ପୁଅର ଚିକିତ୍ସା ପାଇଁ ଅର୍ଥସାଜିଛି ବାଧକ: ସହାୟତା ପାଇଁ ବାପା-ମା’ଙ୍କ ନିବେଦନ

ପୁଅର ଚିକିତ୍ସା ପାଇଁ ଅର୍ଥସାଜିଛି ବାଧକ: ସହାୟତା ପାଇଁ ବାପା-ମା’ଙ୍କ ନିବେଦନ ଆଠଗଡ଼(ଏନ୍‌.ଏମ୍‌.): ଗରିବ ପରିବାର ପାଇଁ ଦାଉ ସାଜିଛି ଅର୍ଥ । ନିୟତିର ଖେଳ ବଡ଼ ବିଚିତ୍ର । କାହାକୁ ଦେଉଛି ଛପର ଫାଡ଼ି ତ କାହାଠୁ ନେଉଛି ଭୂଇଁରୁ ତାଡ଼ି । କେବଳ କର୍ମକୁ ଆଦରି ରହିଛନ୍ତି ଗରିବ ପରିବାର । ଆର୍ଥିକ ଅନାଟନ ଭିତରେ ପରିବାର ସିନା କଷ୍ଟେ ମଷ୍ଟେ ଚଳିଯାଉଛି ହେଲେ ରୋଗ ସାଜିଛି ବାଧକ । ଚିକିତ୍ସା ପାଇଁ ଆବଶ୍ୟକ…

Read More

ପଟ୍ଟାମୁଣ୍ଡାଇ ସ୍ଥିତ ଶ୍ରୀ ଶ୍ରୀ ରାଧାରମଣ ମଠରେ ଧର୍ମୀୟ ସଭା

ପଟ୍ଟାମୁଣ୍ଡାଇ ସ୍ଥିତ ଶ୍ରୀ ଶ୍ରୀ ରାଧାରମଣ ମଠରେ ଧର୍ମୀୟ ସଭା କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): କେନ୍ଦ୍ରାପଡା ଜିଲ୍ଲାର ପଟାମୁଣ୍ଡାଇ ସ୍ଥିତ ଶ୍ରୀଶ୍ରୀ ରାଧା ରମଣ ମଠ ତରଫରୁ ଏକ ଧର୍ମୀୟ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମଠର ମହନ୍ତ ବାବାଜୀ ଅସୀମାନନ୍ଦ ଦାସ ମହାରାଜ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ଗୋବର୍ଦ୍ଧନ ମଠ ପୁରୀର ରାଷ୍ଟ୍ରୀୟ ସଂଯୋଜକ ପଣ୍ଡିତ ମାତୃପ୍ରସାଦ ମିଶ୍ର ଯୋଗଦେଇ ଧର୍ମ ହିଁ ଜୀବନ ଧାରଣର ମୁଖ୍ୟସ୍ରୋତ ବୋଲି ମତ ପ୍ରକାଶ କରିଥିଲେ…

Read More

ସିଡିଏର ୧୩୨ତମ ବୈଠକ: ବୃଦ୍ଧି ପାଇବ ପରିସୀମା, ରାଜସ୍ୱ ଆଦାୟ ପାଇଁ ନିୟୋଜିତ ହେବେ ମିଶନଶକ୍ତି ମହିଳା

ସିଡିଏର ୧୩୨ତମ ବୈଠକ: ବୃଦ୍ଧି ପାଇବ ପରିସୀମା, ରାଜସ୍ୱ ଆଦାୟ ପାଇଁ ନିୟୋଜିତ ହେବେ ମିଶନଶକ୍ତି ମହିଳା କଟକ(ଏନ୍‌.ଏମ୍‌.): ଏକାଧିକ ଉନ୍ନୟନ କାର୍ଯ୍ୟ ସହ ସଂସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ କଟକ ଉନ୍ନୟନ କର୍ତୃପକ୍ଷ(ସିଡିଏ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଆଜି ସିଡିଏର ୧୩୨ତମ ବୈଠକରେ ଆଲୋଚନା ହୋଇଥିଲା । ସିଡିଏ ଓ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ବୃଦ୍ଧି ପାଇଁ ଏକ ‘ସିଟିଜେନ୍ ସେଣ୍ଟ୍ରିକ ସର୍ଭିସ୍‌’ ବ୍ୟବସ୍ଥା କରାଯିବା ସକାଶେ ପ୍ରସ୍ତାବ…

Read More

ଓସିଏ ଘୋଷଣା କଲା ଓଡ଼ିଶା ରଣଜୀ ଟିମ: ଅଧିନାୟକ ଭାବେ ଶୁଭ୍ରାଂଶୁ ସେନାପତି

ଓସିଏ ଘୋଷଣା କଲା ଓଡ଼ିଶା ରଣଜୀ ଟିମ: ଅଧିନାୟକ ଭାବେ ଶୁଭ୍ରାଂଶୁ ସେନାପତି #କଟକ(ଏନ୍‌.ଏମ୍‌.): ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ରଣଜୀ ଟିମ୍‌ରେ ଖେଳାଳୀଙ୍କ ନାମ ଘୋଷଣା କରାଯାଇଛି । ଓଡ଼ିଶା ରଣଜୀ ଦଳର ୧୭ ଜଣିଆ ଟିମରେ ଅଧିନାୟକ ଭାବେ ଶୁଭ୍ରାଂଶୁ ସେନାପତିଙ୍କ ନାମରେ ଓସିଏ ମୋହର ମାରିଛି । ଓଡ଼ିଶା ଉଭୟ ଜୁନିୟର ଓ ସିନିୟରଙ୍କୁ ନେଇ ମଇଦାନକୁ ଓହ୍ଲାଇବ । ଦଳରେ ବ୍ୟାଟିଂ ଲାଇନ ଅପରେ ରହିଛନ୍ତି ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ,…

Read More

ଉପର ବାଲିଯାତ୍ରା ପଡ଼ିଆରେ ସାତସାହି କଟକ ନୃତ୍ୟୋତ୍ସବ ଡିସେମ୍ବର ୧୦ରୁୁ

ଉପର ବାଲିଯାତ୍ରା ପଡ଼ିଆରେ ସାତସାହି କଟକ ନୃତ୍ୟୋତ୍ସବ ଡିସେମ୍ବର ୧୦ରୁୁ ଦୁରାରୋଗୀ ଓ ଅନାଥ ଶିଶୁଙ୍କୁ ଉଦ୍ଦେଶ୍ୟରେ ସମର୍ପଣ ହେବ ଅଷ୍ଟମ ସଂଧ୍ୟା #କଟକ(ଏନ୍‌.ଏମ୍‌.): ଐତିହାସିକ କଳା ସଂସ୍କୃତିର ସହର କଟକରେ ପାଲନ ହେବ ସାତସାହି କଟକ ନୃତ୍ୟୋତ୍ସବ । ଆସନ୍ତା ୧୦ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦୀର୍ଘ ୯ଦିନ ଧରି ହେବାକୁ ଥିବାବେଳେ ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୬୫ରୁ ଉର୍ଦ୍ଧ୍ୱ ଦଳର କଳାକାରମାନେ ମୁକ୍ତାକାଶ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ…

Read More

ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳି

ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳି କଟକ(ଏନ୍‌.ଏମ୍‌.): ଭାରତ ସମ୍ବିଧାନର ପ୍ରଣେତା, ଭାରତରତ୍ନ ଡକ୍ଟର ଭୀମ୍ ରାଓ ବାବା ସାହେବ୍ ଆମ୍ବେଦକରଙ୍କ ୬୬ତମ ମହାପରାୟଣ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପରିଷଦ ସଭାପତି ତଥା ସାମାଜିକକର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ କଟକ ବାଲିକୁଦା ଠାରୁ କର୍ମକର୍ତ୍ତାମାନେ ବାହାରି ହାଇକୋର୍ଟ ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ସ୍ଥାନୀୟ…

Read More

ସର୍ବଭାରତୀୟ ପୁଲିସ ହକି ଚମ୍ପିୟାନସିପ: ଓଡ଼ିଶାକୁ ପୁରୁଷ ଓ ମହିଳା କ୍ଷେତ୍ରରେ ବ୍ରୋଞ୍ଚ ହାସଲ

ସର୍ବଭାରତୀୟ ପୁଲିସ ହକି ଚମ୍ପିୟାନସିପ: ଓଡ଼ିଶାକୁ ପୁରୁଷ ଓ ମହିଳା କ୍ଷେତ୍ରରେ ବ୍ରୋଞ୍ଚ ହାସଲ କଟକ (ଏନ୍‌.ଏମ୍‌.): ୭୧ ତମ ସର୍ବଭାରତୀୟ ପୁଲିସ ହକି ଚମ୍ପିୟାନସିପରେ ଓଡିଶା ପୁଲିସର ପୁରୁଷ ଓ ମହିଳା ଟିମ ଦଳଗତ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଓଡିଶା ପୁଲିସର ପୁରୁଷ ଟିମ ସି.ଆଇ.ଏସ.ଏଫ କୁ ୬-୪ ଗୋଲରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଥିବାବେଳେ ମହିଳା ବର୍ଗରେ ଓଡିଶା…

Read More

କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ: ମାଞ୍ଜା ସୁତାରୁ ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ

କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ: ମାଞ୍ଜା ସୁତାରୁ ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ #ଜଗତପୁର (ଏନ୍‌.ଏମ୍‌.): ଜିଲ୍ଲାପ୍ରଶାସନ ପକ୍ଷରୁ ଗୁଡ଼ି ଉଡାଇବା ଉପରେ କଟକଣା ଜାରି କରାଯାଇଥିଲେ ମଧ୍ୟ ଏହା କେବଳ କାଗଜପତ୍ରରେ ବୋଲି ଚର୍ଚ୍ଚା ହେଉଛି । ଆଜି କଟକ କମିଶନରେଟର ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁରରେ ଗୁଡ଼ି ମାଞ୍ଜାସୂତା ଜନିତ ଏକ ଦୁର୍ଘଟଣା ଘଟିଛି । ମାତ୍ର ସୌଭାଗ୍ୟବଶତଃ ବାଇକ ଚାଲକ ଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ନିଶ୍ଚିନ୍ତକୋଇଲି ଅଞ୍ଚଳର ରଘୁନାଥ ବେହେରା…

Read More

ଓଟିଏମର ୫୨୧ ଏକର ଜମିକୁ ଦଖଲ କଲା ପ୍ରଶାସନ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା : ଜିଲ୍ଲାପାଳ

ଓଟିଏମର ୫୨୧ ଏକର ଜମିକୁ ଦଖଲ କଲା ପ୍ରଶାସନ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା : ଜିଲ୍ଲାପାଳ #କଟକ(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳର ବହୁ ଚର୍ଚ୍ଚିତ ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରାଇଭେଟ ଲିମିଟେଡ଼(ଓଟିଏମ) ମାମଲା ଏବେ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ତେବେ ଏହାକୁ ନେଇ ହାଇକୋର୍ଟ ୫ତାରିଖ ଅପରାହ୍ନ ୪ଟା ସୁଦ୍ଧା ଓଟିଏମ ଜମିକୁ ରାଜ୍ୟସରକାର ହାତକୁ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଓଟିଏମ ଜମିର…

Read More

ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ

ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ କଟକ(ଏନ୍‌.ଏମ୍‌.): ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ସିଏମସି ୨୨ନମ୍ବର ୱାର୍ଡ଼ରେ ଗରିବ, ନିରାଶ୍ରୟ ତଥା ସଫେଇ କର୍ମଚାରୀମାନଙ୍କୁ ଶୀତବସ୍ତ୍ର ବିତରଣ କରାଯାଇଛି । ଆଜି ସିଏମସି ସ୍ଥାନୀୟ ତିନିକୋଣିଆ ବାଗିଚାସ୍ତିତ ଶ୍ରୀ ଶ୍ରୀ ଷୋଳପୁଅ ମା’ ଠାକୁରାଣୀ ମନ୍ଦିର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ମହିଳା, ଶିଶୁ ଏବଂ ନିଗମର ସଫେଇ କର୍ମଚାରୀମାନଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା ।…

Read More

କୋଣାର୍କ ସାହିତ୍ୟ ଆସର ଓ ଚିତ୍ରକଳା ପ୍ରଦର୍ଶନୀ : ୧୦ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

କୋଣାର୍କ ସାହିତ୍ୟ ଆସର ଓ ଚିତ୍ରକଳା ପ୍ରଦର୍ଶନୀ : ୧୦ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା #କୋଣାର୍କ(ଏନ୍‌.ଏମ୍‌.): ଗୀତି କବିତା ଓଡ଼ିଆ ସାହିତ୍ୟର ପ୍ରାରମ୍ଭରୁ ଅଛି ଏବଂ ଆଗକୁ ରହିଥିବା ମଧ୍ୟ, ଗୀତି କବିତା ସ୍ୱର-ତାଳ-ଲୟଯୁକ୍ତ ସାଂଗୀତିକତା ନୁହେଁ, ଏହା ଜନଜୀବନର ଅନ୍ତଃସ୍ୱର । ଓଡ଼ିଆ ସାହିତ୍ୟର ଅଭିନ୍ନ ଅଙ୍ଗରୂପେ ବିଦିତ ଗୀତି କବିତାର ବର୍ତ୍ତମାନ ଓ ଭବିଷ୍ୟତ ଉଜ୍ଜ୍ୱଳ ଏବଂ ଏହା ଓଡ଼ିଆ ସାହିତ୍ୟର ପ୍ରାଣସ୍ପନ୍ଦନ ବୋଲି ସଂପ୍ରତି ଓଡିଆ ସାହିତ୍ୟରେ ଗୀତି କବିତାର ସ୍ଥିତି’ ଶୀର୍ଷକ…

Read More

ବ୍ରହ୍ମପୁର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତସଂଘ ୫ଦଫା ଦାବି ନେଇ ବିକ୍ଷୋଭ

ବ୍ରହ୍ମପୁର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତସଂଘ ୫ଦଫା ଦାବି ନେଇ ବିକ୍ଷୋଭ #ଆଠଗଡ (ଏନ୍‌.ଏମ୍‌.): କଟକ ଜିଲ୍ଲା ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବହୁମୁଖୀ ମହିଳା/ପୁରୁଷ ସ୍ୱାସ୍ଥକର୍ମୀ ଓ ପରିଦର୍ଶକ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ବିଭାଗୀୟ ଅଣଦେଖାକୁ ପ୍ରତିବାଦ କରାଯାଇ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ତେବେ ସେମାନଙ୍କ ଦାବି ପୂରଣ ନହେଲେ ସଂଘ ପକ୍ଷରୁ ଆସନ୍ତା ଡିସେମ୍ବର ୧୪ତାରିଖ ଠାରୁ…

Read More