ଧନଞ୍ଜୟ ହେଲେ କୋଣାର୍କ ପ୍ରେସ କ୍ଲବ ସଭାପତି
ଧନଞ୍ଜୟ ହେଲେ କୋଣାର୍କ ପ୍ରେସ କ୍ଲବ ସଭାପତି କୋଣାର୍କ(ଏନ୍.ଏମ୍.): କୋଣାର୍କ ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ କୋଣାର୍କ ସ୍ଥିତ ମଙ୍ଗୁଳେଶ୍ୱର ମହାଦେବଙ୍କ ପୀଠରେ ସମସ୍ତ ସାମ୍ବାଦିକଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ସମସ୍ତ ସଭ୍ୟଙ୍କ ସର୍ବ ସମ୍ମତି କ୍ରମେ କୋଣାର୍କ ସମାଜ ପ୍ରତିନିଧି ଧନଞ୍ଜୟ ବେହେରାଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି । ସେହିପରି ବିଶ୍ୱଜିତ ରାଉତରାୟ ଉପସଭାପତି, ବିଚିତ୍ର ଓଝା ସମ୍ପାଦକ,…
