କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ନୀଳିମା ରାଣୀଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକ ଉତ୍ସବ

କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ନୀଳିମା ରାଣୀଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକ ଉତ୍ସବ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ମାନପୁର ପଞ୍ଚାୟତର ଏକ ଅଖ୍ୟାତ ପଲ୍ଲୀ କଲରାବାଙ୍କ ଗ୍ରାମକୁ ଏକ ଆଦର୍ଶ ଗ୍ରାମରେ ରୂପାନ୍ତରିତ କରି ସମଗ୍ର ରାଜ୍ୟ ତଥା ଦେଶରେ ଏକ ଉଦାହରଣ ସୃଷ୍ଟି କରାଇବା କ୍ଷେତ୍ରରେ ମୁଖ୍ୟ ବିନ୍ଧାଣି ମା’ ନୀଳିମା ରାଣୀଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । କଲରାବାଙ୍କ ନୀଳିମା ରାଣୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି…

Read More

କ୍ରସର ୟୁନିଟରୁ ମୂଲ୍ୟବାନ ସାମଗ୍ରୀ ଚୋରି, ଥାନାରେ ଅଭିଯୋଗ

କ୍ରସର ୟୁନିଟରୁ ମୂଲ୍ୟବାନ ସାମଗ୍ରୀ ଚୋରି, ଥାନାରେ ଅଭିଯୋଗ ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ବ୍ଳକ ଅଧିନ ଯୋଗିଆପଲ୍ଲୀ ଘାଟି ନିକଟରେ ଅବସ୍ଥିତ ବାବା ନୀଳକଣ୍ଠେଶ୍ୱର କ୍ରସର ୟୁନିଟରୁ ସ୍ଥାନୀୟ ଅଞ୍ଚଳର କେତେକ ଦୁବୃର୍ତ୍ତ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ଜଣାପଡିଛି । କ୍ରସର ୟନିଟର ମାଲିକ ଆନନ୍ଦ ଚନ୍ଦ୍ର ଦଳେଇ ଖଣ୍ଡପଡା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । କ୍ରସର ୟୁନିଟ ପରିସରରୁ ଦୁବୃର୍ତ୍ତମାନେ ସ୍ଟାଟର, ବ୍ୟାଟେରୀ ହାମର ସମେତ ଅନ୍ୟାନ୍ୟ ସାମଗ୍ରୀ…

Read More

କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ସିଏମସି ମେୟରଙ୍କ ସହ ଆଲୋଚନା

କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ସିଏମସି ମେୟରଙ୍କ ସହ ଆଲୋଚନା କଟକ(ଏନ୍‌.ଏମ୍‌.): କଟକ ସହରର ବହୁବିଧ ସମସ୍ୟା ସମ୍ପର୍କରେ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ସିଏମସି ମେୟର ସୁବାସ ସିଂହଙ୍କ ସହ ଆଲୋଚନା କରାଯାଇଛି । ସିଏମସି କାର୍ଯ୍ୟାଳୟ ମେୟରଙ୍କ ସମ୍ମିଳନୀ କକ୍ଷ ଠାରେ ଶାନ୍ତି କମିଟିର କର୍ମକର୍ତ୍ତାମାନେ ଏହି ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଅଗଷ୍ଟ ୩୧ ତାରିଖ ଗଣେଶ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହେଉଛି । ସହରର କୋଣ ଅନୁକୋଣରୁ…

Read More

ମହାନଦୀ ବ୍ୟାରେଜ ଠାରୁ ଜଗତପୁର ଗୟାନା ଛକ ପର୍ଯ୍ୟନ୍ତ ଦୋକାନ ଉଚ୍ଛେଦ

ମହାନଦୀ ବ୍ୟାରେଜ ଠାରୁ ଜଗତପୁର ଗୟାନା ଛକ ପର୍ଯ୍ୟନ୍ତ ଦୋକାନ ଉଚ୍ଛେଦ ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ବିଭିନ୍ନ ପ୍ରକଳ୍ପ ନିମନ୍ତେ ସହରତ ତଥା ଉପକଣ୍ଠ ଅଞ୍ଚଳର ରାସ୍ତାକଡ଼ରେ ଥିବା ଦୋକାନବଜାର ଗୁଡ଼ିକୁ ଉଚ୍ଛେଦ କରାଯାଉଛି । ତେବେ ପ୍ରଶାସନର ଏଭଳି କାର୍ଯ୍ୟକୁ କିଛି ଲୋକେ ସମର୍ଥନ କରୁଥିବାବେଳେ ଅନେକ ନିନ୍ଦା କରିଛନ୍ତି । ପ୍ରଶାସନ ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟରେ ଛୋଟ ଛୋଟ ଦୋକାନୀମାନଙ୍କୁ ଉଚ୍ଛେଦ କରି ସେମାନଙ୍କ ଜୀବିକା ଭାଙ୍ଗି ଦେଉଥିବା ଭଳି ସଂଗୀନ…

Read More

ସଡ଼କ ଦୁର୍ଘଟଣାରେ ମହିଳା କାଉଡିଆ ଗୁରୁତର, କଟକ ବଡ଼ ଡ଼ାକ୍ତରଖାନା ରେଫର

ସଡ଼କ ଦୁର୍ଘଟଣାରେ ମହିଳା କାଉଡିଆ ଗୁରୁତର, କଟକ ବଡ଼ ଡ଼ାକ୍ତରଖାନା ରେଫର ଆଠଗଡ଼(ଏନ୍‌.ଏମ୍‌.): ପ୍ରଭୁ ଶିବଶଙ୍କରଙ୍କ ଜଳଲାଗି ନିମନ୍ତେ ଯାଉଥିବା ଜଣେ ମହିଳା କାଉଡ଼ିଆ ଆଜି ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ଡାକ୍ତରଖାନା(ଏସସିବି)କୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି । ଆଜି ଶ୍ରାବଣ ମାସର ତୃତୀୟ ସୋମବାର ହୋଇଥିବାରୁ ଏହି ଉପଲକ୍ଷେ ମାନସିକଧାରୀ କାଉଡ଼ିଆମାନେ ଓଡ଼ିଶାର କୋଣ ଅନୁକୋଣରୁ ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ଜଳଲାଗି କରିବା ପାଇଁ ଆସିଥାନ୍ତି…

Read More

ବେଙ୍ଗାଲୁରୁ ଠାରେ ଓଡ଼ିଶାର ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ବେଙ୍ଗାଲୁରୁ ଠାରେ ଓଡ଼ିଶାର ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ପ୍ରଦର୍ଶନୀ ମାଧ୍ୟମରେ ନିଜକୁ ପ୍ରତିଷ୍ଠିତ କରିପାରିବେ ଆମ ରାଜ୍ୟର ଶିଳ୍ପୀ- ସଂସ୍କୃତି ମନ୍ତ୍ରୀ ଭୁବନେଶ୍ୱର(ଏନ୍‌.ଏମ୍‌.): ବେଙ୍ଗାଲୁରୁର କର୍ଣ୍ଣାଟକ ଚିତ୍ରକଳା ପରିଷଦ ଆର୍ଟ ଗ୍ୟାଲେରୀ ଠାରେ ଓଡ଼ିଶାର ପ୍ରସିଦ୍ଧ ଆଦିବାସୀ (ସଉରା) ଚିତ୍ରକଳାର ପ୍ରଦର୍ଶନୀକୁ ଆଜି ଅପରାହ୍ଣରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦଘାଟନ କରିଛନ୍ତି । ପ୍ରଦର୍ଶନୀ ଉଦଘାଟନ ଉତ୍ସବରେ ଯୋଗଦାନ କରି…

Read More

ସିଏମସି ପକ୍ଷରୁ ଜଗତପୁରରେ ବନ ମହୋତ୍ସବ-୨୦୨୨

ସିଏମସି ପକ୍ଷରୁ ଜଗତପୁରରେ ବନ ମହୋତ୍ସବ-୨୦୨୨ ଜଗତପୁର(ଏନ୍‌.ଏମ୍‌.): ସିଏମସି ପକ୍ଷରୁ ବନ ମହୋତ୍ସବ-୨୦୨୨ ପାଳିତ ହୋଇଯାଇଛି । ଏହି ଅବସରରେ ସିଏମସି ଅନ୍ତର୍ଗତ ଜଗତପୁରସ୍ଥିତ ଗୋପବନ୍ଧୁ ଶିଶୁ ଉଦ୍ୟାନ ପରିସରରେ ବୃକ୍ଷ ରୋପଣ ଓ ପରିବେଶ ସଚେତନତା ଶିବିର କାର୍ଯ୍ୟକ୍ରମ ହୋଇଥିଲା । ଉତ୍ସବରେ ମୁଖ୍ୟଅତିଥି ଭାବେ ସିଏମସି ମେୟର ସୁବାସ ସିଂହ, ଡେପୁଟି ମେୟର ଦମୟନ୍ତୀ ମାଝୀ ଓ ପାର୍କ ଆଣ୍ଡ ପ୍ଲାଟିସନ ଅଧ୍ୟକ୍ଷା ମୋନାଲିସା ଦାସ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ହିଁ ଜୀବନର…

Read More

ଧସିଲା ଚୌଧୁରୀବଜାର ମୁଖ୍ୟ ରାସ୍ତା

ଧସିଲା ଚୌଧୁରୀବଜାର ମୁଖ୍ୟ ରାସ୍ତା କଟକ(ଏନ୍‌.ଏମ୍‌.): କଟକ ସହରରେ ଏବେ ବିଭିନ୍ନ ସ୍ଥାନରେ ହଠାତ ରାସ୍ତା ଧସିଯିବା ଯୋଗୁଁ ସହରବାସୀ ଆତଙ୍କିତ ହୋଇ ପଡ଼ିଲେଣି । ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନଥିଲେ ମଧ୍ୟ ଆଗାମୀ ଦିନରେ ବଡ଼ ବିପଦ ଘଟିକା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ତେବେ ସହରରେ ଜାଇକା କାର୍ଯ୍ୟ ଠିକ ଭାବେ ହୋଇନଥିବା ସାଧାରଣରେ ଅଭିଯୋଗ ହୋଇଛି । ଆଜି ଚୌଧୁରୀ ବଜାର ମୁଖ୍ୟ ରାସ୍ତା ୧୦ ଫୁଟ ତଳକୁ…

Read More

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ୩.୯୨ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ୩.୯୨ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି ଭୁବନେଶ୍ୱର(ଏନ୍‌.ଏମ୍‌.): ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ ହୋଇଥିବା ଜଣାପଡ଼ିଛି । କଟକର ଷ୍ଟେଟ ବ୍ୟାଙ୍କ ଶାଖାରେ ଥିବା ୨୫ ଲକ୍ଷ ଟଙ୍କା ଓ ନୋଇଡ଼ାରେ ଥିବା ଏକ ମିଡିଆ ଗ୍ରୁପର ସମ୍ପତ୍ତି ମିଶି ମୋଟ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ଆକ୍ଟ ଅନୁସାରେ ଇଡି…

Read More

ରାଜଭବନରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା

ରାଜଭବନରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟପାଳଙ୍କ ଏଡ଼ିସି ଭାବରେ ଭାରତୀୟ ନୌସେନାର ଲେଫ୍ଟନାଣ୍ଟ ହିମାଂଶୁ ସିଂ ଓ ଓଡ଼ିଶା ପୋଲିସ ସେବାର ଚିନ୍ମୟ ନାୟକ କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବତନ ଏଡ଼ିସି ଅନୁରାଗ ଆୟାରଙ୍କ ବଦଳି ହୋଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ବିଦାୟୀ ଏଡ଼ିସିଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ନୂତନ ଏଡ଼ିସିଙ୍କୁ ସ୍ୱାଗତ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉତ୍ସବରେ ଯୋଗଦେଇ ପୁଣ୍ୟଭୂମି ଓଡ଼ିଶାରେ…

Read More

ଇପିକଲ୍ ଏବଂ ଫିକି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଇପିକଲ୍ ଏବଂ ଫିକି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ଥାନୀୟ ମେ ଫେୟାର ହୋଟେଲ ସମ୍ମିଳନୀ କକ୍ଷଠାରେ ଇପିକଲ ଏବଂ ଫିକି ମଧ୍ୟରେ ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ସହଯୋଗ ପ୍ରଦାନ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର…

Read More

ଫଟୋ ସାମ୍ବାଦିକ ପଦ୍ମଲୋଚନଙ୍କ ମାତୃ ବିୟୋଗ

ଫଟୋ ସାମ୍ବାଦିକ ପଦ୍ମଲୋଚନଙ୍କ ମାତୃ ବିୟୋଗ କଟକ(ଏନ୍‌.ଏମ୍‌.): ବରିଷ୍ଠ ଫଟୋ ସାମ୍ବାଦିକ ପଦ୍ମଲୋଚନ ମିଶ୍ରଙ୍କ ମାତା ସୁହାଗିନୀ ମିଶ୍ରଙ୍କ ଜୁଲାଇ ୨୭ତାରିଖ ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା । ସେ ବରିଷ୍ଠ ଫଟୋ ସାମ୍ବାଦିକ ଉମାପ୍ରସାଦ ମିଶ୍ରଙ୍କ ଧର୍ମପତ୍ନୀ ଥିଲେ । ଏଥି ସହିତ ସ୍ୱର୍ଗୀୟା ମିଶ୍ର ଜଣେ ମିଷ୍ଠ ଭାଷୀ, ପରୋପକାରୀ ଧର୍ମପ୍ରାଣା ମହିଳା ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ ।…

Read More