ଜାତୀୟ କୌଶଳ ଯୋଗ୍ୟତା ଆଧାରରେ ଧନ୍ଦାମୂଳକ ଶିକ୍ଷାର ପୁନର୍ବିନ୍ୟାସ

ଜାତୀୟ କୌଶଳ ଯୋଗ୍ୟତା ଆଧାରରେ ଧନ୍ଦାମୂଳକ ଶିକ୍ଷାର ପୁନର୍ବିନ୍ୟାସ ଆର.ଆଇ.ଇ. ଭୁବନେଶ୍ୱର ଠାରେ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କନିଷ୍ଠ ଅଧ୍ୟାପକଙ୍କ ପାଞ୍ଚଦିନିଆ ତାଲିମ ଶିବିର ଉଦ୍‌ଘାଟିତ #ଭୁବନେଶ୍ୱର(ଏନ୍‌.ଏମ୍‌.): ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ଆୟୋଜିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ରାଜ୍ୟର ୧୯୩ ଜଣ କନିଷ୍ଠ ଅଧ୍ୟାପକଙ୍କ ପାଞ୍ଚଦିନିଆ ତାଲିମ ଶିବିର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଦ୍ୱାରା ଉଦ୍‌ଘାଟିତ…

Read More

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅଘଟଣ: ରାଜ୍ୟ ପାଇଁ ଲଜ୍ଜା; ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅଘଟଣ: ରାଜ୍ୟ ପାଇଁ ଲଜ୍ଜା ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି #ବାରିପଦା(ଏନ୍‌.ଏମ୍‌.): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଭାଷଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ପୂରା ହଲ୍ ଅନ୍ଧାର ହୋଇଯାଇଥିଲା । ଏସି ଓ ମାଇକ ଚାଲିଥିଲା, କିନ୍ତୁ ଲାଇଟ ସବୁ କଟି…

Read More

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନ: ୫ଟି ଜିଲ୍ଲାର ୩୫୯ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନ: ୫ଟି ଜିଲ୍ଲାର ୩୫୯ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ଜନସାଧାରଣଙ୍କ ଭାଗିଦାରୀର ପ୍ରକୃଷ୍ଟ ଉଦାହରଣ ହେଉଛି ସ୍କୁଲ ରୂପାନ୍ତର -ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍କୁଲ ରୂପାନ୍ତରର ପ୍ରତ୍ୟେକସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି । ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର ସବୁସ୍ତରରେ ସଂଶ୍ଲିଷ୍ଟ ହୋଇଛନ୍ତି । କେଉଁ କାର୍ଯ୍ୟରେ କେତେ ଖର୍ଚ୍ଚ ହେଉଛି, ସେ ବିଷୟରେ…

Read More

କମିଶନରେଟ ପୁଲିସ ବିଭାଗରେ ଯୋଗ ଦେଇଥିବା ନୂତନ କନଷ୍ଟେବଳମାନଙ୍କୁ ନେଇ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ

କମିଶନରେଟ ପୁଲିସ ବିଭାଗରେ ଯୋଗ ଦେଇଥିବା ନୂତନ କନଷ୍ଟେବଳମାନଙ୍କୁ ନେଇ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ #ଭୁବନେଶ୍ୱର(ଏନ୍‍.ଏମ୍‍.): ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ବିଭାଗରେ ଯୋଗଦାନ କରିଥିବା ନୂତନ କନଷ୍ଟେବଳମାନଙ୍କୁ ନେଇ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ସ୍ଥାନୀୟ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର-କଟକର ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର-କଟକର ଅତିରିକ୍ତ ପୁଲିସ କମିଶନର ଡଃ ଉମାଶଙ୍କର ଦାସ, ଭୁବନେଶ୍ୱରର ଡିସିପି ପ୍ରତୀକ…

Read More

ଶିଶୁ ସମ୍ପଦର ସୁରକ୍ଷା ଜରୁରୀ: ଶିଶୁ ଶ୍ରମ ନିରୋଧ ଦିବସରେ ଆହ୍ୱାନ

ଶିଶୁ ସମ୍ପଦର ସୁରକ୍ଷା ଜରୁରୀ: ଶିଶୁ ଶ୍ରମ ନିରୋଧ ଦିବସରେ ଆହ୍ୱାନ #ଭୁବନେଶ୍ୱର (ଏନ୍‍.ଏମ୍‍.): ଶିଶୁ ସମ୍ପଦର ସୁରକ୍ଷା ହେଲେ ଦେଶ ଓ ସମାଜ ସଶକ୍ତ ହେବ । ଶିଶୁ ସମ୍ପଦର ସୁରକ୍ଷା ପାଇଁ ଶିଶୁଙ୍କ ମୁଣ୍ଡରୁ ଶ୍ରମ ହଟାଇ ଶିକ୍ଷା ପ୍ରଦାନ କରିବା ଜରୁରୀ ବୋଲି ବୁଦ୍ଧପାର୍କ ସମ୍ମୁଖରେ ସିସିଡବ୍ଲ୍ୟୁଡି ଓ ଆକ୍ସନଏଡ୍ ଆସୋସିଏସନର ମିଳିତ ଆନୁକୁଲ୍ୟରେ ଶିଶୁଶ୍ରମ ନିରୋଧ ଦିବସ ଅବକାଶରେ ଆୟୋଜିତ ଦସ୍ତଖତ ଅଭିଯାନ ଓ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମରେ ମତ ପ୍ରକାଶ…

Read More

ରେଲୱେ ଏସପିଙ୍କୁ ବଦନାମ ଚକ୍ରାନ୍ତକୁ ଓଡ଼ିଶା ପୁଲିସ ହାବିଲଦାର ଓ କନଷ୍ଟେବଳ ଜିଆରପି ବ୍ରାଞ୍ଚ ସଂଘର ନିନ୍ଦା

ରେଲୱେ ଏସପିଙ୍କୁ ବଦନାମ ଚକ୍ରାନ୍ତକୁ ଓଡ଼ିଶା ପୁଲିସ ହାବିଲଦାର ଓ କନଷ୍ଟେବଳ ଜିଆରପି ବ୍ରାଞ୍ଚ ସଂଘର ନିନ୍ଦା #କଟକ(ଏନ୍‌.ଏମ୍‌.): କଟକ ରେଳବାଇ ଏସପି (ଏସଆରପି) ସୁନିଲ କୁମାର ଆଚାର୍ଯ୍ୟଙ୍କ ବିରୋଧରେ କିଛି ଖଳ ପ୍ରକୃତର କର୍ମଚାରୀ ତାଙ୍କୁ ବଦନାମ କରିବାକୁ ଚକ୍ରାନ୍ତ କରିବା ଭଳି ଓଡ଼ିଶା ପୁଲିସ ହାବିଲଦାର ଓ କନଷ୍ଟେବଳ ଜିଆରପି ବ୍ରାଞ୍ଚ ଆସୋସିଏସନ ସଂଗୀନ ଅଭିଯୋଗ ଆଣିଛି । ସଂଘର ସଭାପତି ମାନସ କୁମାର ବାରିକ, ସମ୍ପାଦକ ରଜନୀକାନ୍ତ ବିଶ୍ୱାଳ ଆଜି ଏକ ସାମ୍ବାଦିକ…

Read More

କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଓଡିଶା ମୁଖ୍ୟଙ୍କ ସହ ଆଲୋଚନା

କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଓଡିଶା ମୁଖ୍ୟଙ୍କ ସହ ଆଲୋଚନା #ଭୁବନେଶ୍ୱର /କଟକ(ଏନ୍‍.ଏମ୍‍.): ରାଜ୍ୟ କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଓଡ଼ିଶା ମୁଖ୍ୟଙ୍କ ସହ ସାକ୍ଷାତ କରାଯାଇ ଆଲୋଚନା କରାଯାଇଛି । ଓଡିଶାରେ ଥିବା ୨ ଲକ୍ଷ ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକମାନେ ସେମାନଙ୍କର ପେନସନ, ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ଅନ୍ୟାନ୍ୟ କାର୍ଯ୍ୟବାବଦରେ ଭବିଷ୍ୟନିଧି ସଂଗଠନର ଓଡିଶାରେ ଥିବା ଚାରିଗୋଟି ଆଞ୍ଚଳିକ କାର୍ଯ୍ୟାଳୟ ଯଥା ବ୍ରହ୍ମପୁର, କେନ୍ଦୁଝର, ରାଉରକେଲା ଓ ଭୁବନେଶ୍ୱର ଉପରେ ନିର୍ଭର କରିଥାନ୍ତି…

Read More

କୋଣାର୍କ ଭଗବତୀ ମହାବିଦ୍ୟାଳୟ ଜମିକୁ ଗ୍ରାମ୍ୟ ନିର୍ମାଣ ବିଭାଗ ଜବର ଦଖଲ କରି ପ୍ରାଚୀର ନିର୍ମାଣ କାର୍ଯ୍ୟକୁ ବିରୋଧ

କୋଣାର୍କ ଭଗବତୀ ମହାବିଦ୍ୟାଳୟ ଜମିକୁ ଗ୍ରାମ୍ୟ ନିର୍ମାଣ ବିଭାଗ ଜବର ଦଖଲ କରି ପ୍ରାଚୀର ନିର୍ମାଣ କାର୍ଯ୍ୟକୁ ବିରୋଧ ପ୍ରତିଷ୍ଠାତା ସଦସ୍ୟ ଓ ପୁରାତନ ଛାତ୍ର ସଂଘ ପକ୍ଷରୁ ଘଟଣାକୁ ନିନ୍ଦା #କୋଣାର୍କ (ଏନ୍‌.ଏମ୍‌.): ଉଚ୍ଚ ଶିକ୍ଷାର ବିକାଶ ପାଇଁ ୧୯୭୮ ମସିହାରେ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳୀ କୋଣାର୍କରେ ଗଢିଉଠିଥିଲା କୋଣାର୍କ ଭଗବତୀ ମହାବିଦ୍ୟାଳୟ । ଇତି ମଧ୍ୟରେ ମହାବିଦ୍ୟାଳୟକୁ ୪୫ ବର୍ଷ ବିତିଗଲାଣି । ହେଲେ ସରକାରଙ୍କ ଉଦାସିନତା ପାଇଁ ଏହି ମହାବିଦ୍ୟାଳୟଟି ବହୁ ପଛରେ…

Read More

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ ଛାତ୍ର ମାନଙ୍କ ସଫଳତା ଓଡିଶାର ସଫଳତା – ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାର ୧୦୬ଟି ହାଇସ୍କୁଲ, ଅନୁଗୁଳର ୮୭ଟି, କେନ୍ଦୁଝରର ୫୭ଟି ଓ ଜଗତସିଂହପୁରର ୧୦୭ଟି ହାଇସ୍କୁଲ ଅନ୍ତର୍ଭୁକ୍ତ । ତୃତୀୟ…

Read More

ସ୍ୱାଭିମାନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ

ସ୍ୱାଭିମାନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ #ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାଭିମାନ ଦ୍ୱାରା ୨ଦିନ ଧରି ସ୍ୱ-ପରାୟଣତା, ହେମୋଫିଲିଆ ରୋଗ(ରକ୍ତ ଜନିତ ବିକାରତା), ବୌଦ୍ଧିକ ଅକ୍ଷମତା ଏବଂ ଦୃଷ୍ଟି ବାଧିତ ବ୍ୟକ୍ତି ବିଶେଷମାନେ କିପରି ସାମାଜିକ ଭେଦଭାବର ସମ୍ମୁଖୀନ ହୁଅନ୍ତି, ସେମାନଙ୍କ ପାଇଁ ଆଇନରେ କ’ଣ ବ୍ୟବସ୍ଥା ରହିଛି ଏବଂ ସମ୍ମିଳିତ ଶିକ୍ଷାରେ କିପରି ବ୍ୟବସ୍ଥା ରହିଛି ଏହି ବିଷୟବସ୍ତୁକୁ ନେଇ ଏକ ସଚେତନତାର ବାର୍ତ୍ତା ବହନ କରୁଥିବା ପଥ ପ୍ରାନ୍ତ ନାଟକ ପ୍ରଥମ ଦିନ ଏସପ୍ଲାନେଡ୍ ରସୁଲଗଡ଼…

Read More

ଆମ୍ୱିଳି ଗାଁ ବିକାଶ ପରିଷଦର ପ୍ରତିଷ୍ଠା ଦିବସ : ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବିତରଣ

ଆମ୍ୱିଳି ଗାଁ ବିକାଶ ପରିଷଦର ପ୍ରତିଷ୍ଠା ଦିବସ : ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବିତରଣ କୋଣାର୍କ(ଏନ୍‌.ଏମ୍‌.): ‘ପାଠପଢି ବଡ଼ ମଣିଷ ହୁଅ । ବିଶ୍ୱର କୋଣ ଅନୁକୋଣରେ ଯେଉଁଠି ଥିଲେ ବି ନିଜର ଗାଁ ମାଟିକୁ ଭୁଲି ଯାଅନି’ ବୋଲି ଆମ୍ୱିଳି ଗାଁ ବିକାଶ ପରିଷଦର ପ୍ରତିଷ୍ଠା ଦିବସରେ ଅତିଥିମାନେ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । କୋଣାର୍କ ନିକଟ ଆମ୍ୱିଳି ଗାଁ ସ୍ଥିତ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ଆମ୍ୱିଳି ଗାଁ ବିକାଶ…

Read More

ଆଦର୍ଶ ଶିଶୁ ଜ୍ଞାନମନ୍ଦିରର ବାର୍ଷିକ ଉତ୍ସବ

ଆଦର୍ଶ ଶିଶୁ ଜ୍ଞାନମନ୍ଦିରର ବାର୍ଷିକ ଉତ୍ସବ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଚାଉଳିଆଗଞ୍ଜସ୍ଥିତ ଆଦର୍ଶ ଶିଶୁ ଜ୍ଞାନ ମନ୍ଦିରରେ ୨୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ଉଦ୍‌ଘାଟକ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଛାତ୍ରଛାତ୍ରୀ ପାଶ୍ଚାତ ସଭ୍ୟତା ପ୍ରତି ଆକୃଷ୍ଟ ହେବା ପରିବର୍ତ୍ତେ ନିଜର ପରମ୍ପରାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିବା ସହ ଛାତ୍ରଛାତ୍ରୀମାନେ ସମୟାନୁବର୍ତ୍ତିତା ହେବା ସହ ଶିକ୍ଷା ଉପରେ ଧ୍ୟାନଦେଲେ ସମାଜରେ ଜଣେ ପ୍ରତିଷ୍ଠିତ…

Read More