ଓଡ଼ିଶାରେ ‘ଓମିକ୍ରନ’ ୨ ଆକ୍ରାନ୍ତ ଚିହ୍ନଟ ପରେ ଆତଙ୍କିତ ରାଜ୍ୟବାସୀ
ଓଡ଼ିଶାରେ ‘ଓମିକ୍ରନ’ ୨ ଆକ୍ରାନ୍ତ ଚିହ୍ନଟ ପରେ ଆତଙ୍କିତ ରାଜ୍ୟବାସୀ ଲାଗିପାରେ କଠୋର କଟକଣା ଭୁବନେଶ୍ୱର (ଏନ୍.ଏମ୍.): ଓଡ଼ିଶାରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ଓଡ଼ିଶାରେ ପ୍ରଥମ କରି ୨ଜଣ ଲୋକଙ୍କ ଠାରେ ଓମିକ୍ରମ ଭୂତାଣୁ ଚିହ୍ନଟ ହୋଇଛନ୍ତି । ସେମାନେ ବିଦେଶରୁ ଫେରିଥିବା ବେଳେ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ୨ଜଣଙ୍କ ଜିନୋମ୍ ସିକ୍ୱେନ୍ସିଂରୁ ଓମିକ୍ରନ୍ ଭୂତାଣୁ ଚିହ୍ନଟ…
