ବହିଷ୍କୃତ କନଷ୍ଟେବଲ୍ ପ୍ରସନ୍ନ ବେହେରାଙ୍କ ଫିଟୁଛି ଗୁମର: ଭିଜିଲାନ୍ସ ଚଢ଼ାଉ ପକ୍ଷରୁ ଚଢ଼ାଉ
ବହିଷ୍କୃତ କନଷ୍ଟେବଲ୍ ପ୍ରସନ୍ନ ବେହେରାଙ୍କ ଫିଟୁଛି ଗୁମର: ଭିଜିଲାନ୍ସ ଚଢ଼ାଉ ପକ୍ଷରୁ ଚଢ଼ାଉ ଭୁବନେଶ୍ୱର (ଏନ୍.ଏମ୍.): ଗିରଫ ହେବା ପରେ ଚାକିରିରୁ ବହିଷ୍କୃତ ହୋଇଥିବା କନଷ୍ଟେବଲ୍ ପ୍ରସନ୍ନ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ତାଙ୍କ ଘର ସମେତ ମୋଟ ୫ଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ୍ ଏକ ସଙ୍ଗେ ଚଢ଼ାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ପ୍ରସନ୍ନଙ୍କ କଳ୍ପନା ସ୍ଥିତ ବାସଭବନ, ଡୁମଡୁମା ସ୍ଥିତ ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁରର ଶାନ୍ତିବିହାର…
