ଗୋରୁଗାଡ଼ି ଜବତ, ୫ ଗୋରୁ ଉଦ୍ଧାର

ଗୋରୁଗାଡ଼ି ଜବତ, ୫ ଗୋରୁ ଉଦ୍ଧାର ଚୌଦ୍ୱାର(ଏନ୍‌.ଏମ୍‌.): ପ୍ରଶାସନ ପକ୍ଷରୁ ଯେତେ କଟକଣା କରାଗଲେ ମଧ୍ୟ ବେଆଇନ ଗୋ ଚାଲଣ ସମ୍ପୂର୍ଣ୍ଣ ବନ୍ଦ ହୋଇ ପାରୁନାହିଁ । ତେବେ ଆଜି ଚୌଦ୍ୱାର ଥାନା ଅଞ୍ଚଳରେ ବେଆଇନ ଭାବେ ଏକ ଗୋରୁ ବୋଝେଇ ଗାଡ଼ିକୁ ଚୌଦ୍ୱାର ପୁଲିସ ଜବତ କରିବା ସହିତ ସେଥିରେ ଚାଲାଣ ହେଉଥିବା ୫ଟି ଗୋରୁଙ୍କୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ଓଡି ୦୫ ବିଏ ୩୬୯୨ ନମ୍ବର ଯୁକ୍ତ ଏକ ଟାଟା ଏସିଇ…

Read More

ପୁଲିସର ବର୍ବରତା ପ୍ରତିବାଦରେ ଡିଜିପିଙ୍କୁ ସ୍ମାରକପତ୍ର

ପୁଲିସର ବର୍ବରତା ପ୍ରତିବାଦରେ ଡିଜିପିଙ୍କୁ ସ୍ମାରକପତ୍ର କଟକ(ଏନ୍‌.ଏମ୍‌.): ପୁଲିସର ବର୍ବରତା ଓ ଆକ୍ରମଣାତ୍ମକ ନୀତି ପ୍ରତିବାଦରେ ଆଜି ବିଶିଷ୍ଟ ନାଗରିକଙ୍କ ପକ୍ଷରୁ ପୁଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହୋଇଛି । ବିଶେଷ କରି ରାଜକନିକାରେ ପୁଲିସର ଆକ୍ରମଣକୁ ନିନ୍ଦା କରାଯିବା ସହ ଅଧିକାରୀଙ୍କ ଦବଙ୍ଗଗିରିକୁ ଘୋର ବିରୋଧ କରାଯାଇଛି । ଦେଶ ସ୍ୱାଧୀନତା ପାଇବା ପରେ ମଧ୍ୟ ପୁଲିସ ବ୍ରିଟିଶ ଶାସନ ଭଳି ମେରିରାୟ ଚଳାଇଛି । ସେହିଭଳି ଜନ ଆନ୍ଦୋଳନକୁ ଦମନ କରିବାପାଇଁ ପୁଲିସ ବ୍ୟକ୍ତିଗତସ୍ତରକୁ…

Read More

ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଲେ ମହାରାଷ୍ଟ୍ର ସରକାର

ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଲେ ମହାରାଷ୍ଟ୍ର ସରକାର ମୁମ୍ବାଇ (ଏଜେନ୍ସି): ସ୍କୁଲ ଖୋଲିବା କ୍ଷଣି ବିଭିନ୍ନ ରାଜ୍ୟରେ ଛାତ୍ରଛାତ୍ରୀମାନେ କରୋନାରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସ୍କୁଲ ଖୋଲିବା ଉପରେ ନେଇଥିବା ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି । ରାଜ୍ୟର କୋଭିଡ ଟାସ୍କ ଫୋର୍ସର ପରାମର୍ଶକ୍ରମେ ସରକାର ବର୍ତ୍ତମାନ ସ୍ଥିତିରେ ସ୍କୁଲ ଖୋଲିବ ନାହିଁ ବୋଲି କହିଛନ୍ତି । ଅଗଷ୍ଟ ୧୦ତାରିଖରେ ମହାରାଷ୍ଟ୍ର ସରକାର ଅଗଷ୍ଟ…

Read More

ସ୍କ୍ରାପିଂ ନୀତି ଘୋଷଣା କଲେ ପ୍ରଧାନମନ୍ତ୍ରୀ: ରାସ୍ତାରୁ ହଟିବ ପୁରୁଣା ଓ ଅନଫିଟ୍ ଗାଡି

ସ୍କ୍ରାପିଂ ନୀତି ଘୋଷଣା କଲେ ପ୍ରଧାନମନ୍ତ୍ରୀ: ରାସ୍ତାରୁ ହଟିବ ପୁରୁଣା ଓ ଅନଫିଟ୍ ଗାଡି ନୂଆଦିଲ୍ଲୀ (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ସ୍କ୍ରାପିଂ ନୀତିର ଘୋଷଣା କରିଛନ୍ତି । ଏହି ନୀତି ଦେଶର ବିକାଶ ଯାତ୍ରାରେ ଏକ ମାଇଲ ଖୁଣ୍ଟ ହେବ ବୋଲି କୁହାଯାଇଛି । ଏଥିରେ ଯୁବ ବର୍ଗ ଏବଂ ଷ୍ଟ୍ରାର୍ଟଅପ୍ କମ୍ପାନୀ ଯୋଗ ଦେବାକୁ ସେ ଆହ୍ୱାନ କରିଛନ୍ତି । ଗୁଜରାଟରେ ଚାଲିଥିବା ଏକ ଇନଭେଷ୍ଟମେଣ୍ଟ ସମ୍ମିଳନୀରେ ଯୋଗଦେଇ ମୋଦି ଏହା କହିଛନ୍ତି…

Read More

ବାରବାଟୀ-କଟକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ବାରବାଟୀ-କଟକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା କଟକ(ଏନ୍‌.ଏମ୍‌.): ବାରବାଟୀ-କଟକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସ୍ଥାନୀୟ ଓସିଏ ସମ୍ମିଳନୀ କକ୍ଷ ଠାରେ ପୂର୍ବତନ ବିଧାୟକ ତଥା ଫାଓର ସଭାପତି ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ କଟକ ସହରରେ ହେବାକୁ ଥିବା ମଲ୍ଟିପ୍ରପୋଜ ଇଣ୍ଡୋର ଷ୍ଟାଡ଼ିୟମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନ୍ତରିକ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି । ଏଥିରେ ବିଶିଷ୍ଟ କ୍ରୀଡ଼ାବିତ ଭକ୍ତ ବଲ୍ଲଭ ଦାସ, ଅଭିଜିତ ପାଲ, ଦିଲ୍ଲୀପ କୁମାର ସାହୁ, ପୂର୍ବତନ କର୍ପୋରେଟର…

Read More

ଏସସିବି ହେପାଟୋଲୋଜି ବିଭାଗରେ ଲିଫ୍ଟ ଉଦ୍‌ଘାଟନ

ଏସସିବି ହେପାଟୋଲୋଜି ବିଭାଗରେ ଲିଫ୍ଟ ଉଦ୍‌ଘାଟନ କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ (ଏସସିବି)କୁ ବିଶ୍ୱସ୍ତରୀୟ କରିବା ପାଇଁ ଓଡ଼ିଶା ସରକାରଙ୍କ ୫ଟି ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି । ଏଥି ପାଇଁ ମେଡ଼ିକାଲର ବିଭିନ୍ନ ବିଭାଗର ଉନ୍ନତି, ନୂତନ ଯନ୍ତ୍ରପାତି କିଣା ଆଦି ଆରମ୍ଭ ହୋଇଛି । ଉନ୍ନତି ଚିକିତ୍ସାସେବା ଯୋଗାଇଦେବା ନିମନ୍ତେ ରାଜ୍ୟସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଏସସିବିର ହେପାଟୋଲୋଜି (ଲିଭର ବିଭାଗ)ର ନୂତନ…

Read More

ଅପରାଧ ବିଧି ବିଜ୍ଞାନାଗାରର ନୂତନ ଅତ୍ୟାଧୁନିକ ଅଟ୍ଟାଳିକା ଉଦ୍‌ଘାଟିତ

ଅପରାଧ ବିଧି ବିଜ୍ଞାନାଗାରର ନୂତନ ଅତ୍ୟାଧୁନିକ ଅଟ୍ଟାଳିକା ଉଦ୍‌ଘାଟିତ ଭୁବନେଶ୍ୱର(ଏନ୍‌.ଏମ୍‌.): ରସୁଲଗଡରେ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାରର ଏକ ନୂତନ ଅତ୍ୟାଧୁନିକ ଅଟ୍ଟାଳିକା ଉଦ୍‌ଘାଟିତ ହୋଇଯାଇଛି । ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅଟ୍ଟାଳିକାକୁ ଉଦ୍‌ଘାଟନ କରିଥିଲେ । ଏହି ଉତ୍ସବରେ ସି.ଆଇ.ଡି., ସିବି, ଅତିରିକ୍ତ ପୁଲିସ ମହା ନିର୍ଦ୍ଦିଶକ ସଂଜୀବ ପଣ୍ଡା, ରାଜ୍ୟ ଅପରାଧ ନଥି ସଂସ୍ଥାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାରର…

Read More

ରାଜଧାନୀରେ ଯୁବତୀଙ୍କ ଉପରକୁ ଏସିଡ ମାଡ଼

ରାଜଧାନୀରେ ଯୁବତୀଙ୍କ ଉପରକୁ ଏସିଡ ମାଡ଼ ଭୁବନେଶ୍ୱର (ଏନ୍‌.ଏମ୍‌.): ଲଜ୍ଜା ! ଘୋର ଲଜ୍ଜା!! ସମ୍ପ୍ରତି ନାରୀମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ଠାରୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପର୍ଯ୍ୟନ୍ତ ଦୁନ୍ଦୁଭି ବଜାଉଥିବାବେଳେ ନାରୀ ଉପରେ ଚାଲିଥିବା ଅତ୍ୟାଚାରର ବିଷୟ ଗୋଟିଏ ପରେ ଗୋଟିଏ ବଢ଼ିଚାଲିଛି । ସରକାର ଓ ପ୍ରଶାସନର ଶତଚେଷ୍ଠା ସତ୍ତ୍ୱେ ନାରୀ ଆଜି ଅସହାୟ ହୋଇପଡ଼ିଛି । ଯେଉଁ ଦେଶ ନାରୀ ପାଇଁ ସ୍ୱତନ୍ତ୍ର ସମ୍ମାନ ଦେଇ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି…

Read More

କୋଟିଆରେ ଥମୁନି ବିବାଦ: ସୀମା ପାଇଁ ଶିକ୍ଷାକୁ ଆୟୁଧ କରିଛି ଆନ୍ଧ୍ର

କୋଟିଆରେ ଥମୁନି ବିବାଦ: ସୀମା ପାଇଁ ଶିକ୍ଷାକୁ ଆୟୁଧ କରିଛି ଆନ୍ଧ୍ର କୋରାପୁଟ(ଏନ୍‌.ଏମ୍‌.): କୋଟିଆରେ ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଚାଲିଥିବା ବେଳେ ଥମିବାର ନାଁ ଧରୁନି । ସୀମା ବିବାଦ ପରେ ଏବେ ଶିକ୍ଷାରେ ସଂରକ୍ଷଣକୁ ନେଇ ବିବାଦ ଦେଖାଦେଇଛି । କୋଟିଆ ପିଲାଙ୍କ ପାଇଁ ଆନ୍ଧ୍ର ବିଦ୍ୟାଳୟରେ ସ୍ଥାନ ସଂରକ୍ଷଣ ଦାବି କରିଛନ୍ତି ଗଂଜେଇପଦରର ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ବାଚିତ ସରପଞ୍ଚ । ଏନେଇ ସରପଞ୍ଚ ଆନ୍ଧ୍ର ସରକାରଙ୍କୁ ଏକ…

Read More

ମହେନ୍ଦ୍ର କରଙ୍କର ସ୍ମୃତିରେ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି ସଭା

ମହେନ୍ଦ୍ର କରଙ୍କର ସ୍ମୃତିରେ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି ସଭା ନୂଆଦିଲ୍ଲୀ/ ଭୁବନେଶ୍ୱର(ଏନ୍‍.ଏମ୍‍.): ଆମେରିକାରେ ଅବସ୍ଥାପିତ ଲବ୍ଧପ୍ରତିଷ୍ଠ ଆର୍କିଟେକ୍ଟ ସ୍ୱର୍ଗତ ମହେନ୍ଦ୍ର କରଙ୍କର ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଏକ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅନଲାଇନ୍ ଶୋକ ଅଧିବେଶନରେ ସାରା ବିଶ୍ୱର ଶତାଧିକ ସ୍ୱର୍ଗତ କରଙ୍କର ବନ୍ଧୁ, ଶୁଭେଚ୍ଛୁ, ଅନୁଗାମୀ, ପରିବାରବର୍ଗ, ପରିଜନ ଏବଂ ଓଡ଼ିଶା ସୋସାଇଟି ଅଫ୍ ଆମେରିକାଜ୍ (ଓସା)ର କର୍ମକର୍ତ୍ତାମାନେ ଯୋଗଦେଇ ତାଙ୍କର ଅମର ଆତ୍ମାର ଶାନ୍ତି ଓ ସଦଗତି…

Read More

ମହାନଦୀରେ ଚାଲିବ କ୍ରୁଜ୍‌, ୭ ସ୍ଥାନରେ ମିଳିବ ଇକୋ ରିଟ୍ରିଟ ସୁବିଧା

ମହାନଦୀରେ ଚାଲିବ କ୍ରୁଜ୍‌, ୭ ସ୍ଥାନରେ ମିଳିବ ଇକୋ ରିଟ୍ରିଟ ସୁବିଧା ଭୁବନେଶ୍ୱର (ଏନ୍‍.ଏମ୍‍.): ରାଜ୍ୟରେ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି । ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ କରାଯିବା ସହ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ଆଉ ଦୁଇ ପାଦ ଆଗକୁ ବଢ଼ିଛି । ଓଡ଼ିଶାରେ ମଧ୍ୟ ଗୋଆ ଓ କୋଲକତା ଭଳି ନଦୀଭିତ୍ତିକ ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଉଛି । ଏହି…

Read More

ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ : ଚାକିରୀ ସହ ନଗଦ ଆର୍ଥିକ ପୁରସ୍କାର

ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ : ଚାକିରୀ ସହ ନଗଦ ଆର୍ଥିକ ପୁରସ୍କାର ଭୁବନେଶ୍ୱର (ଏନ୍‍.ଏମ୍‍.): ଆଜି ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ ମହିଳା ଓ ପୁରୁଷ ୪ ହକି ତାରକାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ଅଲିମ୍ପିକ୍ସରେ ସଫଳତା ପରେ ୪ ଖେଳାଳି ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା ଓ…

Read More