ପୌର ନିର୍ବାଚନ ପ୍ରଚାର ଶେଷ: ଦୁଲୁକିଲା ସହର ବଜାର
ପୌର ନିର୍ବାଚନ ପ୍ରଚାର ଶେଷ: ଦୁଲୁକିଲା ସହର ବଜାର ଜଗତପୁର ୪୮ନମ୍ବର ୱାର୍ଡରେ ବିଜେପି, ବିଜେଡି ଓ ସ୍ୱାଧୀନ ପ୍ରାର୍ଥିନୀଙ୍କ ନିର୍ବାଚନ ରାଲି କଟକ/ଜଗତପୁର(ଏନ୍.ଏମ୍.): ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀଙ୍କ ପ୍ରଚାର ଶେଷ ହୋଇଛି । ଏହି ପରିପ୍ରେକ୍ଷୀରେ ଶେଷ ପ୍ରଚାରକୁ ପ୍ରାର୍ଥୀମାନେ ଅଧିକ ଗୁରୁତ୍ୱ ଦେଇ ଶକ୍ତିପ୍ରଦର୍ଶନ କରିଛନ୍ତି । ପ୍ରଚାର ସଂଗୀତ ସାଙ୍ଗକୁ ପ୍ରାର୍ଥୀମାନେ ସମର୍ଥକଙ୍କୁ ଧରି ବିଶାଳ ଶୋଭାଯାତ୍ରା ନିର୍ବାଚନୀ ପ୍ରଚାରକୁ ଅଧିକ ସରଗରମ କରିଥିଲା । ଆଜି ପ୍ରଚାର ଶେଷ…
