ଅବକାରୀ ବିଭାଗର ଚଢ଼ାଉ:ଆଠଗଡ଼ ଅଞ୍ଚଳରୁ ବିପୁଳ ବେଆଇନ ମଦ ଜବତ, ମାଫିଆ ଫେରାର
ଅବକାରୀ ବିଭାଗର ଚଢ଼ାଉ:ଆଠଗଡ଼ ଅଞ୍ଚଳରୁ ବିପୁଳ ବେଆଇନ ମଦ ଜବତ, ମାଫିଆ ଫେରାର ଆଠଗଡ଼(ଏନ୍.ଏମ୍.): ପ୍ରଶାସନ ପକ୍ଷରୁ ଚୋରା ଦେଶୀ ମଦ କାରବାରକୁ ସମ୍ପୂର୍ଣ୍ଣ ରୋକିବା ନିମନ୍ତେ ଯେତେ ପଦକ୍ଷେପ ନେଲେ ମଧ୍ୟ ଚୋରା ମଦ ମାଫିଆଙ୍କ ପାଖରେ ସବୁ ବିଫଳ ହୋଇଛି । ଫଳରେ ବିଭାଗୀୟ କର୍ତ୍ତୃପକ୍ଷ ଡାଳେ ଡାଳେ ଗଲେ ମଦ ମାଫିଆ ପତ୍ରେ ପତ୍ରେ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଅତୀତରେ ଚୋରା ଦେଶୀ ମଦ ଯୋଗୁଁ ଶହ ଶହ ଜନସାଧାରଣ…
