ଚୌଦ୍ୱାର ଆଗ୍ରାହାଟରେ ହାତୀ ଆତଙ୍କ
ଚୌଦ୍ୱାର ଆଗ୍ରାହାଟରେ ହାତୀ ଆତଙ୍କ ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଆଗ୍ରାହାଟ ପଞ୍ଚାୟତର କୁଜିବର ଗ୍ରାମ ସ୍ଥିତ ଭରାଣ୍ଡି ହୁଡ଼ାରେ ଦୁଇଟି ଦନ୍ତାହାତୀ ଆତଙ୍କ ଖେଳାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଓଟିଏମ୍ କଲୋନୀ ଠାରୁ ଯାଜଭୈରବ ନୂଆଗାଁ ଦେଇ କୁଜିବରକୁ ଲାଗିଥିବା ଏହି ରାସ୍ତାରେ ଦୈନିକ ବହୁ ଯାତ୍ରୀ ଯିବା ଆସିବା କରୁଥିବାବେଳେ ହାତୀର ଉପସ୍ଥିତି ଯୋଗୁଁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ପ୍ରତି ବର୍ଷ ଏହି ଅଞ୍ଚଳକୁ…
