ଓବିସିସି ମହାପ୍ରବନ୍ଧକଙ୍କ ନେତାଜୀ ବସ ଟର୍ମିନାଲ ଓ ଏସସିବି ପରିଦର୍ଶନ

ଓବିସିସି ମହାପ୍ରବନ୍ଧକଙ୍କ ନେତାଜୀ ବସ ଟର୍ମିନାଲ ଓ ଏସସିବି ପରିଦର୍ଶନ କଟକ(ଏନ୍‌.ଏମ୍‌.): ଓଡିଶା ସେତୁ ଏବଂ ନିର୍ମାଣ ନିଗମ(ଓବିସିସି)ର ମହାପ୍ରବନ୍ଧକ-୩ ପ୍ରଦୀପ କୁମାର ରଥ ଆଜି ଖାନନଗର ନେତାଜୀ ବସ ଟର୍ମିନାଲ ପ୍ରକଳ୍ପ ଅଞ୍ଚଳକୁ ପରିଦର୍ଶନ କରିଛନ୍ତି । ବସ ଟମିର୍ନାଲରେ ଚାଲିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ମହାପ୍ରବନ୍ଧକଙ୍କ ସମେତ ଓବିସିସିର ଏକ ଟିମ ନିର୍ମାଣ ସ୍ଥଳୀରେ ଥିବା ପାଇଲଗୁଡିକର ପ୍ରସ୍ତୁତତା ଯାଞ୍ଚ କରିଥିଲା । ଅନ୍ୟପକ୍ଷରରେ ରାଜ୍ୟସ୍ତରୀୟ ଆପ୍ରେଜାଲ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ…

Read More

ସିଏମସିର ନିଷ୍ପତ୍ତି: ଏଣିକି ଶଯ୍ୟାଶାୟୀଙ୍କୁ ଘରେ ଦିଆଯିବ କରୋନା ଟିକା, ଜାରି ହେଲା ନିଶୁଳ୍କ ନମ୍ବର

ସିଏମସିର ନିଷ୍ପତ୍ତି: ଏଣିକି ଶଯ୍ୟାଶାୟୀଙ୍କୁ ଘରେ ଦିଆଯିବ କରୋନା ଟିକା, ଜାରି ହେଲା ନିଶୁଳ୍କ ନମ୍ବର କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଶଯ୍ୟାଶାୟୀଙ୍କୁ ଘରେ କରୋନା ଟିକା ପ୍ରଦାନ କରାଯିବ । ଯେଉଁମାନେ ବାର୍ଦ୍ଧକ୍ୟଜନିତ କିମ୍ବା କୌଣସି କାରଣବଶତଃ ଶଯ୍ୟାଶାୟୀ ଥିବେ ସେମାନେ ନିଗମ ପକ୍ଷରୁ ଜାରି କରାଯାଇଥିବା ନିଃଶୁଳ୍କ ନମ୍ବରରେ ଯୋଗାଯୋଗ କରିବା ପରେ ନିଗମ ପକ୍ଷରୁ ସେମାନଙ୍କ ଘରେ ଟିକା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ଏଥିପାଇଁ ନିଗମର ଭ୍ରାମ୍ୟମାଣ…

Read More

କୟଳପଡା ଗ୍ରାମ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ଓ ମଧୁସୂଦନ ପାର୍କ ଉଦ୍‌ଘାଟନ

କୟଳପଡା ଗ୍ରାମ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ଓ ମଧୁସୂଦନ ପାର୍କ ଉଦ୍‌ଘାଟନ ଚୌଦ୍ୱାର(ଏନ୍‌.ଏମ୍‌.): କୟଳପଡା ଗ୍ରାମ ପଞ୍ଚାୟତରେ କୟଳପଡା ଠାରେ ୩୫ଲକ୍ଷ ଟଙ୍କା ବ୍ୟୟରେ କଲ୍ୟାଣ ମଣ୍ଡପ ଓ ୧୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ମଧୁସୂଦନ ପାର୍କ ଅପରାହ୍ନ ୩ଘଟିକା ସମୟରେ ଉଦ୍‌ଘାଟିତ ହୋଇଯାଇଛି । ଚୌଦ୍ୱାର-କଟକର ମାନ୍ୟବର ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ସଭାପତିତ୍ୱରେ ଏହି ଉତ୍ସବରେ ଉଦ୍‌ଘାଟକ ଭାବେ ପୂର୍ବତନ ମନ୍ତ୍ରୀ ତଥା ବଡମାର ମାନ୍ୟବର ବିଧାୟକ ଦେବୀପ୍ରସାଦ ମିଶ୍ର ଯୋଗ ଦେଇ ତାଙ୍କ…

Read More

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନୂଆଁଖାଇ ଭେଟଘାଟ

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନୂଆଁଖାଇ ଭେଟଘାଟ #ବଲାଙ୍ଗୀର(ଏନ୍‌.ଏମ୍‌.): ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ଅନ୍ତର୍ଗତ କପାଣି ବସ ଷ୍ଟେସନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନ କ୍ରମେ ବେଲପଡା ବ୍ଲକ ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ ଅନୁଷ୍ଠାନ ହୋଇଯାଇଛି । ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରୁ ଦେବାଦେବୀ ପୂଜାର୍ଚ୍ଚନା ପରେ ସଶସ୍ତ୍ର ଆଦିବାସୀମାନେ ଡକା ବାଦ୍ୟ ତାଳେ ତାଳେ ନାଚି ନାଚି ହଜାର ସଂଖ୍ୟାରେ ଆଦିବାସୀମାନେ ଗାଁ ପରିକ୍ରମା କରି ସଭାସ୍ଥଳକୁ ପହଞ୍ଚିଥିଲେ ।…

Read More

ସିରିଜ୍ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ, ଚାଳକ ଅଟକ

ସିରିଜ୍ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ, ଚାଳକ ଅଟକ #କଟକ (ଏନ୍‌.ଏମ୍‌.): ତିନୋଟି ସ୍ଥାନରେ ସିରିଜ୍ ଦୁର୍ଘଟଣା ଘଟାଇଥିବା ଏକ ଟ୍ରକକୁ ଲୋକେ ଅଟକାଇବା ସହିତ ଚାଳକକୁ ବିଡାନାସୀ ପୁଲିସ ଜିମା ଦେଇଛନ୍ତି । ତେବେ ଏହି ସିରିଜ୍ ଦୁର୍ଘଟଣାରେ ଗୋଟିଏ ମଟର ସାଇକେଲ୍ ଓ ଏକ କାର୍ ଭାଙ୍ଗିରୁଜି ଯାଇଛି । ତେବେ ସୌଭାଗ୍ୟକ୍ରମେ ଏହି ଘଟଣାରେ କେହି ମୃତାହତ ହୋଇନାହନ୍ତି । ପୁଲିସ ସୁତ୍ରରୁ ପ୍ରକାଶ ଯେ ଆଜି ସଂନ୍ଧ୍ୟାରେ ଧବଳେଶ୍ୱର ନିକଟରେ (ଓଆର୍‌-୦୫-ଆର୍‌-୯୦୧୫)ନମ୍ବର…

Read More

ଜିଲ୍ଲା ଲୋକ ସଂସ୍କୃତି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା

ଜିଲ୍ଲା ଲୋକ ସଂସ୍କୃତି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା #କଟକ(ଏନ୍‌.ଏମ୍‌.): ଜିଲ୍ଲା ପ୍ରଶାସନ କଟକ ଓ ଜିଲ୍ଲା କଳା ସଂସ୍କୃତି ସଂଘ କଟକ ପକ୍ଷରୁ ସ୍ୱରାଜ ଆଶ୍ରମ ପରିସରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶ ଅନୁଯାୟୀ କଟକ ଜିଲ୍ଲାର ବିଭିନ୍ନ ବ୍ଲକରୁ ବାରଗୋଟି ଲୋକକଳା ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଘଣ୍ଟ ନୃତ୍ୟ, ଲଉଡି, ସଂକୀର୍ତ୍ତନ,…

Read More

କଟକରେ ପୁଣି ଅଘଟଣ: ବାଦାମବାଡ଼ିରେ ଫାଟିଲା ପାଣି ପାଇପ

କଟକରେ ପୁଣି ଅଘଟଣ: ବାଦାମବାଡ଼ିରେ ଫାଟିଲା ପାଣି ପାଇପ #କଟକ(ଏନ୍‌.ଏମ୍‌.): ସମ୍ପ୍ରତି କଟକ ସହରରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି । ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ସହରବାସୀ । ଗତ ବୁଧବାରଦିନ ସିଏମସି ଅନ୍ତର୍ଗତ ରାଜାବଗିଚା ଅଞ୍ଚଳରେ ଜନସ୍ୱାସ୍ଥ୍ୟ ବିଭାଗର ପାଣି ଫାଇପ ହଠାତ ଫାଟି ଯିବା ଯୋଗୁଁ ଜଳ ଫୁଆରର ଭ୍ରମ ସୃଷ୍ଟି ହୋଇଥିବାବେଳେ ଆଜି ସଂଧ୍ୟାବେଳେ ବାଦାମବାଡ଼ି ଟ୍ରାଫିକ ଛକରେ ଅନୁରୂପ ଘଟଣା ଘଟିଛି ।…

Read More

ସନ୍ଦେହ ଜନକ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତହେହ ଉଦ୍ଧାର

ସନ୍ଦେହ ଜନକ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତହେହ ଉଦ୍ଧାର #ଭୁବନେଶ୍ୱର (ଏନ୍‌.ଏମ୍‌.): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗ(ଗୁଡ଼ୁ)ଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁର ଏକ ପୋଖରୀରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି । ଗତ କାଲି ରାତିରୁ ଅନୁରାଗ ନିଖୋଜ ଥିଲେ । କିନ୍ତୁ ଆଜି ତାଙ୍କର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ସାମ୍ବାଦିକ ଶ୍ରୀ ଦାସଙ୍କ ପୁଅର ମୃତ୍ୟୁ…

Read More

ଘରୋଇ ଫାଇନାସ୍ ଅଫିସରୁ ଲୁଟ ଘଟଣାରେ ୩ ଗିରଫ: ଚୋରି ଟଙ୍କା ଜବତ

ଘରୋଇ ଫାଇନାସ୍ ଅଫିସରୁ ଲୁଟ ଘଟଣାରେ ୩ ଗିରଫ: ଚୋରି ଟଙ୍କା ଜବତ ଚୌଦ୍ୱାର(ଏନ୍‌.ଏମ୍‌.): କମିଶନରେଟ ପୁଲିସ ଏକ ଫାଇନାନ୍ସ ସଂସ୍ଥାରୁ ଲକ୍ଷାଧିକ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଦାଫାସ କରିଛି । ସୂଚନା ଅନୁଯାୟୀ ଚୌଦ୍ୱାର ପୌରପାଳିକା ଅଞ୍ଚଳରେ ଭାରତ ଫାଇନାସ ନାମକ ଏକ ସଂସ୍ଥା ରହିଥିବାବେଳେ ସେହି ସଂସ୍ଥା କାର୍ଯ୍ୟାଳୟରୁ ଟଙ୍କା ଲୁଟ ହୋଇଥିବା ନେଇ ଚୌଦ୍ୱାର ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ଚଳାଇଥିଲା…

Read More

‘୧୧ରୁ ନାଇଟ୍ କର୍ଫ୍ୟୁ, ପୁଲିସ୍ ସ୍କାନରରେ ରହିବେ ଅପରାଧୀ’

‘୧୧ରୁ ନାଇଟ୍ କର୍ଫ୍ୟୁ, ପୁଲିସ୍ ସ୍କାନରରେ ରହିବେ ଅପରାଧୀ’ ଭୁବନେଶ୍ୱର(ଏନ୍‌.ଏମ୍‌.): ପାର୍ବଣ ଆରମ୍ଭ ହୋଇ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ବି ବଢ଼ିବାରେ ଲାଗୁଛି । ଏପରି ସମୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଅଧିକ ସମ୍ଭାବନା ରହିଛି । ତେଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । କରୋନା କମାଇବାକୁ ଆସନ୍ତା ୧୧ ତାରିଖରୁ ଦ୍ୱୈତନଗରୀରେ ଲାଗୁ ହେବ ନାଇଟ କର୍ଫ୍ୟୁ…

Read More

ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର

ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର କଟକ(ଏନ୍‌.ଏମ୍‌.): ଭିଜିଲାନ୍ସ ଜାଲରେ ଜଳ ସଂପଦ ବିଭାଗର ସୁପରିଟେଣ୍ଡଣ୍ଟ ଇଞ୍ଜିନିୟର ପଡ଼ିଯାଇଛନ୍ତି । ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡଣ୍ଟ ଇଂ.ବିଧାନଚନ୍ଦ୍ର ସାହୁ କେନ୍ଦୁଝରରୁ କଟକ ନିଜ ବାସଭବନକୁ ଯିବା ସମୟରେ ଅନୈତିକ ଉପାୟରେ ଅର୍ଥ ରୋଜଗାର କରିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏ ନେଇ ଭିଜିଲାନ୍ସକୁ ଏକ ବଡ଼ ସଫଳତା ମିଳିଛି । ସୂଚନା ଅନୁଯାୟୀ, ଯାଜପୁର ଏନସି କଲେଜ ନିକଟରେ ଇଂ….

Read More

କଟକ ସିଟି ହସ୍ପିଟାଲର ଉନ୍ନତିକରଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

କଟକ ସିଟି ହସ୍ପିଟାଲର ଉନ୍ନତିକରଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ #କଟକ(ଏନ୍‌.ଏମ୍‌.): କଟକ ସହରବାସୀଙ୍କୁ ତତ୍‌କ୍ଷଣାତ୍ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ସରକାର ଓ ପ୍ରଶାସନିକସ୍ତରରେ ଉଦ୍ୟମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି କଟକ ସିଟି ହସ୍ପିଟାଲରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । କଟକ ଲୋକ ସଭା ସାଂସଦ ଭର୍ତ୍ତୃହରି ମହତାବ, ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, କଟକ ଜିଲ୍ଲା ମୁଖ୍ୟ…

Read More