ବିଧାନସଭା ଭିତରେ ମିଳିଲା ଗୁପ୍ତ ସୁଡ଼ଙ୍ଗ, ଲମ୍ବ ୭ କିଲୋମିଟର୍
ବିଧାନସଭା ଭିତରେ ମିଳିଲା ଗୁପ୍ତ ସୁଡ଼ଙ୍ଗ, ଲମ୍ବ ୭ କିଲୋମିଟର୍ # ନୂଆଦିଲ୍ଲୀ(ଏନ୍.ଏମ୍.): ଦିଲ୍ଲୀ ବିଧାନସଭାରେ ଏକ ରହସ୍ୟମୟ ସୁଡ଼ଙ୍ଗର ସତ୍ତା ମିଳିଛି । ବିଧାନସଭାର ଏକ ପାର୍ଶ୍ୱରୁ ଏହାର ପ୍ରବେଶ ପଥ ଚିହ୍ନଟ ହୋଇଛି । ଏହି ସୁଡଙ୍ଗର ଲମ୍ବ ପ୍ରାୟ ୭ କିଲୋମିଟର୍ ହେବ ବୋଲି କୁହାଯାଉଛି, ଯାହା ଏଠାରୁ ଲାଲକିଲ୍ଲାକୁ ସଂଯୋଗ କରିଥିବା କୁହାଯାଉଛି । ପ୍ରାୟ ୩ ଫୁଟ୍ ଓସାରର ଏହି ସୁଡ଼ଙ୍ଗ ବ୍ରିଟିଶ ସମୟର ବୋଲି ଅନୁମାନ କରାଯାଉଛି ।…
