ଦାବିପୁରଣ ନହେଲେ ନଭେମ୍ବର ୨୭ରେ ଆନ୍ଦୋଳନ ପାଇଁ ଓଡ଼ିଶା ଅମଲା ସଂଘର ନିଷ୍ପତ୍ତି

ଦାବିପୁରଣ ନହେଲେ ନଭେମ୍ବର ୨୭ରେ ଆନ୍ଦୋଳନ ପାଇଁ ଓଡ଼ିଶା ଅମଲା ସଂଘର ନିଷ୍ପତ୍ତି #କଟକ(ଏନ୍‌.ଏମ୍‌.): ସରକାର ଅମଲାମାନଙ୍କ ପ୍ରତି ସର୍ବଦା ଅଣଦେଖା କରିଥିବା ଅଭିଯୋଗ ହୋଇଛି । ଏ ନେଇ ସରକାରଙ୍କ ନିକଟରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଫଳରେ ଅମଲାମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ଆଗାମୀ ଦିନରେ ରାଜ୍ୟର ସମସ୍ତ ଅମଲା ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ତେବେ…

Read More

ସରକାରୀ କର୍ମଚାରୀ ଦାବିରେ ଅଙ୍ଗନୱାଡି କର୍ମଚାରୀଙ୍କ ରାଜ୍ୟ ବ୍ୟାପୀ ଆନ୍ଦୋଳନ: ସିଏମସି ସମ୍ମୁଖରେ ମାଣବସା ଲକ୍ଷ୍ମୀପୂଜା

ସରକାରୀ କର୍ମଚାରୀ ଦାବିରେ ଅଙ୍ଗନୱାଡି କର୍ମଚାରୀଙ୍କ ରାଜ୍ୟ ବ୍ୟାପୀ ଆନ୍ଦୋଳନ: ସିଏମସି ସମ୍ମୁଖରେ ମାଣବସା ଲକ୍ଷ୍ମୀପୂଜା କଟକ(ଏନ୍‌.ଏମ୍‌.): ସରକାରୀ କର୍ମଚାରୀ ଭାବେ ମାନ୍ୟତା ପାଇବା ପାଇଁ ଅଙ୍ଗନୱାର୍ଡ଼ି କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବର୍ଷ ବର୍ଷ ଧରି ସରକାରଙ୍କ ସମସ୍ତ କାର୍ଯ୍ୟ ତୁଲାଉଥିବା ଏହି କର୍ମଚାରୀମାନଙ୍କ ପ୍ରତି ସରକାର ସର୍ବଦା ବୈମାତୃକ ମନୋଭାବ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନ୍‌ର ଆହ୍ୱାନ…

Read More

ମୋଦି @୨୦ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ

ମୋଦି @୨୦ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ ନରେନ୍ଦ୍ର ମୋଦି ବିଶ୍ୱର ସର୍ବାଧିକ ଚର୍ଚ୍ଚିତ ରାଜନେତା : ଆନ୍ଧ୍ର ରାଜ୍ୟପାଳ ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଆତ୍ମନିର୍ଭର ଓ ସର୍ବ ଶକ୍ତି ସମ୍ପନ୍ନ ବନାଇବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସମଗ୍ର ବିଶ୍ୱରେ ଶ୍ରୀ ମୋଦି ସବୁଠାରୁ ଚର୍ଚ୍ଚିତ ରାଜନେତା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଉଭୟ ଆମେରିକା ଓ ଋଷ୍‌ର…

Read More

କେନ୍ଦ୍ରାପଡ଼ା କାର୍ତ୍ତିକେଶ୍ୱର ଭସାଣିରେ ବାଣ ଫୁଟି ୩୦ ଆହତ, ସଙ୍କଟରେ ୪ ଜଣ

କେନ୍ଦ୍ରାପଡ଼ା କାର୍ତ୍ତିକେଶ୍ୱର ଭସାଣିରେ ବାଣ ଫୁଟି ୩୦ ଆହତ, ସଙ୍କଟରେ ୪ ଜଣ କେନ୍ଦ୍ରାପଡ଼ା (ଏନ୍‍.ଏମ୍‍.): କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ପାଇଁ କେତେ ସଜବାଜ, ଘରେ ଘରେ କୁଣିଆ ଆଉ ବିଭିନ୍ନ ପ୍ରକାର ଖାଦ୍ୟର ପ୍ରସ୍ତୁତି । ବଡ଼ ଆଡ଼ମ୍ବର ପୂର୍ଣ୍ଣ ଭାବେ ହସଖୁସିରେ ଏହି ଉତ୍ସବକୁ ପାଳନ କରିବାକୁ ଅଞ୍ଚଳବାସୀ ଆଗେଇ ଆସିଥିବାବେଳେ କିଏ ବା ଜାଣିଥିଲା କାର୍ତ୍ତିକେଶ୍ୱର ଭସାଣି ଘରେ ଘରେ ଲୁହ ଆଣିଦେବ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର…

Read More

ନ୍ୟାଯ୍ୟ ଦାବି ନେଇ ନରସିଂହପୁରରେ ଗର୍ଜ୍ଜିଲେ ୪୦୦ଅଙ୍ଗନବାଡ଼ି କର୍ମୀ 

ନ୍ୟାଯ୍ୟ ଦାବି ନେଇ ନରସିଂହପୁରରେ ଗର୍ଜ୍ଜିଲେ ୪୦୦ଅଙ୍ଗନବାଡ଼ି କର୍ମୀ  ନରସିଂହପୁର(ଏନ୍‍.ଏମ୍‍.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ,ନରସିଂହପୁର ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ସ୍ଥାନୀୟ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ଏହି ଅବସରରେ ନରସିଂହପୁର ଅଞ୍ଚଳରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଗଣଧାରଣାରେ ବସିବା ସହ ନ୍ୟାର୍ଯ୍ୟ ଦାବି ପୂରଣ ନେଇ ସ୍ମାରକପତ୍ର ପ୍ରଦାନ କରିଥିଲେ । ତେବେ ଏହି ଦାବି…

Read More

୧୫ତମ ଡିହସାହି କାର୍ତ୍ତିକେଶ୍ୱର ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

୧୫ତମ ଡିହସାହି କାର୍ତ୍ତିକେଶ୍ୱର ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଚୌଦ୍ୱାର(ଏନ୍‍.ଏମ୍‍.): ଟାଙ୍ଗୀ-ଚୌଦ୍ୱାର ବ୍ଲକ କୟଳପଡ଼ା ପଞ୍ଚାୟତ ଡିହସାହି ଗାମରେ କାର୍ତ୍ତିକେଶ୍ୱର ମେଢ଼ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନୂଆ ପାଟଣା ସ୍ଥିତ ଡାକବଙ୍ଗଳା ଠାରେ ଯାତ୍ରା କମିଟି ପକ୍ଷରୁ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ କିଭଳି ମେଳଣ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ପାଳନ ହେବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ଯାତ୍ରାରେ ଅଞ୍ଚଳର ବିଭିନ୍ନ ମଣ୍ଡପରେ…

Read More

ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସମ୍ପର୍କରେ ଆଲୋଚନାଚକ୍ର

ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସମ୍ପର୍କରେ ଆଲୋଚନାଚକ୍ର କଟକ (ଏନ୍‍.ଏମ୍‍.): ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ ଜନ୍ମଦିବସ ଉପଲକ୍ଷେ ଏକ ଆଲୋଚନାଚକ୍ର ସ୍ଥାନୀୟଗାନ୍ଧୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାନଗର ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବକ୍ତାମାନେ ଯୋଗଦେଇ ସ୍ୱାଧୀନତା ଆନ୍ଦୋଳନର ମୂଲ୍ୟବୋଧ ଓ ସ୍ୱାଧୀନତାପର ଭାରତ ବର୍ଷର ସ୍ଥିତି ଉପରେ ଆଲୋକପାତ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ସମାଜବାଦୀ ଚିନ୍ତନ ନବକୃଷ୍ଣ ଚୌଧୁରୀ ବାସ୍ତବିକ ଜଣେ ଯୁଗ…

Read More

ଟାର୍ଗେଟରେ ଏବେ ପୁରୁଣା ମୂର୍ତ୍ତି: ସାଲେପୁର ବିଶ୍ୱେଶ୍ୱର ମନ୍ଦିରରୁ ଚୋରି

ଟାର୍ଗେଟରେ ଏବେ ପୁରୁଣା ମୂର୍ତ୍ତି: ସାଲେପୁର ବିଶ୍ୱେଶ୍ୱର ମନ୍ଦିରରୁ ଚୋରି ସାଲେପୁର(ଏନ୍‍.ଏମ୍‍.): ବିନା ପରିଶ୍ରମ ବା ସ୍ୱଳ୍ପ ପରିଶ୍ରମରେ କୋଟିପତି ହେବାର ନିଶା ବଢ଼ିଚାଲିଛି । ଫଳରେ ସମାଜରେ ବୃଦ୍ଧି ପାଇଛି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ । ଚୋରି, ରାହାଜାନୀ, ଲୁଟ ଆଦି ଅପରାଧିକ କାର୍ଯ୍ୟ ସହିତ ବେଆଇନ ଭାବେ ନିଶାକାରବାର ମଧ୍ୟ ବୃଦ୍ଧି ପାଉଥିବା ଜଣାପଡ଼ିଛି । ତେବେ ଏଭଳି ଅପରାଧିକ କାର୍ଯ୍ୟ ପଛରେ ଗୋଟିଏ ଉଦ୍ଦେଶ୍ୟରେ ବିପୁଳ ଅର୍ଥ ରୋଜଗାର । ତେବେ ଟଙ୍କା…

Read More

ମୋବାଇଲ ଲୁଟେରା ଗିରଫ: ୫ମୋବାଇଲ ଫୋନ୍ ଜବତ

ମୋବାଇଲ ଲୁଟେରା ଗିରଫ: ୫ମୋବାଇଲ ଫୋନ୍ ଜବତ ଜଗତପୁର(ଏନ୍‌.ଏମ୍‌.): ସମ୍ପ୍ରତି ମୋବାଇଲ ଲୁଟେରାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ କେଉଁଠି ନା କେଉଁଠି ମୋବାଇଲ ଚୋରି ଘଟଣା ଘଟୁଥିବା ଜଣାପଡ଼ୁଛି । ତେବେ କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ମୋବାଇଲ ଚୋରି ବଢ଼ିଥିବାବେଳେ ଆଜି ଜଗତପୁର ଥାନା ପୁଲିସ ଜଣେ ମୋବାଇଲ ଲୁଟେରାକୁ ମାଡ଼ିବସିଛି । ଜଗତପୁରସ୍ଥିତ ଟ୍ରକ୍ ପାର୍କିଂ ନିକଟରୁ ଏହି ମୋବାଇଲ ଲୁଟେରାକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଉକ୍ତ…

Read More

ବିଦ୍ୟାଳୟ ରୂପାନ୍ତରଣ ଯୋଜନାର ପ୍ରତିଫଳନ: କଟକର ନବମ ଶ୍ରେଣୀ ଛାତ୍ରୀଙ୍କୁ ଉତ୍ସାହିତ କଲେ ୫-ଟି ସଚିବ

ବିଦ୍ୟାଳୟ ରୂପାନ୍ତରଣ ଯୋଜନାର ପ୍ରତିଫଳନ କଟକର ନବମ ଶ୍ରେଣୀ ଛାତ୍ରୀଙ୍କୁ ଉତ୍ସାହିତ କଲେ ୫-ଟି ସଚିବ କଟକ(ଏନ୍‌.ଏମ୍‌.): ଫାଇବ-ଟି ସଚିବ ଭି.କେ. ପାଣ୍ଡିଆନ ରାଜ୍ୟର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି । ରାଜ୍ୟରେ ର୍ଦୁନୀତିମୁକ୍ତ ତଥା ତ୍ୱରିତ ସେବା ଯୋଗାଇବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ପ୍ରକୃତରେ ଅନନ୍ୟ । ତାଙ୍କ ଦ୍ୱାରା ପ୍ରତେକ କ୍ଷେତ୍ରରେ କିଛିନା କିଛି ପରିବର୍ତ୍ତନ ଆସି ପାରିଛି । ବିଶେଷ କରି ଶିକ୍ଷାର ଉନ୍ନତି ପାଇଁ ଭିତ୍ତିଭୂମିର ବିକାଶ ନିମନ୍ତେ…

Read More

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨ ଗ୍ରାହକଙ୍କ ପ୍ରଥମ ପସନ୍ଦ କନ୍ଧମାଳ ଅଦା, ହଳଦୀ ଓ ମସଲା କୃଷି ବିଭାଗ ଷ୍ଟଲରେ ମିଳିବ ଗୁଡ଼ରେ ପ୍ରସ୍ତୁତ ମାଣ୍ଡିଆ ଲଡୁ ଓ ଆରିସା ନୂଆଦିଲ୍ଲୀ/ଭୁବନେଶ୍ୱର(ଏନ୍‌.ଏମ୍‌.): ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶାର ଷ୍ଟଲଗୁଡ଼ିକ ବିଶେଷ ଜନାଦୃତ ହୋଇ ପାରିଛି । ମେଳାର ଓଡ଼ିଶା ମଣ୍ଡପରେ ପୂର୍ବ ପରି ଜନଗହଳି ଲାଗି ରହିଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଖୋଲାଯାଇଥିବା ଓଡ଼ିଶା…

Read More

ଡିସେମ୍ବର ୧ରୁ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା ଉତ୍ସବ-୨୦୨୨

ଡିସେମ୍ବର ୧ରୁ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା ଉତ୍ସବ-୨୦୨୨ ନିମ୍ନମାନର କାମ ନେଇ ଅସନ୍ତୋଷ କୋଣାର୍କ(ଏନ୍‌.ଏମ୍‌.): ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଡ଼ିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା କୋଣାର୍କ ଉତ୍ସବ-୨୦୨୨ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ନିମନ୍ତେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ବିଶେଷ କରି ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରୀନିବାସ ମରାମତି ଓ ରଙ୍ଗ କାର୍ଯ୍ୟ ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୪୧ ଲକ୍ଷ ଟଙ୍କା…

Read More