ଏଥର ଦୀପାବଳିରେ ଗ୍ରୀନ କ୍ରାକର ଫୁଟାଇବାକୁ ହାଇକୋର୍ଟରୁ ମିଳିଲା ଅନୁମତି
ଏଥର ଦୀପାବଳିରେ ଗ୍ରୀନ କ୍ରାକର ଫୁଟାଇବାକୁ ହାଇକୋର୍ଟରୁ ମିଳିଲା ଅନୁମତି କଟକ(ଏନ୍.ଏମ୍.): ଏଥର ଦୀପାବଳିରେ ଗ୍ରୀନ୍ କ୍ରାକର ବାଣ ଫୁଟାଇବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଚଳିତ ବର୍ଷ କରୋନା ସଂକ୍ରମଣର ଆଶଙ୍କା ରହିଥିବା ଯୋଗୁଁ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଲାଗୁ କରାଯାଇଛି । ଏହି ପରିପ୍ରେକ୍ଷୀରେ ଦୀପାବଳୀ ପାଳନ ଉପରେ ମଧ୍ୟ କଟକଣା ଜାରି କରାଯାଇଥିଲା । ବାଣ ଫୁଟାଇବା ଉପରେ ପ୍ରଶାସନ ଅଙ୍କୁଶ ଲଗାଇଥିବାବେଳେ ହାଇକୋର୍ଟ ଏଥିରେ କିଛି କୋହଳ…
