ଆଠଗଡରେ କାରଗିଲ ବିଜୟ ଦିବସ
ଆଠଗଡରେ କାରଗିଲ ବିଜୟ ଦିବସ ଆଠଗଡ଼(ଏନ୍.ଏମ୍.): ଭାରତୀୟ ସେନାର ସୌର୍ଯ୍ୟ ଏବଂ ପରାକ୍ରମର ଦିବସ ବିଜୟ ଦିବସ । ଆଜିର ଦିନରେ ଭାରତୀୟ ସେନାର ବୀର ସନ୍ତାନମାନଙ୍କ ବଳିଦାନରେ ପାକିସ୍ତାନର ଆଘୋଷିତ ଯୁଦ୍ଧକୁ ଜୟ କରିଥିଲା ଭାରତୀୟ ସେନା । କାରଗିଲ ପାହାଡ ଉପରେ ତ୍ରିରଙ୍ଗା ଉଡାଇବାର ସ୍ୱର୍ଣିମ ମୂହୃର୍ତ୍ତକୁ ମନେ ପକେଇବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ବିଜୟ ଦିବସ ଭାବରେ ସାରା ଦେଶରେ ପାଳିତ ହେଉଛି । ଓଡ଼ିଶାର ୧୩ ଜଣ ବୀର…
