ନୌବାଣିଜ୍ୟ ସଂଗ୍ରହାଳୟରେ ଲାଗୁ ହେଲା ଇ-ଟିକେଟ ବ୍ୟବସ୍ଥା: ରକ୍ଷଣାବେକ୍ଷଣ ପାଇଁ ଅର୍ଥାଭାବ ଯୋଗୁ ବଢିଲା ଟିକେଟ୍ ଦର
ନୌବାଣିଜ୍ୟ ସଂଗ୍ରହାଳୟରେ ଲାଗୁ ହେଲା ଇ-ଟିକେଟ ବ୍ୟବସ୍ଥା: ରକ୍ଷଣାବେକ୍ଷଣ ପାଇଁ ଅର୍ଥାଭାବ ଯୋଗୁ ବଢିଲା ଟିକେଟ୍ ଦର କଟକ(ଏନ.ଏମ୍.): କଟକ ସହରର ଯୋବ୍ରାଠାରେ ପ୍ରତିଷ୍ଠିତ ହୋଇଥିବା ଐତିହାସିକ ନୌବାଣିଜ୍ୟ ସଂଗ୍ରହାଳୟର ପ୍ରବେଶ ମୂଲ୍ୟ ଆଜିଠୁ ବୃଦ୍ଧି ପାଇଛି । ଏଥିସହିତ ସଂଗ୍ରହାଳୟର ପରିଚାଳନା କମିଟି ପକ୍ଷରୁ ଭ୍ରମଣକାରୀଙ୍କ ସୁବିଧା ସୁଯୋଗ ପାଇଁ ଇ-ଟିକେଟ୍ ବ୍ୟବସ୍ଥା ପ୍ରଚଳନ ଆରମ୍ଭ ହୋଇଛି । ବ୍ରିଟିଶ ଅମଳର ଏହି ଯୋବ୍ରା ୱାର୍କସପ୍ଟିକୁ ଗତ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ମ୍ୟାରିଟାଇମ ମ୍ୟୁଜିୟମ…
