ଆଇପିଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟସରକାର, ୩ଜଣଙ୍କୁ ଡିଆଇଜି ଭାବେ ପଦୋନ୍ନତି

ଆଇପିଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟସରକାର, ୩ଜଣଙ୍କୁ ଡିଆଇଜି ଭାବେ ପଦୋନ୍ନତି #ଭୁବନେଶ୍ୱର (ଏନ୍‍.ଏମ୍‍.): ରାଜ୍ୟରେ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ରାଜ୍ୟସରକାରଙ୍କ ପକ୍ଷରୁ ୨୦୦୯ ବ୍ୟାଚର ୩ ଜଣ ଆଇପିଏସ୍‌ଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୧୧ ଜିଲ୍ଲାରେ ନୂଆ ଏସପିମାନଙ୍କୁ ଅବସ୍ଥାପିତ କରାଯାଇଛି । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଜଣାପଡ଼ିଛି ଯେ, ଜଗତସିଂହପୁରରେ ଏସପି ଥିବା ଅଖିଳେଶ୍ୱର ସିଂହଙ୍କୁ ଡିଆଇଜି ଭାବେ…

Read More

ପୂର୍ବତନ କର୍ପୋରେଟରଙ୍କ ମାତୃବିୟୋଗ

ପୂର୍ବତନ କର୍ପୋରେଟରଙ୍କ ମାତୃବିୟୋଗ #କଟକ(ଏନ୍‍.ଏମ୍‍.): କଟକ ମହାନଗର ନିଗମ ପୂର୍ବତନ କର୍ପୋରେଟର ତଥା ଲୋକସଭା ସାଂସଦଙ୍କ ସିଏମସି ପ୍ରତିନିଧି ଚିରଞ୍ଜୟ ସାହୁ(କୁନୁ)ଙ୍କ ମାତା ନିଶାମଣୀ ସାହୁଙ୍କର ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟଜନୀତ ରୋଗରେ ପୀଡ଼ିତ ଥିଲେ । ଜଣେ ମିଷ୍ଠଭାଷୀ, ଧର୍ମପ୍ରାଣା, ମେଳାପି ମହିଳା ଭାବେ ଅଞ୍ଚଳରେ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।…

Read More

ମୃତ୍ୟୁଞ୍ଜୟ ଶତପଥିକୁ ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ ରଣେନ୍ଦ୍ରଙ୍କ ପୁଅ ଆଦିତ୍ୟ

ମୃତ୍ୟୁଞ୍ଜୟ ଶତପଥିକୁ ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ ରଣେନ୍ଦ୍ରଙ୍କ ପୁଅ ଆଦିତ୍ୟ #ଆଠଗଡ଼(ଏନ୍‍.ଏମ୍‍.): ଜଣେ ଗରିବ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପୁତ୍ରର ଚିକିତ୍ସା ନିମନ୍ତେ ସହାୟତାର ହାତ ବଢ଼ାଇଛନ୍ତି ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତ୍ର ଆଦିତ୍ୟ ପ୍ରତାପ ସ୍ୱାଇଁ । ଆଦିତ୍ୟ ବାପାଙ୍କ ଭଳି ଏବେ ଜନସେବାରେ ନିଜକୁ ସାମିଲ କରିଛନ୍ତି । ଅଞ୍ଚଳରେ କେଉଁଠି ଅସହାୟଙ୍କ ସମ୍ପର୍କରେ ସୂଚନା ପାଇବାକ୍ଷଣି ତାଙ୍କ ସୁଖ ଦୁଃଖରେ ଠିଆ ହେବା ସହ ସହାୟତାର…

Read More

ଧବଳେଶ୍ୱର ପୀଠ ସମସ୍ୟାର ତ୍ୱରିତ ସାମାଧାନ ପାଇଁ ହିନ୍ଦୁସେନାର ୪ଦଫା ଦାବିରେ ଅଭିନବ ପ୍ରତିବାଦ

ଧବଳେଶ୍ୱର ପୀଠ ସମସ୍ୟାର ତ୍ୱରିତ ସାମାଧାନ ପାଇଁ ହିନ୍ଦୁସେନାର ୪ଦଫା ଦାବିରେ ଅଭିନବ ପ୍ରତିବାଦ #ଆଠଗଡ଼/କଟକ(ଏନ୍‍.ଏମ୍‍.): ସମ୍ପ୍ରତି ସରକାର ବିକାଶର ଡିଣ୍ଡିମ ପିଟୁଥିବାବେଳେ ଦାୟିତ୍ୱହୀନତା ସ୍ପଷ୍ଟ ବାରି ହୋଇ ପଡ଼ୁଛି । କେବଳ କାଗଜ କଲମରେ ରାଜ୍ୟ ସରକାର ବିକାଶର ନୀଳଛବି ଦେଖାଇ ଲୋକଙ୍କୁ ଭକୁଆ ବନାଉଛନ୍ତି ବୋଲି ଆଜି ହିନ୍ଦୁସେନା ପକ୍ଷରୁ ଅଭିଯୋଗ ହୋଇଛି । ସରକାରୀ ଦାୟିତ୍ୱହୀନତା ଯୋଗୁଁ ରାଜ୍ୟର ସୁପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ଦର୍ଶନ ନିମନ୍ତେ ଥିବା ଏକମାତ୍ର ରାସ୍ତା ଝୁଲାପୋଲକୁ…

Read More

ଆରପାରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’

ଆରପାରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ଅହମଦାବାଦ(ଏଜେନ୍ସି): ମାଆ, ଆମର ପ୍ରାଣ । ଆମ ଆଖିର ଜ୍ୟୋତି । ଓଠର ହସ । ଖୁସିର ଖୋରାକ । ମାଆ- ଆମ ପୂଜା, ଆମ ପ୍ରାର୍ଥନା, ଆମ ଘରମନ୍ଦିରରେ ଦିଅଁଟିଏ । ସେ ମମତାର ମନ୍ଦାକିନୀ । ସ୍ନେହ ସୋହାଗର ସ୍ରୋତସ୍ୱିନୀ, ସାନ୍ନିଧ୍ୟର ସୁଧା ସଂଜୀବନୀ । ଆଶ୍ୱାସନାର ଅଳକାନନ୍ଦା । ସହନଶୀଳତାର ସୀମାହୀନ ସାଗର । ବାତ୍ସଲ୍ୟର ବାରିଧାର । ପିୟୁସର ପ୍ଲାବନ । ଅନ୍ଧାର ରାତିର…

Read More

ଭାରତ ନିର୍ବାଚନ ଆୟୋଗଙ୍କ ନୂଆ ଯୋଜନା: ଘରୋଇ ପ୍ରବାସୀ ଭୋଟରମାନେ ନିଜ ସ୍ଥାନରେ ଦେବେ ଭୋଟ

ଭାରତ ନିର୍ବାଚନ ଆୟୋଗଙ୍କ ନୂଆ ଯୋଜନା: ଘରୋଇ ପ୍ରବାସୀ ଭୋଟରମାନେ ନିଜ ସ୍ଥାନରେ ଦେବେ ଭୋଟ #ଭୁବନେଶ୍ୱର(ଏନ୍‌.ଏମ୍‌.): ନିର୍ବାଚନ ସମୟର ଘରୋଇ ପ୍ରବାସୀ ଭୋଟରମାନଙ୍କ ମତଦାନ ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଏକ ସୁବ୍ୟବସ୍ଥିତ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି । ଘରୋଇ ପ୍ରବାସୀ ଭୋଟରମାନେ ଶିକ୍ଷା, ରୋଜଗାର ଏବଂ ଅନ୍ୟାନ୍ୟ କାରଣରୁ ନିଜ ନିର୍ବାଚନ ମଣ୍ଡଳୀ ବାହାରେ ରହୁଥିବାରୁ ସାଧାରଣ ନିର୍ବାଚନ କିମ୍ବା ଉପନିର୍ବାଚନ ସମୟରେ ନିଜ ସାମ୍ବିଧାନିକ ଅଧିକାର ମତଦାନ କାର୍ଯ୍ୟରୁ ବିଭିନ୍ନ କାରଣରୁ…

Read More

ଗୁଡ଼ି ଉଡ଼ା ଉପରେ କଟକଣା ଲଗାଇବାକୁ ଡିସିପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଡ଼ି ଉଡ଼ା ଉପରେ କଟକଣା ଲଗାଇବାକୁ ଡିସିପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ଗୁଡିଉଡା ଲାଇଲନ ମାଞ୍ଜା ସୂତା ବିକ୍ରିକୁ ରୋକ ଲଗାଇବାକୁ “କଟକ-ଚୌଦ୍ୱାର ବିକାଶ ପରିଷଦ’ପକ୍ଷରୁ ସଭାପତି ମାନସ ପରିଡାଙ୍କ ନେତୃତ୍ୱରେ ଡିସିପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏ ନେଇ ପରିଷଦ ପକ୍ଷରୁ ଜଗତପୁର ଥାନାର ଆଇଆଇସି ରବୀନ୍ଦ୍ରନାଥ ମେହେରଙ୍କ ଜରିଆରେ ପ୍ରଦତ୍ତ ଦାବିପତ୍ରରେ ସହରରେ ଗୁଡିଉଡ଼ା ଏବଂ ଲାଇଲନ ମାଞ୍ଜାସୂତା ବିକ୍ରି ଉପରେ କଟକଣା ଲଗାଇବା ପାଇଁ ଦାବି…

Read More

ପ୍ରଶାସନର ଧବଳେଶ୍ୱର ମନ୍ଦିର ବନ୍ଦକୁ ବିରୋଧ: ରାଜପଥ ଅବରୋଧ କରିବ ପୂଜକ ସମିତି

ପ୍ରଶାସନର ଧବଳେଶ୍ୱର ମନ୍ଦିର ବନ୍ଦକୁ ବିରୋଧ: ରାଜପଥ ଅବରୋଧ କରିବ ପୂଜକ ସମିତି #ଆଠଗଡ଼(ଏନ୍‌.ଏମ୍‌.): ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ କଟକ ଜିଲ୍ଲା ଆଠଗଡ଼ର ବାବା ଧବଳେଶ୍ୱରଙ୍କ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି କରାଯାଇଛି । ଦୀର୍ଘ ଦୁଇ ମାସ ଧରି ରହିଛି ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିଥିବାବେଳେ ସେବାୟତମାନଙ୍କ ରୋଜଗାର ମଧ୍ୟ ବନ୍ଦ ରହିଛି । ଗୋଟିଏ ପଟେ ପ୍ରଶାସନ ପକ୍ଷରୁ ଝୁଲାପୋଲର ରକ୍ଷଣାବେକ୍ଷଣରେ ଅବହେଳା ତଥା ବାଟମାରଣା ନୀତି ଯୋଗୁଁ…

Read More

ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସରକାରଙ୍କ ସମୀକ୍ଷା: କଟକଣା ଲାଗୁ ହେବନି ବୋଲି କହିଲେ ସ୍ୱାସ୍ଥ୍ୟ ସଚିବ

ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସରକାରଙ୍କ ସମୀକ୍ଷା: କଟକଣା ଲାଗୁ ହେବନି ବୋଲି କହିଲେ ସ୍ୱାସ୍ଥ୍ୟ ସଚିବ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ଜନସାଧାରଣ ଚିନ୍ତିତ ଥିବାବେଳେ ଏ ନେଇ ରାଜ୍ୟସରକାର ସ୍ପଷ୍ଟ କରିଛନ୍ତି । ଆଜି ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନ ପଣ୍ଡିତ ରାଜ୍ୟବାସୀଙ୍କ ନିମନ୍ତେ ବାର୍ତ୍ତା ଦେଇ କହିଛନ୍ତି ଯେ ସମ୍ପ୍ରତି ରାଜ୍ୟରେ କୋଭିଡ଼ ସ୍ଥିତି ଚିନ୍ତାଜନକ ନୁହେଁ । ଚୀନରେ କୋଭିଡ୍ ପରିସ୍ଥିତି ଯାହା ତା’ର କାରଣ ଅନେକ,…

Read More

୮ଦଫା ଦାବି ନେଇ ଅଙ୍ଗନୱାଡ଼ି କର୍ମଚାରୀଙ୍କ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

୮ଦଫା ଦାବି ନେଇ ଅଙ୍ଗନୱାଡ଼ି କର୍ମଚାରୀଙ୍କ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ #କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ ପକ୍ଷରୁ ଅଙ୍ଗନୱାଡ଼ି କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବି ନେଇ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ଅଙ୍ଗନୱାଡ଼ି କର୍ମୀଙ୍କ ଦାବି ନେଇ ଗତ ନଭେମ୍ବର ୨୧ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଭୁବନେଶ୍ୱରରେ ଧାରଣା ପ୍ରଦର୍ଶନ ସହିତ କାର୍ଯ୍ୟ ବନ୍ଦ…

Read More

କଟକରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହାସମ୍ମିଳନୀ ମାର୍ଚ୍ଚରେ

କଟକରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହାସମ୍ମିଳନୀ ମାର୍ଚ୍ଚରେ #କଟକ(ଏନ୍‌.ଏମ୍‌.): ଶ୍ରୀ ଜଗନ୍ନାଥ ଚେତନା ମଞ୍ଚ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହାସମ୍ମିଳନୀ କଟକର ଐତିହାସିକ ବାଲିଯାତ୍ରା ପଡ଼ିଆଠାରେ ୯ଦିନ ବ୍ୟାପି ଅନୁଷ୍ଠିତ ହେବ । ବିଶ୍ୱର ଶାନ୍ତି ନିମନ୍ତେ ୭ଦିନ ବ୍ୟାପୀ ବିଶିଷ୍ଟ ସାଧୁ ସନ୍ଥଙ୍କ ତତ୍ତ୍ୱାବଧାନରେ ମହାଯଜ୍ଞର ଆନ୍ଦୋଳନ କରାଯିବ । ଯଜ୍ଞରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ସାଧୁସନ୍ଥ ଯୋଗଦେବେ । ବିଶ୍ୱରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରର…

Read More

ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ୧୪୧ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ

ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ୧୪୧ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ #କଟକ(ଏନ୍‌.ଏମ୍‌.): ପୁଣ୍ୟାତ୍ମା ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ୧୪୧ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଓଷା ତରଫରୁ ପ୍ୟାରୀମୋହନ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଡ.ବିଶ୍ୱଜିତ୍ ଘୋଷଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଜଷ୍ଟିସ୍ ଚୌଧୁରୀ ପି.କେ. ମିଶ୍ର ଯୋଗଦେଇ ଏହି ଶିକ୍ଷାନୁଷ୍ଠାନର ଗୌରବମୟ ଇତିହାସ ସମ୍ପର୍କରେ ଅବତାରଣା କରିଥିଲେ । ମୁଖ୍ୟବକ୍ତା ଭାବେ ବାବାଜୀ ଚରଣ ପଟ୍ଟନାୟକ ଯୋଗଦେଇ କଟକରେ ଶିକ୍ଷାର ବିକାଶ ପାଇଁ ପୁଣ୍ୟାତ୍ମା ପ୍ୟାରୀମୋହନ…

Read More