ଧବଳେଶ୍ୱରଙ୍କ ମାହାତ୍ମା ଓ ବାବାଙ୍କର ଗଜଭୋଗ
ଧବଳେଶ୍ୱରଙ୍କ ମାହାତ୍ମା ଓ ବାବାଙ୍କର ଗଜଭୋଗ କଟକ(ଏନ୍.ଏମ୍.): କଟକ ଜିଲ୍ଲା ଆଠଗଡରେ ପୂଜାପାଅନ୍ତି ପ୍ରଭୁ ଧବଳେଶ୍ୱର । ଆମ ରାଜ୍ୟରେ ଅନେକ ଶୈବ ପୀଠ ଅଛି କିନ୍ତୁ ଓଡିଶାର ଏକ ପ୍ରମୁଖ ଶୌବ ପୀଠ ହେଉଛି ଧବଳେଶ୍ୱର ପୀଠ । ଚଳିତ ବର୍ଷ କୋଭିଡ-୧୯ କଟକଣା ପାଇଁ ଧବଳେଶ୍ୱରରେ ପ୍ରଶାସନ ୧୪୪ ଧାରା ଜାରିକରିଛି ।ଗତ ବର୍ଷ ଓ ଚଳିତ ବର୍ଷ ଏହିି ଦୁଇ ବର୍ଷରେ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରିପାରୁ ନାହାଁନ୍ତି । ଏହି ନିୟମ…
