ଭିଜିଲାନ୍ସ ଜାଲରେ କୋଟିପତି ପ୍ରାଣୀଧନ ନିରୀକ୍ଷକ
ଭିଜିଲାନ୍ସ ଜାଲରେ କୋଟିପତି ପ୍ରାଣୀଧନ ନିରୀକ୍ଷକ କଟକ (ଏନ୍.ଏମ୍.): ଭିଜିଲାନ୍ସ ଜାଲରେ କୋଟିପତି ପ୍ରାଣୀଧନ ନିରୀକ୍ଷକ । ଭୁବନେଶ୍ୱର ରଘୁନାଥପୁରର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ପାଖାପାଖି ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଚଢାଉ ବେଳେ ୫୦୦ଗ୍ରାମ ସୁନା, ୨୫୦ ଗ୍ରାମର ଚାନ୍ଦି ଓ ୧୦ ଗ୍ରାମରୁ ଅଧିକ ହୀରା ଜବତ ହୋଇଥିବା ସୂଚନା ମିଳିଛି । ଏଥିସହିତ ୩୯.୪୮ଲକ୍ଷ ଟଙ୍କାର ବୀମା ପଲିସ ମଧ୍ୟ ଥିବା ଜଣାପଡ଼ିଛି । ତେବେ ଆୟ…
