିଲେ ଗାଡ଼ି ଲୁଟେରା : ୮ ଦୁଇ ଚକିଆ ଗାଡି ଉଦ୍ଧାର

ଧରାପଡ଼ିଲେ ଗାଡ଼ି ଲୁଟେରା : ୮ ଦୁଇ ଚକିଆ ଗାଡି ଉଦ୍ଧାର କଟକ(ଏନ୍‌.ଏମ୍‌.): କଟକ ସହରରେ ଘନଘନ ବାଇକ ଚୋରି ହେଉଥିବାବେଳେ ଏହି ଲୁଟେରାମାନଙ୍କୁ ଧରିବାରେ ମଧୁପାଟଣା ପୁଲିସକୁ ସଫଳତା ମିଳିଛି । ଏହି ଅଞ୍ଚଳରେ ସିରିଜ ବାଇକ ଚୋରି ଘଟଣାରେ ଦୁଇ ନାବାଳକଙ୍କୁ ପୁଲିସ ଧରିଥିବାବେଳେ ଏମାନଙ୍କ ଠାରୁ ନିୟମିତ ଭାବେ ଚୋରା ଗାଡି କିଣୁଥିବା ଅଭିଯୁକ୍ତ କଟକ ଜିଲ୍ଲା ଆଠଗଡ ଖୁଣ୍ଟକଟା ଅଞ୍ଚଳର ରିଙ୍କୁ ଓରଫ କୃଷ୍ଣ କୁମାର ନାୟକ(୨୧)କୁ ଗିରଫ କରିଛି ।…

Read More

ମାସ୍କ୍ ପାଇଁ ଜୋରିମାନା ରାଶି ବୃଦ୍ଧି ନିଷ୍ପତ୍ତିକୁ ଚାଲେଞ୍ଜ: ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ

ମାସ୍କ୍ ପାଇଁ ଜୋରିମାନା ରାଶି ବୃଦ୍ଧି ନିଷ୍ପତ୍ତିକୁ ଚାଲେଞ୍ଜ: ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ କଟକ (ଏନ୍‌.ଏମ୍‌.): ମାସ୍କ ନପିନ୍ଧିଲେ ଜୋରିମାନା ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିବାବେଳେ ଏଥିରେ ହସ୍ତକ୍ଷେପ ପାଇଁ କୋର୍ଟ ମନା କରିଦେଇଛନ୍ତି । କରୋନା ଭୂତାଣୁ ସଂକ୍ରମଣ ଜନିତ ସ୍ଥିତିରେ ମାସ୍କ ନପିନ୍ଧିଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ପାଇଁ ଧାର‌୍ୟ୍ୟ କରାଯାଇଥିବା ଜୋରିମାନା ରାଶି ବୃଦ୍ଧି ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । ତେବେ…

Read More

୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ: ବୃଦ୍ଧି ପାଇଲା ୫୪ ହଜାର ୯୦୦ ସିଟ

୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ: ବୃଦ୍ଧି ପାଇଲା ୫୪ ହଜାର ୯୦୦ ସିଟ ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ମାସ ଆସନ୍ତା ୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସାମ୍‌ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଡମିସନ୍ ଲାଗି ଆବେଦନ କରିପାରିବେ । କରୋନା ପାଇଁ କୌଣସି ଆଡମିସନ ଫି’ ବୃଦ୍ଧି ହେବ ନାହିଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି…

Read More

ଇନର ହ୍ୱିଲ କ୍ଲବ ପକ୍ଷରୁ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

ଇନର ହ୍ୱିଲ କ୍ଲବ ପକ୍ଷରୁ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ କଟକ(ଏନ୍‌.ଏମ୍‌.): ଇନର ହ୍ୱିଲ କ୍ଲବ ମିଡ଼ ଟାଉନ ପକ୍ଷରୁ ସିଟି ହସ୍ପିଟାଲରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ ହୋଇଯାଇଛି । ସିଟି ହସ୍ପିଟାଲ ପ୍ରସୂତି ବିଭାଗ ନିକଟରେ କ୍ଲବ ସଭାପତି ନମିତା କାନୁନଗୋଙ୍କ ସହଯୋଗରେ ଏହି ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା । ଏହି ପ୍ରକଳ୍ପର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ ଯୋଗଦେଇଥିଲେ…

Read More

ଏସସିବିରେ ରୋଗୀ ଅବହେଳାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଟକ ସୁରକ୍ଷା ମଞ୍ଚ

ଏସସିବିରେ ରୋଗୀ ଅବହେଳାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଟକ ସୁରକ୍ଷା ମଞ୍ଚ କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ (ଏସସିବି)ରେ ଅସହାୟ, ନିରାଶ୍ରୟ ରୋଗୀଙ୍କୁ ସେବା, ଚିକିତ୍ସା ଯୋଗାଇବାରେ ଅବହେଳା ଯୋଗୁଁ ରୋଗୀଙ୍କ ଜୀବନ ବିପଦପୂର୍ଣ୍ଣ ହେବା ସହ ମାନବାଧିକାର କ୍ଷୁର୍ଣ୍ଣ ହେଉଥିବା ମୋ କଟକ ସୁରକ୍ଷା ମଞ୍ଚ ଅଭିଯୋଗ କରିଛି । ଏହି ଘଟଣାରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଅବହେଳା କରିଥିବା ଅଧିକାରୀ, କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ମେଡ଼ିକାଲ…

Read More

କଟକରେ ପୁଲିସକୁ ବଡ଼ ଧରଣର ସଫଳତା: ୧.୧୫୯ କେଜି ବ୍ରାଉନ୍ ସୁଗର ଜବତ, ୬ ଗିରଫ

କଟକରେ ପୁଲିସକୁ ବଡ଼ ଧରଣର ସଫଳତା: ୧.୧୫୯ କେଜି ବ୍ରାଉନ୍ ସୁଗର ଜବତ, ୬ ଗିରଫ କଟକ (ଏନ୍‌. ଏମ୍‌.): କଟକରେ ୧ କେଜି ୧୫୯ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରିବା ନେଇ କମିଶନରେଟ ପୁଲିସକୁ ଏକ ବଡ଼ଧରଣର ସଫଳତା ମିଳିପାରିଛି । ଏହି ବ୍ରାଉନସୁଗର କାରବାରରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ପୁଲିସ ଗିରଫ କରିଛି । ଏ ନେଇ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା…

Read More

୨୫ ନୁହେଁ ୩୦୦ ଲୋକଙ୍କୁ ଅନୁମତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ କ୍ୟାଟରିଂ ବ୍ୟବସାୟୀ

୨୫ ନୁହେଁ ୩୦୦ ଲୋକଙ୍କୁ ଅନୁମତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ କ୍ୟାଟରିଂ ବ୍ୟବସାୟୀ ଭୁବନେଶ୍ୱର(ଏନ୍‌.ଏମ୍‌.): ବିବାହ, ବ୍ରତ ତଥା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପାଇଁ ୨୫ ନୁହେଁ ୩୦୦ ଲୋକଙ୍କୁ ଅନୁମତି ଦେବା ଦାବିରେ ଆଜି କ୍ୟାଟରିଂ ବ୍ୟବସାୟୀ ସଂଘ ଓହ୍ଲାଇଛି ରାଜରାସ୍ତାକୁ । ରାସ୍ତାରେ ହାଣ୍ଡି, ଡେକଚି, କଢ଼େଇ ରଖି ପେଟପାଟଣା ପାଇଁ ରାଜଧାନୀରେ ଚାଲିଛି ଜୋରଦାର ବିକ୍ଷୋଭ ପ୍ରଦର୍ଶନ । ଦୀର୍ଘ ୨ ବର୍ଷ ଧରି ବେକାର ବସିବା ପରେ ଶେଷରେ ସ୍ଥିତି ଅସମ୍ଭାଳ…

Read More

କରୋନା ସଂକ୍ରମଣ ଦୃଷ୍ଟିରୁ ପାର୍ବଣ ଋତୁ ପାଇଁ ରାଜ୍ୟସରକାରଙ୍କ ସ୍ୱତନ୍ତ୍ର ଗାଇଡଲାଇନ ଜାରି

କରୋନା ସଂକ୍ରମଣ ଦୃଷ୍ଟିରୁ ପାର୍ବଣ ଋତୁ ପାଇଁ ରାଜ୍ୟସରକାରଙ୍କ ସ୍ୱତନ୍ତ୍ର ଗାଇଡଲାଇନ ଜାରି ଭୁବନେଶ୍ୱର (ଏନ୍‌.ଏମ୍‌.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାର୍ବଣ ଋତୁ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି କରିଛନ୍ତି । ଆଗକୁ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଆଦି ପଡ଼ୁଥିବା ବେଳେ ସରକାର ବିଭିନ୍ନ କଟକଣା ସହିତ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡ଼ଲାଇନ ମଧ୍ୟରେ : କଟକଣା ସହ ପୂଜା…

Read More

୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ

୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ ସମ୍ବଲପୁର (ଏନ୍‌.ଏମ୍‌.): ସମ୍ବଲପୁରରେ ଜାଲ୍ ନୋଟ କାରବାର ହେଉଥିବା ଘଟଣାର ପୁଲିସ ପର୍ଦ୍ଦାଫାସ କରିଛି । ଆଜି ପୁଲିସ ୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ କରିଛି । ଏହି ଜବତ ନୋଟ ମଧ୍ୟରେ ୬୦୦ଟି ୨ହଜାର ଟଙ୍କିଆ ନୋଟ, ୩୬୨ଟି ୫ଶହ ଟଙ୍କିଆ ନୋଟ ଓ ୪୪ଟି ଶହେ ଟଙ୍କିଆ ନୋଟ ରହିଛି । ଏହି ଜାଲ ନୋଟ କାରବାରରେ…

Read More

ମାଲଗୋଦାମ ଅଞ୍ଚଳରେ ନକଲି ଗୁଟକା କମ୍ପାନିରେ ଚଢ଼ାଉ, ଜଣେ ଅଟକ

ମାଲଗୋଦାମ ଅଞ୍ଚଳରେ ନକଲି ଗୁଟକା କମ୍ପାନିରେ ଚଢ଼ାଉ, ଜଣେ ଅଟକ କଟକ(ଏନ୍‌.ଏମ୍‌.): ନକଲି ସମଗ୍ରୀ ପ୍ରସ୍ତୁତିର ରାଜଧାନୀ ପାଲଟିଛି କଟକ । ବିଭିନ୍ନ ସମୟରେ ନକଲି ସାମଗ୍ରୀ ତିଆରି କାରଖାନା ଉପରେ ଚଢ଼ାଉ କରାଯାଉଥିଲେ ମଧ୍ୟ ଏହାର ମୂଳୋତ୍ପାଟନ ସମ୍ଭବ ହୋଇ ପାରୁନାହିଁ । ଆଜି ପୁଣି କଟକର ମାଲଗୋଦାମ ଅଞ୍ଚଳରୁ ୭ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ନକଲି ଗୁଟୁକା ଜବତ ହେବା ସହ ପ୍ରସ୍ତୁତ ହେଉଥିବା କମ୍ପାନୀକୁ ମଧ୍ୟ ସିଲ କରାଯାଇଛି । କେବଳ ସେତିକି ନୁହେଁ…

Read More

କାଠଯୋଡ଼ି ନଦୀରେ ଭାସି ଜଣେ ନିଖୋଜ ଓ ଅନ୍ୟ ଜଣଙ୍କର ମୃତଦେହ ଉଦ୍ଧାର

କାଠଯୋଡ଼ି ନଦୀରେ ଭାସି ଜଣେ ନିଖୋଜ ଓ ଅନ୍ୟ ଜଣଙ୍କର ମୃତଦେହ ଉଦ୍ଧାର କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ବାରଙ୍ଗ ନିକଟରେ କାଠଯୋଡ଼ି ନଦୀରେ ଭାସି ଯାଇ ୨ ଜଣ ପିଲା ନିଖୋଜ ହୋଇ ଯାଇଛନ୍ତି । ତ୍ରିଶୁଳିଆ ନିକଟ ମୁଣ୍ଡମୁହାଣ ଘାଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଆଜି କାଠଯୋଡ଼ି ନଦୀରେ ଗାଧୋଉ ଥିବାବେଳେ ଗୋଡ଼ ଖସିଯିବାରୁ ୪ ଜଣ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ଭାସି ଯାଇ ଏକ ବୁଦା ମୂଳରେ…

Read More