ଥାନା ଅଧିକାରୀ ରବିନ୍ଦ୍ର ନାଥ ମେହେରଙ୍କ ବଦଳି ପରେ ଝୁରୁଛି ଜଗତପୁର

ଥାନା ଅଧିକାରୀ ରବିନ୍ଦ୍ର ନାଥ ମେହେରଙ୍କ ବଦଳି ପରେ ଝୁରୁଛି ଜଗତପୁର #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ବଦଳି ପରେ ଜଗତପୁର ଅଞ୍ଚଳ ସମସ୍ତ ସାହି ବାସିନ୍ଦା ପୂର୍ବତନ ଆଇଆଇସି ରବିନ୍ଦ୍ର ନାଥ ମେହେରଙ୍କୁ ଝୁରୁଛନ୍ତି । ସେ ଥାନାର ଅଧିକାରୀ ହେବା ସହିତ ଜଗତପୁର ଅଞ୍ଚଳର ସମସ୍ତ ଅନୁଷ୍ଟାନ ସହିତ ସମ୍ପୃକ୍ତ ଥିଲେ । ଅଞ୍ଚଳରେ ଭାଇଚାରା ସମ୍ପର୍କ ବୃଦ୍ଧି କରାଇ ଅପରାଧ ରୋକିବା କ୍ଷେତ୍ରରେ ସେ ଏକ ସ୍ୱତନ୍ତ୍ର ପ୍ରୟାସ ଆରମ୍ଭ କରିଥିଲେ…

Read More

ଆଉ ନାହାନ୍ତି ସାଂସଦ ଅନୁଭବଙ୍କ ବାପା ବିଶିଷ୍ଟ ଶିକ୍ଷାବିତ୍ ଅଭୟ ମହାନ୍ତି

ଆଉ ନାହାନ୍ତି ସାଂସଦ ଅନୁଭବଙ୍କ ବାପା ବିଶିଷ୍ଟ ଶିକ୍ଷାବିତ୍ ଅଭୟ ମହାନ୍ତି #କଟକ(ଏନ୍‌.ଏମ୍‌.): କେନ୍ଦ୍ରାପଡା ସାଂସଦ ତଥା ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି (୭୪)ଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ ।ତାଙ୍କ ମୃତ୍ୟୁ ଖବର ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ମହାନ୍ତିଙ୍କ…

Read More

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କନ୍ଦାଗଡ଼ ପଥର ଖୋଦେଇ କାରିଗରଙ୍କ ଦକ୍ଷତା ବିକାଶକୁ ଗୁରୁତ୍ୱ ପ୍ରାଚୀନ ଶୈଳୀରେ ବିକଶିତ ହେବ ମୋହନ ଗିରି ଶୈବପୀଠ #ଭୁବନେଶ୍ୱର(ଏନ୍‌.ଏମ୍‌.): କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଆଭାଷୀ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡିଙ୍କ ସହ ସବିଶେଷ ଆଲୋଚନା…

Read More

ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ଚଢ଼ାଉ

ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ଚଢ଼ାଉ #ଭଦ୍ରକ(ଏନ୍‌.ଏମ୍‌.): ଇଡିର ସ୍କାନରରେ ଏବେ ରାଜନେତା । ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ସରଗରମ ଆରମ୍ଭ ହୋଇଥିବାବେଳେ ରାଜନେତାଙ୍କ ଘରେ ଏଭଳି ଚଢ଼ାଉକୁ ନେଇ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଏହାର ଫଳାଫଳକୁ ଜନତା ଚାହିଁ ରହିଛନ୍ତି । ଜମି କାରବାରରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଆଜି ଭଦ୍ରକ ଭଣ୍ଡାରିପୋଖରୀ ବିଧାୟକ ତଥା ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ବା…

Read More

ଭିଜିଲାନ୍ସ ଜାଲରେ କୋଟିପତି ଆରଟିଓ

ଭିଜିଲାନ୍ସ ଜାଲରେ କୋଟିପତି ଆରଟିଓ #ଭୁବନେଶ୍ୱର(ଏନ୍‌.ଏମ୍‌.): ଭିଜିଲାନ୍ସ ଜାଲରେ ଏବେ କୋଟିପତି ଆରଟିଓ । ସମ୍ପ୍ରତି ବେଆଇନ ସମ୍ପତ୍ତି ଠୁଳ କରି ଶତାଧିକ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଥିବାବେଳେ ସମ୍ପୃକ୍ତ ଆରଟିଓ ଜଣକ ନିଜର ସମ୍ପତ୍ତି ତାଲିକା ବଢ଼ାଇ ଚାଲିଥିଲେ । ଏନେଇ ଅଭିଯୋଗ ହେବାପରେ ତାଙ୍କୁ ଧରିଛି ଭିଜିଲାନ୍ସ । ଏହି କୋଟିପତି ବୌଦ୍ଧ ଆରଟିଓ ଜଣକ ହେଉଛନ୍ତି ବସନ୍ତ କୁମାର ମହାପାତ୍ର । ତାଙ୍କର ରାଜଧାନୀରେ ଫ୍ଲାଟ ସାଙ୍ଗକୁ ରହିଛି ସପିଂ ଆଉଟଲେଟ୍ ।…

Read More

ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ବସ କଟକ ଗୋପାଳପୁର ନିକଟରେ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ବସ କଟକ ଗୋପାଳପୁର ନିକଟରେ ଦୁର୍ଘଟଣାଗ୍ରସ୍ତ #କଟକ(ଏନ୍‌.ଏମ୍‌.): ୧୬ ନମ୍ବର ଜାତୀୟ ରାଜପଥ ବାଲିକୁଦା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଚନ୍ଦନ ନାମକ ଯାତ୍ରୀବାହୀ ବସ ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାତ୍ରା କରିବା ସମୟରେ ସ୍ଥାନୀୟ କଟକ ବାଲିକୁଦା ନିକଟରେ ହଠାତ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ସଂଧ୍ୟା ପ୍ରାୟ ୭ଟା ସମୟରେ ଓଆର ୦୫ ଏଜେ ୭୪୫୫ ନମ୍ବର ବିଶିଷ୍ଟ ଚନ୍ଦନ ନାମକ…

Read More

କଟକ ନଗର ବିଜେପି ଅଧ୍ୟାପକ ସେଲ ସଂଯୋଜକ ହେଲେ ମାନସ ରଞ୍ଜନ ଓଝା

କଟକ ନଗର ବିଜେପି ଅଧ୍ୟାପକ ସେଲ ସଂଯୋଜକ ହେଲେ ମାନସ ରଞ୍ଜନ ଓଝା #କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାରେ ବିଜେପି ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ବିଭିନ୍ନ ରଣକୌଶଳ ଆପଣେଉଥିବା ଦେଖିବାକୁ ମିଳିଛି । ଏପରିକି ବିଭିନ୍ନ ଦଳରୁ ପ୍ରଭାବଶାଳୀ ନେତାମାନଙ୍କୁ ନିଜ ଦଳରେ ସାମିଲ କରି ସଂଗଠନକୁ ଅଧିକ ମଜଭୁତ କରିବାକୁ ବିଜେପି ଉଦ୍ୟମ କରୁଥିବାବେଳେ ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ବିଭିନ୍ନ ଦାୟିତ୍ୱ ଦେଉଥିବା ଦେଖିବାକୁ ମିଳିଛି । ଦଳରେ ବିଭିନ୍ନ ସଂଗଠନ ମଧ୍ୟରେ ମହିଳା…

Read More

ବିଜେପି ପକ୍ଷରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେଡିର ସମର୍ଥନ

ବିଜେପି ପକ୍ଷରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେଡିର ସମର୍ଥନ #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଜେପି ପକ୍ଷରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆଜି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ତାହାକୁ ପୂର୍ବଭଳି ବିଜେଡି ସମର୍ଥନ ଜଣାଇଛି । ଫଳରେ ଏପର ବି ବିଜେଡି ସମର୍ଥନରେ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ଯିବାକୁ ରାସ୍ତା ପରିଷ୍କାର ହୋଇଛି । ଓଡ଼ିଶାରୁ ୩ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ନୂତନ ପ୍ରାର୍ଥୀପାଇଁ ନାମାଙ୍କନ ଦାଖଲ…

Read More

ବାରହା ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ପ୍ରାଣ ହରାଇଲା ଗଜରାଜ

ବାରହା ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ପ୍ରାଣ ହରାଇଲା ଗଜରାଜ #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱର ସ୍ଥିତ ଭରତପୁର ଜଙ୍ଗଲରେ ଅସୁସ୍ଥ ଏକ ଦନ୍ତା ହାତୀଟିର ମୃତ୍ୟୁ ଘଟିଛି । ଗତକାଲି ମଧ୍ୟରାତ୍ରରେ ଦନ୍ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ବାରହା ଶିକାର ପାଇଁ ଶିକାରୀ ଖଞ୍ଜିଥିବା ବୋମା ଖାଇ ହାତୀଟିର ଅବସ୍ଥା ଗୁରୁତର ଥିଲା । ଭରତପୁର ଜଙ୍ଗଲରୁ ଅସୁସ୍ଥ ଦନ୍ତା ହାତୀଟିକୁ ଠାବ କରାଯାଇଥିଲା । ଅସୁସ୍ଥ ହାତୀର ଚିକିତ୍ସା ଓୟୁଏଟି ଓ ନନ୍ଦନକାନନ ପ୍ରାଣୀ…

Read More

ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କୁ ଖୁସି ଖବର, କମିଲା ବିଜୁଳି ଦର

ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କୁ ଖୁସି ଖବର, କମିଲା ବିଜୁଳି ଦର #ଭୁବନେଶ୍ୱର(ଏନ୍‌.ଏମ୍‌.): ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ଆସିଛି । ବିଜୁଳି ଦର ହ୍ରାସ କଲେ ଓଇଆରସି । ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ୍ ହୋଇଛି । ଘରୋଇ ବ୍ୟତୀତ ଅନ୍ୟ ସମସ୍ତ କାଟେଗୋରୀରେ ଦର ଅପରିବର୍ତ୍ତିତ ରହିବ । ବିପିଏଲ୍ ଉପଭୋକ୍ତାଙ୍କ ପାଇଁ ମାସିକ ଦେୟ ୮୦ରୁ ୭୦ ଟଙ୍କାକୁ ହ୍ରାସ କରାଯାଇଛି । କାଗଜ ଛାଡ଼ି…

Read More

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ଓ ଶୁଭାଶିଷ, ଟିକେଟକୁ ନେଇ କଟକରେ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ଓ ଶୁଭାଶିଷ, ଟିକେଟକୁ ନେଇ କଟକରେ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ସମୟରେ ବିଧାନସଭା ପ୍ରକୋଷ୍ଠରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିକ୍ରମ ଆରୁଖ୍‌, ନିରଞ୍ଜନ ପୂଜାରୀ, ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ଅରୁଣ ସାହୁ,…

Read More

କେନ୍ଦ୍ରାପଡା ମହାବିଦ୍ୟାଳୟର ୬୬ତମ ସ୍ୱନକ୍ଷତ୍ର ଦିବସ

କେନ୍ଦ୍ରାପଡା ମହାବିଦ୍ୟାଳୟର ୬୬ତମ ସ୍ୱନକ୍ଷତ୍ର ଦିବସ #କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୬୬ତମ ସ୍ୱନକ୍ଷତ୍ର ଦିବସ ଏବଂ ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନ ସମାରୋହ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଲୟ ର ଅଧ୍ୟକ୍ଷ ଅଧ୍ୟାପକ ଅଶୋକ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଇଂରାଜୀ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଡ. ବ୍ରଜ ମୋହନ ମିଶ୍ର ଯୋଗଦେଇ ମହାବିଦ୍ୟାଳୟକୁ ନିଜର ମା’ ଭାବିବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ପିଲାମାନଙ୍କୁ…

Read More