ବିଶ୍ୱାସ, ଅବିଶ୍ୱାସ ନା ଅନ୍ଧବିଶ୍ୱାସ : ସବାର ହୋଇ ପ୍ରେତାତ୍ମା କହୁଛି ନିଜ ମୃତ୍ୟୁର ଘଟଣା !

ବିଶ୍ୱାସ, ଅବିଶ୍ୱାସ ନା ଅନ୍ଧବିଶ୍ୱାସ ସବାର ହୋଇ ପ୍ରେତାତ୍ମା କହୁଛି ନିଜ ମୃତ୍ୟୁର ଘଟଣା ! କଟକ (ଏନ୍‌.ଏମ୍‌.): ଅନ୍ୟ ଦେହରେ ସବାର ହୋଇ ୮ ମାସ ତଳର ହତ୍ୟାକାଣ୍ଡର ବୟାନ ଦେଉଛି ପ୍ରେତାତ୍ମା । ସେଦିନର ହତ୍ୟାକାଣ୍ଡର ଅନୁଭବ କେତେ ଥିଲା ହୃଦୟ ବିଦାରକ, ଲୋମଟାଙ୍କୁରା ଓ ନୃଶଂସ, ତାହା ୮ ମାସ ପରେ ବୟାନ କରୁଛି ଘୂରି ବୁଲୁଥିବା ଅତୃପ୍ତ ଆତ୍ମା ଜଣକ । ହତ୍ୟା କିପରି ହୋଇଥିଲା, ଆଉ କିଭଳି କରାଯାଇଥିଲା, ଆଉ…

Read More

ଦୁବାଇରେ ଭାରତ ମସଲାକୁ ମିଳିଲା ଜାଗରଣ ଆଚିଭର ଆୱାର୍ଡ

ଦୁବାଇରେ ଭାରତ ମସଲାକୁ ମିଳିଲା ଜାଗରଣ ଆଚିଭର ଆୱାର୍ଡ କଟକ(ଏନ୍‌.ଏମ୍‌.): ମସଲା ଜଗତରେ ମାନ ଏବଂ ଗୁଣବତ୍ତାକୁ ଅକ୍ଷୁର୍ଣ୍ଣ ରଖି କ୍ଷୁଦ୍ର ମସଲା ଉତ୍ପାଦକାରୀ ସଂସ୍ଥା ଭାବେ ବିଶ୍ୱରେ ପହଞ୍ଚି ପାରିଥିବା ‘ଭାରତ ମସଲା’କୁ ଦୁବାଇରେ ସମ୍ମାନିତ ହୋଇଛି । ପୂର୍ବ ଭାରତରେ କ୍ରାଓଜୋନିକ ପଦ୍ଧତିରେ ମସଲା ଉତ୍ପାଦନ କରି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଭାରତ ମସଲାକୁ ଏକ୍ସଲେନ୍ସ ଜାଗରଣ ଆଚିଭର ଆୱାର୍ଡ ୨୦୨୨ରେ ସମ୍ମାନିତ କରାଯାଇଛି । ଦୁବାଇ ଠରେ ଅନୁଷ୍ଠିତ ଏକ…

Read More

ମା’ ରାମଚଣ୍ଡୀଙ୍କ ପୀଠରେ ଷୋଳପୂଜା

ମା’ ରାମଚଣ୍ଡୀଙ୍କ ପୀଠରେ ଷୋଳପୂଜା କୋଣାର୍କ (ଏନ୍‌.ଏମ୍‌.): ମା’ ଦୂର୍ଗାଙ୍କ ଶାରଦୀୟ ସ୍ୱତନ୍ତ୍ର ପୂଜା ପାଇଁ ସବୁ ଶକ୍ତିପୀଠ ହୋଇ ଉଠିଛି ପାର୍ବଣ ମୁଖରିତ । ଧରାପୃଷ୍ଠକୁ ମା’ଙ୍କ ଆଗମନ ଅବସରରେ ଆରମ୍ଭ ହୋଇଛି ଦେବୀ ପୀଠମାନଙ୍କରେ ଷୋଳପୂଜା । କୋଣାର୍କଠାରୁ ପୁରୀ ଆଡକୁ ୯ କିଲୋମିଟର ଦୂର ବେଳମାର୍ଗ କଡରେ ମା’ରାମଚଣ୍ଡୀଙ୍କ ପୀଠ । ଅପୂର୍ବ ପ୍ରାକୃତିକ ସୁଷମା ଭରା ନୈଶର୍ଗୀକ ଶୋଭାର ଗନ୍ତାଘର ଓ ପବିତ୍ର ମହୋଦଧି କୂଳରେ ମା’ ରାମଚଣ୍ଡୀଙ୍କ ପୀଠର ଅବସ୍ଥିତ…

Read More

ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ନିମନ୍ତେ ପ୍ରସ୍ତୁତି ବୈଠକ

ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ନିମନ୍ତେ ପ୍ରସ୍ତୁତି ବୈଠକ ଆଠଗଡ(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ ବ୍ଲକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଚଳିତ ବର୍ଷ ବଡ଼ଓଷା ପାଳନ ନେଇ ପ୍ରଶାସନିକସ୍ତରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୨ବର୍ଷ ଧରି କରୋନା ଯୋଗୁଁ ସମସ୍ତ ପୂଜାପର୍ବ ଉପରେ ସରକାର ଓ ପ୍ରଶାସନ ଅଙ୍କୁଶ ଲଗାଇଥିଲେ । ଚଳିତ ବର୍ଷ କରୋନା ସଂକ୍ରମଣ ହ୍ରାସ ପାଇଥିବା ଯୋଗୁଁ ସ୍ୱଭାବିକ ଭାବେ ସମସ୍ତ ପର୍ବପର୍ବାଣୀ ପାଳନ ଉପରେ ସରକାରଙ୍କ…

Read More

କଟକରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା

କଟକରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାକୁ କାର୍ଯ୍ୟକ୍ରମର ରୂପରେଖ ଦେଲେ ସଂସ୍କାର ଆସିବ’ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବାରବାଟୀ ପ୍ୟାଲେସ ଠାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ କଟକ ଜିଲ୍ଲାପାଳ ଡକ୍ଟର ଭବାନୀଶଙ୍କର ଚୟନୀ ଯୋଗଦେଇ ଦୂରଦୃଷ୍ଟିକୁ କାର୍ଯ୍ୟରେ ପରିଣତ ନକଲେ ଏହା ଦିବାସ୍ୱପ୍ନ ହୋଇ ରହିଯାଉଥିବାବେଳେ ଦୂରଦୃଷ୍ଟିକୁ କାର୍ଯ୍ୟକାରୀ କରିବା ପାଇଁ ଯତ୍ନବାନ ହେଲେ ହିଁ…

Read More

ସିଏମସିର ପୂଜା ପ୍ରସ୍ତୁତି ଧର୍ମକୁ ଆଖିଠାର: ୪୮ନମ୍ବର ୱାର୍ଡରେ ରାସ୍ତା ଉପରେ ଲହଡି ଖେଳୁଛି ନର୍ଦ୍ଦମା ପାଣି

ସିଏମସିର ପୂଜା ପ୍ରସ୍ତୁତି ଧର୍ମକୁ ଆଖିଠାର: ୪୮ନମ୍ବର ୱାର୍ଡରେ ରାସ୍ତା ଉପରେ ଲହଡି ଖେଳୁଛି ନର୍ଦ୍ଦମା ପାଣି କଟକ(ଏନ୍‌.ଏମ୍‌.): କଟକ ସହରରେ ଶାରଦୀୟ ଦୁର୍ଗାପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଶାସନିକସ୍ତରରୁ ଆରମ୍ଭ କରି ସାହି ମୁରବୀଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ୟସ୍ତ । କିଭଳି ସୁରୁଖୁରୁରେ ପାଳନ ହେବ ପାର୍ବଣ । ହେଲେ ସିଏମସି କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ସହରର ବିଭିନ୍ନ ୱାର୍ଡ଼ରେ ଜନଅସନ୍ତୋଷ ତେଜିବାରେ ଲାଗିଛି । ଗୋଟିଏ ପଟେ ପାର୍ବଣ ନିମନ୍ତେ…

Read More

ସାହାରା ଜମାକାରୀଙ୍କ ପକ୍ଷରୁ ଥାନାରେ ଏତଲା

ସାହାରା ଜମାକାରୀଙ୍କ ପକ୍ଷରୁ ଥାନାରେ ଏତଲା ଆଠଗଡ଼(ଏନ୍‌.ଏମ୍‌.): ଖୁଣ୍ଟୁଣୀ ଅଞ୍ଚଳର ସାହାରା ଜମାକାରୀମାନେ ସେମାନଙ୍କ ଜମା ଅର୍ଥ ନପାଇବାରୁ ସାହାରା ଇଣ୍ଡିଆ ବିରୋଧରେ ଖୁଣ୍ଟୁଣୀ ଥାନାରେ ଏତଲା ଦେଇଛନ୍ତି । କ୍ଷତିଗ୍ରସ୍ତ ଜମାକାରୀମାନେ ସେମାନଙ୍କ ଏତଲାରେ ସାହାରା ଇଣ୍ଡିଆର ଖୁଣ୍ଟୁଣୀ ଶାଖାରେ ଏଜେଣ୍ଟମାନଙ୍କ ଜରିଆରେ କୋଟି କୋଟି ଟଙ୍କା ଜମା କରିଛନ୍ତି । ସେମାନଙ୍କ ଜମା ଅର୍ଥର ମିଆଦ ପୁରିଯାଇଥିଲେ ମଧ୍ୟ ବିଗତ ଦୁଇ ତିନି ବର୍ଷ ହେଲା ସଂସ୍ଥାର କର୍ମକର୍ତ୍ତା ଆଜିକାଲି କହି ସମୟ ଗଡାଇ…

Read More

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚରମ ଜନବିରୋଧି ନୀତି ପ୍ରତିବାଦରେ ୨୯ ସେପ୍ଟେମ୍ବର ରାଜ୍ୟସ୍ତରୀୟ ଗଣବିକ୍ଷୋଭ କଟକ (ଏନ୍‌.ଏମ୍‌.): କେନ୍ଦ୍ର ଓ ରାଜ୍ୟସରକାର ନିଜର ସ୍ୱାର୍ଥ ପାଇଁ ଜନସାଧାରଣଙ୍କ ଉପରେ ଟିକସ ବୋଝ ଲଦି ଦେଉଛନ୍ତି । ଗୋଟିଏ ପରେ ଗୋଟିଏ ସଂସ୍କାର ନାମରେ ଯାହା ପ୍ରଚଳନ କରୁଛନ୍ତି ସେଥିରେ ପ୍ରଭାବିତ ହେଉଛନ୍ତି ଦେଶର ଲକ୍ଷ ଲକ୍ଷ ଗରିବ ଜନସାଧାରଣ । ତେଣୁ ଉଭୟ ସରକାରଙ୍କ ଜନବିରୋଧି ନୀତି ପ୍ରତିବାଦରେ ଆସନ୍ତା ସେପ୍ଟେମ୍ବର ୨୯ତାରିଖରେ ରାଜ୍ୟସ୍ତରୀୟ ଗଣ…

Read More

ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ୨ଟି ବିଶ୍ୱବିଦ୍ୟାଳୟ ଓ ୪ଟି ମହାବିଦ୍ୟାଳୟରେ ଗଠନ ହେଲା କ୍ୟାମ୍ପସ କମିଟି

ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ୨ଟି ବିଶ୍ୱବିଦ୍ୟାଳୟ ଓ ୪ଟି ମହାବିଦ୍ୟାଳୟରେ ଗଠନ ହେଲା କ୍ୟାମ୍ପସ କମିଟି ଛାତ୍ରଛାତ୍ରୀମାନେ କଲେଜ ନିର୍ବାଚନକୁ ନେଇ ଭବିଷ୍ୟତକୁ ଅନ୍ଧାରକୁ ଠେଲିବା ଅପେକ୍ଷା ଅଧ୍ୟୟନ ଉପରେ ଗୁରୁତ୍ୱ ଦିଅ- ଦେବୀ କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ହେବ ନାହିଁ ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ । ନିବାର୍ଚନ ହେବା ଦ୍ୱାରା ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହିଂସାକାଣ୍ଡ ଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ ଶୈଖିକ ବାତାବରଣ ନଷ୍ଟ ହେଉଛି…

Read More

ପାର୍ବଣ ପ୍ରସ୍ତୁତି ଲୋକଦେଖାଣିଆ: ରାସ୍ତା କଡରେ ପଡିରହିଛି କୁଢକୁଢ ଅଳିଆ ଆର୍ବଜନା

ପାର୍ବଣ ପ୍ରସ୍ତୁତି ଲୋକଦେଖାଣିଆ: ରାସ୍ତା କଡରେ ପଡିରହିଛି କୁଢକୁଢ ଅଳିଆ ଆର୍ବଜନା କଟକ(ଏନ୍‌.ଏମ୍‌.): ଶାରଦୀୟ ଦୁର୍ଗାପୂଜା ପାଇଁ କଟକ ସହର ବେଶ ଚଳ ଚଞ୍ଚଳ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ସିଏମସି ପକ୍ଷରୁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ହେଲେ ଏହା ଲୋକ ଦେଖାଣିଆ ବୋଲି ସାଧାରଣରେ ଅଭିଯୋଗ ଉଠିଛି । ସମ୍ପ୍ରତି ପାର୍ବଣ ପାଇଁ ରାସ୍ତାଘାଟ ସଫେଇ ଚାଲିଥିବାବେଳେ ରାସ୍ତାକଡ଼ରେ କୁଢ଼କୁଢ଼ ଆବର୍ଜନା ପଡ଼ି ରହିଛି । ଗୋଟିଏ ପଟେ ଜାଇକା ସହରବାସୀଙ୍କ ପାଇଁ…

Read More

ସରକାରଙ୍କ ସ୍ୱଚ୍ଛତାକୁ ଫୁ… ମନରେଗା କାଯ୍ୟରେ ଦୁର୍ନୀତି ଅଭିଯୋଗ

ସରକାରଙ୍କ ସ୍ୱଚ୍ଛତାକୁ ଫୁ… ମନରେଗା କାଯ୍ୟରେ ଦୁର୍ନୀତି ଅଭିଯୋଗ ନିଶ୍ଚିନ୍ତକୋଇଲି (ଏନ୍‌.ଏମ୍‌.): ରାଜ୍ୟ ସରକାର ପ୍ରତ୍ୟେକ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପଦକ୍ଷେପ ନେଇଛନ୍ତି । ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ପାଇଁ ଫାଇପ-ଟି ବିଭାଗ ମଧ୍ୟ ଖୋଲାଯାଇଛି । ହେଲେ କିଛି ଦୁର୍ନୀତିଖୋର ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରଙ୍କ ଏଭଳି ବ୍ୟବସ୍ଥା ଧର୍ମକୁ ଆଖିଠାର ସାବ୍ୟସ୍ତ ହୋଇଛି । ଫଳରେ ରାଜ୍ୟସରକାର ମଧ୍ୟ ନିନ୍ଦିତ ହେଉଥିବା ଅଭିଯୋଗ ଉଠିଛି । ଏ ନେଇ…

Read More

ପୁଲିସ ହାତରୁ ଅପରାଧୀକୁ ଛଡ଼ାଇ ନେବାକୁ ଉଦ୍ୟମ: ପ୍ରତିକୂଳ ପରିସ୍ଥିତିରେ ଗିରଫ ହେଲା ଦୟା

ପୁଲିସ ହାତରୁ ଅପରାଧୀକୁ ଛଡ଼ାଇ ନେବାକୁ ଉଦ୍ୟମ: ପ୍ରତିକୂଳ ପରିସ୍ଥିତିରେ ଗିରଫ ହେଲା ଦୟା ମାହାଙ୍ଗା(ଏନ୍‌.ଏମ୍‌.): ଜଣେ ଆନ୍ତଜିଲ୍ଲା ଅପରାଧୀକୁ ଧରିବାକୁ ଯାଇ ପୁଲିସ ହଟ୍ଟହଟ୍ଟାର ସମ୍ମୁଖୀନ ହୋଇଛି । ତେବେ ବହୁ ବାଧାବିଘ୍ନକୁ ମୁକାବିଲା କରି ପୁଲିସ ପ୍ରତିକୂଳ ପରିସ୍ଥିତିରେ ଅପରାଧୀକୁ ଧରିବାକୁ ସଫଳ ହୋଇଥିବା ଦେଖିବାକୁ ମିଳିଛି । କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଭଦ୍ରେଶ୍ୱର ଫାଣ୍ଡି ପୁଲିସକୁ ଏ ନେଇ ବଡ଼ ସଫଳତା ମିଳିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଦୈତାରୀ…

Read More