କାମରେ ଲାଗୁନି ବସୁଧା ଯୋଜନା : ଗୁଜରପୁର ପଞ୍ଚାୟତରେ ଜଳକଷ୍ଟ ସମସ୍ୟା

କାମରେ ଲାଗୁନି ବସୁଧା ଯୋଜନା : ଗୁଜରପୁର ପଞ୍ଚାୟତରେ ଜଳକଷ୍ଟ ସମସ୍ୟା କଟକ(ଏନ୍‌.ଏମ୍‌.): ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କାର ଅର୍ଥ ବିନିଯୋଗ କରୁଥିବାବେଳେ ଏ ସବୁ ଜନସାଧାରଣଙ୍କ କାମରେ ଲାଗୁନଥିବା ଅଭିଯୋଗ ହୋଇଛି । ଏପରିକି ବ୍ଲକସ୍ତରରେ ବିଭିନ୍ନ ପଞ୍ଚାୟତ ଗୁଡିକରେ ବସୁଧା ଯୋଜନା ମାଧ୍ୟମରେ ଉଚ୍ଚ ସମ୍ପନ୍ନ ପାନୀୟ ଜଳ ଟାଙ୍କି ନିର୍ମାଣ କରାଯାଇଛି । କିନ୍ତୁ ପାନୀୟ ଜଳ ବିଭାଗୀୟ ଅଧିକାରୀଙ୍କ…

Read More

ଓପୋ ମୋବାଇଲ କମ୍ପାନୀକୁ ବିରୋଧ କରି ବିକ୍ଷୋଭ

ଓପୋ ମୋବାଇଲ କମ୍ପାନୀକୁ ବିରୋଧ କରି ବିକ୍ଷୋଭ କଟକ(ଏନ୍‌.ଏମ୍‌.): ଅଲ୍ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ୍ ପକ୍ଷରୁ ଓପୋ କମ୍ପାନୀକୁ ବିରୋଧ କରି କଟକରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବାଦାମବାଡ଼ି ଭରତିଆ ଟାୱାର ସାମ୍ନାରେ କଟକ ମୋବାଇଲ ରିଟେଲରମାନେ ବ୍ୟାନର ଧରି ପ୍ରତିବାଦ କରିଥିଲେ । ପ୍ରତିବାଦକାରୀଙ୍କ ଅଭିଯୋଗ ଅନୁଯାୟୀ, ଓପୋ ମୋବାଇଲ ନିର୍ମାତା କମ୍ପାନୀ ନୂଆ କରି ଏବେ ବଜାରକୁ ଛାଡିଥିବା କେ ସିରିଜ୍ ହ୍ୟାଣ୍ଡସେଟ୍ କେବଳ ଅନଲାଇନ୍‌ରେ ଉପଲବ୍ଧ…

Read More

ବିଶ୍ୱ ଯୋଗ ଦିବସର କାଉଣ୍ଟଡାଉନ: ସୂର୍ଯ୍ୟମନ୍ଦିର ସମ୍ମୁଖରେ ଯୋଗାଭ୍ୟାସ

ବିଶ୍ୱ ଯୋଗ ଦିବସର କାଉଣ୍ଟଡାଉନ: ସୂର୍ଯ୍ୟମନ୍ଦିର ସମ୍ମୁଖରେ ଯୋଗାଭ୍ୟାସ କୋଣାର୍କ(ଏନ୍‌.ଏମ୍‌.): ଆସନ୍ତା ଜୁନ୍ ୨୧ ତାରିଖ ବିଶ୍ୱ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ଡାକ ବିଭାଗ ପୁରୀ ମଣ୍ଡଳ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ଏହି ଅବସରରେ ଡାକ ବିଭାଗ ପକ୍ଷରୁ ପୂର୍ବାହ୍ନରେ ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପାଳିତ ହୋଇଯାଇଛି କାଉଣ୍ଟଡାଉନ ଡେ ଯୋଗାଭ୍ୟାସ । ନୂଆଦିଲ୍ଲୀରୁ କାଉଣ୍ଟ ଡାଉନ ଡେ ଯୋଗାଭ୍ୟାସର ସିଧାପ୍ରସାରଣକୁ ଦେଖି…

Read More

ରାଜ୍ୟସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ: ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆର ପ୍ରକୋପ ହ୍ରାସ କରି ଜୀବନରକ୍ଷା କରିବା

ରାଜ୍ୟସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ: ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆର ପ୍ରକୋପ ହ୍ରାସ କରି ଜୀବନରକ୍ଷା କରିବା ଭୁବନେଶ୍ୱର(ଏନ୍‌.ଏମ୍‌.): ୨୦୩୦ ମସିହା ସୁଦ୍ଧା ଦେଶକୁ ମ୍ୟାଲେରିଆ ମୁକ୍ତ କରିବା ଲକ୍ଷ୍ୟକୁ ସାକାର କରିବା ପାଇଁ ଆମ ରାଜ୍ୟରେ ମ୍ୟାଲେରିଆ ରୋଗର ପ୍ରକୋପ, ରୋଗର ଗତିବିଧି, ନିରାକରଣ ପନ୍ଥା ଓ ଅନ୍ତର୍ବିଭାଗୀୟ ସହଭାଗିତା ଆଦି ସମ୍ପର୍କରେ ତର୍ଜମା କରିବା ପାଇଁ ଆଜି ସମୟ ଆସିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ପ୍ରକାଶ…

Read More

ରାଜ୍ୟରେ ମଡେଲ ମଣ୍ଡି ନିର୍ମାଣ କରାଯିବ, ଚାଷୀମାନେ ସୁବିଧାରେ କୃଷିଜାତ ଦ୍ରବ୍ୟ ବିକ୍ରି କରିପାରିବେ- ଯୋଗାଣ ମନ୍ତ୍ରୀ

ରାଜ୍ୟରେ ମଡେଲ ମଣ୍ଡି ନିର୍ମାଣ କରାଯିବ, ଚାଷୀମାନେ ସୁବିଧାରେ କୃଷିଜାତ ଦ୍ରବ୍ୟ ବିକ୍ରି କରିପାରିବେ- ଯୋଗାଣ ମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ୫୨ଟି ମଡେଲ ମଣ୍ଡି ନିର୍ମାଣ କରାଯିବ ପ୍ୟାକ୍ସ/ଲ୍ୟାମ୍ପସ୍‌ରେ ପ୍ରଥମ ପର୍ଯ୍ୟାୟରେ ୧୨୮ଟି ବହୁମୁଖୀ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ଭୁବନେଶ୍ୱର(ଏନ.ଏମ୍‌.): କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ସେମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ସୁବିଧାରେ ବିକ୍ରିବଟାକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଖରିଫ ଓ ରବିଧାନ…

Read More

୪୦ ଡିଗ୍ରୀ ଉପରେ ତାତି: ସିଏମସି ପକ୍ଷରୁ ଜଳଛତ୍ର ଖୋଲିବ କେବେ?

୪୦ ଡିଗ୍ରୀ ଉପରେ ତାତି: ସିଏମସି ପକ୍ଷରୁ ଜଳଛତ୍ର ଖୋଲିବ କେବେ? କଟକ(ଏନ୍‌.ଏମ୍‌.): କଟକ ସହର ତଥା ଜିଲ୍ଲାରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ପ୍ରାୟ ୪୦ଡିଗ୍ରୀ ଉପରେ ତାପମାତ୍ରା ଅନୁଭୂତ ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି । ତେବେ ଜିଲ୍ଲାପ୍ରଶାସନ ପକ୍ଷରୁ ଗ୍ରୀଷ୍ମତାପ ମୁକାବିଲା ନେଇ ହୋଇଥିବା ବୈଠକରେ ଜିଲ୍ଲାପାଳ ନିରବଚ୍ଛିନ୍ନ ବିଦ୍ୟୁତ ସେବା, ଜଳ ଯୋଗାଣ, ବିଭିନ୍ନ ସ୍ଥାନରେ ଜଳଛତ୍ର କେନ୍ଦ୍ର ପ୍ରତିଷ୍ଠା, ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ…

Read More

ବିଦ୍ୟୁତ ସମସ୍ୟାକୁ ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ବିଦ୍ୟୁତ ସମସ୍ୟାକୁ ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଜଗତପୁର(ଏନ୍‌.ଏମ୍‌.): ସମ୍ପ୍ରତି କଟକ ଜିଲ୍ଲା ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବିଦ୍ୟୁତ ବିଭାଗର ବେପରୁଆ ତଥା ଶୋଷଣ ନୀତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଘରୋଇ ସଂସ୍ଥାମାନଙ୍କ ହାତରେ ରାଷ୍ଟ୍ରାୟତ ସଂସ୍ଥାଗୁଡ଼ିକୁ ଟେକି ଦେଇ ସରକାର ପରୋକ୍ଷରେ ଜନସାଧାରଣଙ୍କୁ ଶୋଷଣ କରୁଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ଏବେ ଟାଟା ପାୱାର ବିଦ୍ୟୁତ ବଣ୍ଟନ ଦାୟିତ୍ୱ ନେଇଥିବାବେଳେ ମନଇଚ୍ଛା…

Read More

ଜମି ଚିହ୍ନଟରେ ଅଟକି ଯାଇଛି ଅଙ୍ଗନୱାଡ଼ି କେନ୍ଦ୍ର ; ନିମପୁର ନୂତନ ବସ୍ତିରେ ଶିଶୁଙ୍କ ଶିକ୍ଷାସେବା ବିପର୍ଯ୍ୟସ୍ତ : ଗୋଷ୍ଠୀକେନ୍ଦ୍ରରେ ଗଢାଯାଉଛି ଭବିଷ୍ୟତ

ଜମି ଚିହ୍ନଟରେ ଅଟକି ଯାଇଛି ଅଙ୍ଗନୱାଡ଼ି କେନ୍ଦ୍ର ନିମପୁର ନୂତନ ବସ୍ତିରେ ଶିଶୁଙ୍କ ଶିକ୍ଷାସେବା ବିପର୍ଯ୍ୟସ୍ତ : ଗୋଷ୍ଠୀକେନ୍ଦ୍ରରେ ଗଢାଯାଉଛି ଭବିଷ୍ୟତ ଜଗତପୁର(ଏନ୍‌.ଏମ୍‌.): ସରକାର ମହିଳା ଓ ଶିଶୁମାନଙ୍କ ସାମଗ୍ରିକ ବିକାଶ ଯୋଜନା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ବିଶେଷ କରି ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ଶିଶୁମାନଙ୍କ ଯତ୍ନ ପାଇଁ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅତି ପ୍ରଶଂସନୀୟ । ମାତ୍ର ବିଭାଗୀୟ ଅଧିକାରୀଙ୍କ…

Read More

ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଗ୍ରୀଷ୍ଣକାଳୀନ ସହାୟତା: ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀଙ୍କୁ ପ୍ରସୂତିକାଳୀନ ଛୁଟି

ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଗ୍ରୀଷ୍ଣକାଳୀନ ସହାୟତା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀଙ୍କୁ ପ୍ରସୂତିକାଳୀନ ଛୁଟି ଭୁବନେଶ୍ୱର(ଏନ୍‌.ଏମ୍‌.): ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀମାନଙ୍କୁ ଗ୍ରୀଷ୍ଣକାଳୀନ ସହାୟତା (ସମର ଆଲାଉନ୍ସ) ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଉପରୋକ୍ତ ମର୍ମରେ ନିଷ୍ପତ୍ତି ନିଆଯାଇ ସବୁ ହିତାଧିକାରୀଙ୍କୁ ଗ୍ରୀଷ୍ଣକାଳୀନ ସହାୟତା ବାବଦରେ ପ୍ରତ୍ୟେକଙ୍କୁ ୧୦୦ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି । ମଇ ମାସରେ ହିତାଧିକାରୀମାନଙ୍କୁ ଏହି ଟଙ୍କା…

Read More

ପବିତ୍ର ଇଦ ଉଲ ଫିତର ପରିପ୍ରେକ୍ଷୀରେ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ

ପବିତ୍ର ଇଦ ଉଲ ଫିତର ପରିପ୍ରେକ୍ଷୀରେ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ କଟକ(ଏନ୍‌.ଏମ୍‌.): ମୁସଲିମ ସମ୍ପ୍ରଦାୟର ପବିତ୍ର ଇଦଉଲ ଫିତର ପର୍ବ ପାଳନ ନେଇ କଟକ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଲାଲବାଗ ଥାନା ଅନ୍ତର୍ଗତ ରୟାଲ ଗାର୍ଡେନ ଠାରେ ଆୟୋଜିତ ଏହି ବୈଠକରେ ଡିସିପି ପ୍ରତୀକ ସିଂହ ଅଧ୍ୟକ୍ଷତା କରିଥିଲେ । ଏଥିରେ ସହରର ସବୁ ମସଜିଦ କମିଟିର କର୍ମକର୍ତ୍ତା, ମୁସଲିମ ସାହି ବସ୍ତିର ମୁରବିମାନେ ଯୋଗ…

Read More

ଆଉ ନାହାନ୍ତି ପଦ୍ମଶ୍ରୀ ବୀଣାପାଣି ମହାନ୍ତି

ଆଉ ନାହାନ୍ତି ପଦ୍ମଶ୍ରୀ ବୀଣାପାଣି ମହାନ୍ତି କଟକ(ଏନ୍‌.ଏମ୍‌.): ଆରପାରିରେ ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି । ତାଙ୍କର ଆଜି ରାତି ୯ଘଟିକା ସମୟରେ କଟକ ବାଦାମବାଡ଼ି ଗ୍ଲାସ ପ୍ୟାଲେସ ଲେନ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ପଦ୍ମଶ୍ରୀ ସହ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ଓ ଶାରଳା ସମ୍ମାନରେ ସମ୍ମାନିତ ହୋଇଥିଲେ । ପାଟଦେଈ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ପୁସ୍ତକ ଆନତ ରଚନା ଓଡ଼ିଆ ସାରସ୍ୱତ ଜଗତ…

Read More

ନିମପୁର ବସ୍ତିବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ: ଶେଷ ପର୍ଯ୍ୟାୟରେ ରେଲୱେପ୍ରାଚେରୀ ନିର୍ମାଣ କାର୍ଯ୍ୟ

ନିମପୁର ବସ୍ତିବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ: ଶେଷ ପର୍ଯ୍ୟାୟରେ ରେଲୱେପ୍ରାଚେରୀ ନିର୍ମାଣ କାର୍ଯ୍ୟ ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୯ ନମ୍ବର ୱାର୍ଡ ଜଗତପୁର ଅଞ୍ଚଳରେ ରେଳବାଇ ଜମିରେ ପାଚେରୀ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ôଚଥିବାବେଳେ ଏବେ ବସ୍ତିବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ବସ୍ତିବାସିନ୍ଦାଙ୍କୁ ଥଇଥାନ ନକରି ରେଳବାଇ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଥିବାବେଳେ ଏବେ ବସ୍ତିବାସିନ୍ଦା କେଉଁଠି ରହିବେ ସେ ନେଇ ଚିନ୍ତା ବଢ଼ିଯାଇଛି । ସୂଚନା ଅନୁଯାୟୀ, ଜଗତପୁର ନିମପୁର ଠାରେ ରେଳବାଇର ପ୍ରାୟ…

Read More