ମୃତ ସୋହେଲଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା

ମୃତ ସୋହେଲଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ଜଗତପୁର(ଏନ୍‌.ଏମ୍‌.): ସନ୍ତରଣ ଅଭ୍ୟାସ ସମୟରେ ମହାନଦୀରେ ବୁଡି ପିରବଜାର ଅଞ୍ଚଳର ସୋହେଲ ଖାନଙ୍କର ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି । ଏ ନେଇ ଆଜି ସଂଧ୍ୟାରେ ଜଗତପୁର ଗୋଲେଇଛକ ଠାରୁ ନିମପୁର ଖେଳ ପଡିଆ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯିବା ସହ ସ୍ୱର୍ଗତ ଆତ୍ମାର ସଦଗତି କାମନା କରାଯାଇଥିଲା । ତେବେ ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା…

Read More

ଗଛରୁ ପଡି ଶ୍ରମିକ ମୃତ

ଗଛରୁ ପଡି ଶ୍ରମିକ ମୃତ #ସାଲେପୁର(ଏନ୍‌.ଏମ୍‌.): ସାଲେପୁର ଥାନା ଅନ୍ତର୍ଗତ ନାନ୍ଦୋଳ ଗ୍ରାମରେ ଏକ ଅଭାବନୀୟ ଘଟଣି ଘଟିଯାଇଛି । ଗଛରୁ ପଡି ଜଣେ ଶ୍ରମିକର ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଶ୍ରମିକ ଜଣକ ହେଲେ ସ୍ଥାନୀୟ ନାନ୍ଦୋଳ ଗ୍ରାମର ବିମ୍ବାଧର ଭୋଇ(୫୫) । ସେ ପରର ମୂଲ ଲାଗି ମିଳୁଥିବା ମଜୁରୀରେ ପରିବାର ପ୍ରତିପୋଷଣ କରନ୍ତି । ବିମ୍ବାଧର ଆଜି ସ୍ଥାନୀୟ ସୌରୀ ଗ୍ରାମର ଜଣେ ବ୍ୟକ୍ତି ବାଡିରୁ…

Read More

ଯବାନଙ୍କ ଖାଦ୍ୟ ଚୋରି: ପ୍ୟାକିଂ ହୋଇଥିବା ଅଣ୍ଡା ନେଇ ଅଟୋ ଡ୍ରାଇଭର ଛୁ

ଯବାନଙ୍କ ଖାଦ୍ୟ ଚୋରି: ପ୍ୟାକିଂ ହୋଇଥିବା ଅଣ୍ଡା ନେଇ ଅଟୋ ଡ୍ରାଇଭର ଛୁ ଇନ୍ଦୋର(ଏଜେନ୍ସି): ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଜବାନମାନେ ଦିନରାତି ଜଗି ରହୁଥିବାବେଳେ ସେମାନଙ୍କ ଖାଦ୍ୟ ଚୋରି ହେବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏଭଳି ଖବର ଯିଏ ଶୁଣୁଛି ହତବାକ ହୋଇ ଯାଉଛି । ସୂଚନା ଅନୁଯାୟୀ, ଯବାନଙ୍କ ଖାଇବା ପାଇଁ ଯେଉଁ ଅଟୋରେ ଅଣ୍ଡା ଟ୍ରେ ଲୋଡ଼ ହୋଇଥିଲା ସେହି ଅଟୋର ଡ୍ରାଇଭର ଚକମା…

Read More

ଜଗତପୁର ୧୬ନମ୍ବର ଜାତୀୟ ରାଜପଥ କଡରୁ ଜବରଦଖଲ ଉଚ୍ଛେଦ, ମୁଣ୍ଡରେ ହାତଦେଲେ ବ୍ୟବସାୟୀ

ଜଗତପୁର ୧୬ନମ୍ବର ଜାତୀୟ ରାଜପଥ କଡରୁ ଜବରଦଖଲ ଉଚ୍ଛେଦ, ମୁଣ୍ଡରେ ହାତଦେଲେ ବ୍ୟବସାୟୀ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳରେ ଜାତୀୟ ରାଜପଥ କଡ଼ରୁ ଜବର ଦଖଲ ଉଚ୍ଛେଦ କରାଯାଇଛି । ତେବେ ଏହି ଉଚ୍ଛେଦ କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ ବୋଲି ପ୍ରଶାସନିକ ସୂତ୍ରରୁ ସୂଚନା ମିଳିଛି । ରାଜପଥ ପ୍ରାଧିକରଣ ପକ୍ଷରୁ ସରକାରୀ ଜାଗାରେ ଗଢି ଉଠିଥିବା ଦୋକାନ ବଜାର ଗୁଡିକୁ ସିଏମସି ସହାୟତାରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ପୂର୍ବରୁ ଜଗତପୁର ଅଞ୍ଚଳରେ…

Read More

କଟକରେ ପ୍ରଥମ ସର୍ବଭାରତୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ପାଇଁ ସାମ୍ବାଦିକ ସମ୍ମିଳନୀ

କଟକରେ ପ୍ରଥମ ସର୍ବଭାରତୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ପାଇଁ ସାମ୍ବାଦିକ ସମ୍ମିଳନୀ #କଟକ(ଏନ୍‌.ଏମ୍‌.): ଆସନ୍ତା ୧୫ ଏବଂ ୧୬ ରେ ଆରମ୍ଭ ହେବାକୁ ଯାଉଛି ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜାତୀୟ ବାର୍ଷିକ ସମ୍ମିଳନୀ । କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ ପରିସରରେ ହେବାକୁ ଥିବା ଏହି ଦୁଇ ଦିନିଆ ସମ୍ମିଳନୀରେ ଶ୍ରୀ ଅରବିନ୍ଦଙ୍କ ପାଠଚକ୍ର ଅନୁଷ୍ଠିତ ହେବ । ବିଶେଷ କରି ମହିଳାମାନଙ୍କ ପାଇଁ ଏହି ସର୍ବଭାରତୀୟ ପାଠ ଚକ୍ର କରାଯାଉଛି । ବର୍ତ୍ତମାନ…

Read More

ଶିଶୁ ସାହିତ୍ୟିକ କବି ନୃସିଂହ ପ୍ରସାଦ ମହାନ୍ତି ସ୍ମୃତି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ

ଶିଶୁ ସାହିତ୍ୟିକ କବି ନୃସିଂହ ପ୍ରସାଦ ମହାନ୍ତି ସ୍ମୃତି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ #କଟକ(ଏନ୍‌.ଏମ୍‌.): ଶିଶୁ ସାହିତ୍ୟିକ କବି ଜୀବନ ଦିବଙ୍ଗତ ନୃସିଂହ ପ୍ରସାଦ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିସଭା ନିମନ୍ତେ ସ୍ଥାନୀୟ ବୋଧପୁର ସ୍ଥିତ ଶ୍ରୀ ଶ୍ରୀ ଲୋକନାଥ ମହାଦେବ ମନ୍ଦିର ପରିସରରେ ସ୍ମୃତି କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଛି । ଉକ୍ତ ବୈଠକରେ ବରିଷ୍ଠ ସାମ୍ବାଦିକ ବସନ୍ତ ରଥ ସଭାପତିତ୍ୱ କରିଥିଲେ । ନୃସିଂହ ପ୍ରସାଦ ମହାନ୍ତିଙ୍କର…

Read More

ବିଧାୟିକା ଭାବେ ଶପଥ ଗ୍ରହଣ କଲେ ବର୍ଷା ସିଂ ବରିହା

ବିଧାୟିକା ଭାବେ ଶପଥ ଗ୍ରହଣ କଲେ ବର୍ଷା ସିଂ ବରିହା ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ୧-ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ପ୍ରକାଶଯୋଗ୍ୟ ଯେ ବରଗଡ଼ ଜିଲ୍ଲାର ୧-ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ଯୋଗୁଁ ଏହି ବିଧାନସଭା ଆସନଟି ଖାଲି ରହିଥିଲା । ଚଳିତ ମାସ ୫ ତାରିଖ ଦିନ ଏହି ଆସନ…

Read More

ଚର୍ମବିଣ୍ଡି ରୋଗର ନିରାକରଣ ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତତ୍ପରତା

ଚର୍ମବିଣ୍ଡି ରୋଗର ନିରାକରଣ ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତତ୍ପରତା ଗାଈମାନଙ୍କୁ ପ୍ରତିଷେଧକ ଟୀକା ସହିତ ଗୋପାଳନଙ୍କୁ ସଚେତନତା ଉପରେ ଗୁରୁତ୍ୱ କଟକ(ଏନ୍‍.ଏମ୍‍.): ରାଜ୍ୟରେ ଚର୍ମବିଣ୍ଡି ରୋଗର ନିରାକରଣ ପାଇଁ ସରକାରଙ୍କ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମ୍ପ୍ରତି ରାଜ୍ୟର କେତେକ ସ୍ଥାନରେ ଗାଈ ଗୋରୁଙ୍କ ଠାରେ ଏକ ଭୂତାଣୁ ଜନିତ ଚର୍ମବିଣ୍ଡି…

Read More

କଟକରେ ଆତଙ୍କ : ସହରାଭିମୁଖୀ ହାତୀ ପଲ

କଟକରେ ଆତଙ୍କ : ସହରାଭିମୁଖୀ ହାତୀ ପଲ ହରଡ଼ଘଣାରେ ବନ ବିଭାଗ ଅଧିକାରୀ ଓ କର୍ମଚାରୀ #କଟକ(ଏନ୍‌.ଏମ୍‌.): କଟକସହର ମୁହଁ ହାତୀ ପଲ । ଯାହାକୁ ନେଇ ସହରବାସୀ ଆତଙ୍କିତ । ହାତୀପଲ କଟକ ସହର ତଥା ଏହାର ଉପକଣ୍ଠ ଚୌଦ୍ୱାର, ଜଗତପୁର, ସିଡିଏ ଆଦି ଅଞ୍ଚଳରେ ହାତୀ ଉତ୍ପାତ ବୃଦ୍ଧି ପାଉଥିବା ନେଇ ଅଞ୍ଚଳ ବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ଯାହାକୁ ନେଇ ବନବିଭାଗ ମଧ୍ୟ ହରଡ଼ଘଣାରେ ପଡ଼ିଛି । ହାତୀମାନଙ୍କୁ କେଉଁ ଆଡକୁ…

Read More

ଅସୁରକ୍ଷିତ ପର୍ଯ୍ୟଟନସ୍ଥଳୀ କୋଣାର୍କ: ସାମ୍ବାଦିକଙ୍କ ପେଟରେ ଛୁରୀ ଲଗାଇଲା ଦୂର୍ବୁତ୍ତ, ପୁଲିସ ଅସହାୟ

ଅସୁରକ୍ଷିତ ପର୍ଯ୍ୟଟନସ୍ଥଳୀ କୋଣାର୍କ: ସାମ୍ବାଦିକଙ୍କ ପେଟରେ ଛୁରୀ ଲଗାଇଲା ଦୂର୍ବୁତ୍ତ, ପୁଲିସ ଅସହାୟ #କୋଣାର୍କ(ଏନ୍‌.ଏମ୍‌.): ପର୍ଯ୍ୟଟନସ୍ଥଳୀ କୋଣାର୍କ ଏବେ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡ଼ିଛି । ଏଠାକୁ ଦେଶ ତଥା ବିଦେଶର ଶହ ଶହ ପର୍ଯ୍ୟଟକଙ୍କ ଆଗମନ ହେଉଥିବାବେଳେ ଅସାମାଜିକ ବ୍ୟକ୍ତିଙ୍କ ଅଭୟାରଣ୍ୟ ପାଲଟିଛି । ଏଠାରେ ଦୁବୃର୍ତ୍ତଙ୍କ ଦୌରାତ୍ମ ବଢ଼ିବଢ଼ି ଚାଲିଥିଲେ ମଧ୍ୟ ପୁଲିସର ଅପାରଗତାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ଆଜି ଦୁର୍ବୃତ୍ତଙ୍କ ଆକ୍ରମଣୁ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ବର୍ତ୍ତି ନଥିବା ଜଣାପଡ଼ିଛି…

Read More

ସନ୍ତରଣ ଅଭ୍ୟାସ ବେଳେ ମହାନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ସନ୍ତରଣ ଅଭ୍ୟାସ ବେଳେ ମହାନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ #କଟକ(ଏନ୍‌.ଏମ୍‌.): ସନ୍ତରଣ ଶିକ୍ଷା କାଳ ସାଜିଲା । ଆଜି ଜଗତପୁର ଅଞ୍ଚଳରେ ଥିବା ସନ୍ତରଣ ତାଲିମ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ଜଣେ ଯୁବକ ମହାନଦୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ତେବେ ଯୋବ୍ରା ବ୍ୟାରେଜ ନିଟକରେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ମୃତ ଯୁବକଙ୍କ ନାମ ସୋହେଲ୍ ଖାନ୍ । ତାଙ୍କ ଘର କଟକର ଜଗତପୁର ପୀର ବଜାର ଅଞ୍ଚଳ କାଜିବଜାର ଅଞ୍ଚଳର । ସୋହେଲେ…

Read More

ଇଫୁ ମଲ୍ଲିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଚ୍ୟୁତ ସାମନ୍ତ

ଇଫୁ ମଲ୍ଲିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଚ୍ୟୁତ ସାମନ୍ତ #ଭୁବନେଶ୍ୱର(ଏନ୍‌.ଏମ୍‌.): କନ୍ଧମାଳ ଜିଲ୍ଲାର ଏମବିବିଏସ୍ ଛାତ୍ର ଇଫୁ ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ତାଙ୍କ ନିର୍ବାଚନ ମଣ୍ଡଳୀବାସୀଙ୍କ ତରଫରୁ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ମିଡ଼ିଆକିଆ ପଞ୍ଚାୟତର ବାଗ୍ରାମିଲା ଗ୍ରାମର ଇଫୁ ମଲ୍ଲିକ ଚଳିତ ବର୍ଷ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ କୋରାପୁଟ…

Read More