ରାଇରଙ୍ଗପୁର ପୂର୍ଣ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ମାର୍ଚ୍ଚ ୪,୫,୬ ଏବଂ ୭ ତାରିଖରେ ବିଶ୍ୱଶାନ୍ତି ମହାଯଜ୍ଞ
ରାଇରଙ୍ଗପୁର ପୂର୍ଣ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ମାର୍ଚ୍ଚ ୪,୫,୬ ଏବଂ ୭ ତାରିଖରେ ବିଶ୍ୱଶାନ୍ତି ମହାଯଜ୍ଞ #ରାଇରଙ୍ଗପୁର(ଏନ୍.ଏମ୍.): ସାରା ବିଶ୍ୱ ବାସ୍ତୁବାଦୀ ଦୁନିଆରେ ପାଦ ଦେଇ ଅଶାନ୍ତ ହୋଇପଡିଛି ପ୍ରକୃତି । ପରିବେଶ, ସାମାଜିକ ସବୁକିଛି ପ୍ରଦୂଷିତ ହେଉ ପଡ଼ିଛି । ମେସିନ ଓ ଟଙ୍କା ପଛରେ ଗୋଡାଇ ମଣିଷ ସମାଜ ଏକ ଅସ୍ଥିରତା ଓ ଅଶାନ୍ତ ଭିତରେ ଗତି କରୁଛି । ଏଥିପାଇଁ ବିଶ୍ୱରେ ଦୁର୍ଗତିର ବିନାଶ ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ବ୍ରାହ୍ମଣମାନଙ୍କର…
