୨୭ସେପ୍ଟମ୍ବର ଭାରତ ବନ୍ଦକୁ ସଫଳ କରିବାକୁ ଏଆଇଡିଏସ୍ଓର ଆହ୍ୱାନ
୨୭ସେପ୍ଟମ୍ବର ଭାରତ ବନ୍ଦକୁ ସଫଳ କରିବାକୁ ଏଆଇଡିଏସ୍ଓର ଆହ୍ୱାନ କଟକ (ଏନ୍.ଏମ୍.): କର୍ପୋର୍ରେଟ୍ ସ୍ୱାର୍ଥରକ୍ଷାକାରୀ ତଥା ଚାଷୀମାରଣ ୩ଟି କଳା କୃଷି ଆଇନ୍ ଓ ବିଦ୍ୟୁତ୍ (ସଂଶୋଧନ)ବିଲ୍ ୨୦୨୧ ବାତିଲ୍, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସମ୍ମତ କରିବା ଏବଂ ଜାତୀୟ ଶିକ୍ଷାନୀତି ୨୦୨୦କୁ ସମ୍ପୂର୍ଣ୍ଣ ବାତିଲ୍ କରିବା, ରାଜ୍ୟରେ ୧୪,୩୭୯ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ଆଦି ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଡାକରାରେ ୨୭ ସେପ୍େଟମ୍ବର ଭାରତ ବନ୍ଦକୁ…
