କଟକରୁ ଜବତ ଔଷଧ ନକଲି ବୋଲି ଆସିଲା ଲାବୋରେଟୋରି ରିପୋର୍ଟ
କଟକରୁ ଜବତ ଔଷଧ ନକଲି ବୋଲି ଆସିଲା ଲାବୋରେଟୋରି ରିପୋର୍ଟ ଔଷଧ ନକଲି ନେଇ ସୂଚନା ଦେଲେ କଟକ ଡିସିପି ପିନାକ ମିଶ୍ର ୨ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ଆଉ ୧୨ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତକୁ ଲାଗିଛି, ତଦନ୍ତ ଚାଲିଛି- ଡିସିପି କଟକ(ଏନ୍.ଏମ୍.): କଟକରୁ ଜବତ ମେଡିସିନ୍ ନକଲି ଥିବା ସ୍ପଷ୍ଟ ହେଲା । ଲାବୋରେଟୋରି ରିପୋର୍ଟ ଆସିବା ପରେ ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ନକଲି ବୋଲି ଆଜି କଟକ…
