ବ୍ରାହ୍ମଣ ଗାଁ ମେଳଣରେ କୃଷ୍ଣବେଣୀ ପୁସ୍ତକ ଉନ୍ମୋଚନ

ବ୍ରାହ୍ମଣ ଗାଁ ମେଳଣରେ କୃଷ୍ଣବେଣୀ ପୁସ୍ତକ ଉନ୍ମୋଚନ #ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବ୍ରାହ୍ମଣଗାଁ ମେଳଣର ୫୨୩ ବର୍ଷର ପୂର୍ତ୍ତି ମହୋତ୍ସବ ବହୁ ଧୁମଧାମରେ ପାଳନ ହୋଇଯାଇଛି । ଦୋଳଉତ୍ସବରେ ଆୟୋଜିତ ସାଧାରଣ ସଭାରେ ପୁସ୍ତୁକ କୃଷ୍ଣବେଣୀକୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଅନୁଷ୍ଠାନ ବ୍ରାହ୍ମଣଗାଁର ଦେବେନ୍ଦ୍ର କୁମାର ଶତପଥୀଙ୍କ ସଭାପତିତ୍ୱରେ ଅଧିକାରୀ ନୀରଞ୍ଜନ ଦାଶ,ଏବଂ ମୁଖ୍ୟଅତିଥି ପବିତ୍ର ମୋହନ ପାଣିଗ୍ରାହୀଙ୍କ କରକମଳରେ ଏହି ପୁସ୍ତକ ଲୋକାର୍ପଣ କରାଯାଇଥିଲା । ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ…

Read More

ଓଡ଼ିଶା ଚିତ୍ରକଳା ଏକାଡେମୀ ପକ୍ଷରୁ ଏକ ଦିବସୀୟ ଶିଳ୍ପୀ ଶିବିର

ଓଡ଼ିଶା ଚିତ୍ରକଳା ଏକାଡେମୀ ପକ୍ଷରୁ ଏକ ଦିବସୀୟ ଶିଳ୍ପୀ ଶିବିର #କଟକ(ଏନ୍‌.ଏମ୍‌.): ଓଡ଼ିଶା ଚିତ୍ରକଳା ଏକାଡେମୀ ପକ୍ଷରୁ ସ୍ଥାନୀୟ ତତ୍ତ୍ୱବଟ ଠାରେ ଏକ ଦିବସୀୟ ଶିଳ୍ପୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଫଗୁଣର ରଙ୍ଗ ଶିର୍ଷକ ଚିତ୍ରପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଧର୍ମପଦ ପୁରସ୍କାର ପ୍ରାପ୍ତ ଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ଯୋଗୁଁ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଫଗୁଣର ରଙ୍ଗ ତଥା ହୋଲିର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ ।…

Read More

ଗୋଟିଏ ବେଦୀରେ ଦୁଇଜଣଙ୍କୁ ବାହା ହେଲେ ରସିକିଆ ସ୍ୱାମୀ

ଗୋଟିଏ ବେଦୀରେ ଦୁଇଜଣଙ୍କୁ ବାହା ହେଲେ ରସିକିଆ ସ୍ୱାମୀ #ହାଇଦ୍ରାବାଦ(ଏଜେନ୍ସି): ଗୋଟିଏ ବେଦୀରେ ଦୁଇ ଜଣଙ୍କୁ ବାହା ହେଲେ ଜଣେ ବ୍ୟକ୍ତି । ଏଭଳି ଘଟଣା ସମସ୍ତଙ୍କ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ । ତେବେ ଉଭୟଙ୍କ ସହ ଉକ୍ତ ଯୁବକ ଜଣକ ଲିଭ ଇନରେ ରହୁଥିଲେ । ବେଦୀରେ ବର ଜଣଙ୍କ ବସିଥିବା ବେଳେ ଦୁଇ ଜଣ କନିଆ ତାଙ୍କ ଦୁଇ ପାର୍ଶ୍ୱରେ ବସି ଏକା ସାଙ୍ଗରେ ତାଙ୍କୁ ସ୍ୱାମୀ ଭାବେ ଗ୍ରହଣ କରିଛନ୍ତି…

Read More

ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି

ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି #ଭୁବନେଶ୍ୱର/ ରାଉରକେଲା (ଏନ୍‌.ଏମ୍‌.): ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍ ସମେତ ବିର୍ସା ମୁଣ୍ଡା ସୁଇମିଂ କମ୍ପେ୍ଳକ୍ସ ଏବଂ ବହୁତଳ କାର ପାର୍କିଂ ସୁବିଧାର ଉଦଘାଟନ କରିଛନ୍ତି…

Read More

ଓଡିଶା ଦିବସ ପାଳନ ଉପଲକ୍ଷେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ଓଡିଶା ଦିବସ ପାଳନ ଉପଲକ୍ଷେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ #ଭୁବନେଶ୍ୱର (ଏନ୍‌.ଏମ୍‌.): ଚଳିତ ବର୍ଷ ଓଡିଶା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନ ୨ୟ ମହଲା ସମ୍ମିଳନୀ କକ୍ଷରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସବିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଓଡିଶାର ଗୌରବ ବହନ କରୁଥିବା ଏହି ଉତ୍ସବକୁ ଅଧିକ ସରସ ସୁନ୍ଦର ଓ ଆନନ୍ଦ ଉଲ୍ଲାସର…

Read More

ଧୁମଧାମରେ ପାଳନ ହେଲା କୃଷ୍ଣେଶ୍ୱର ଦୋଳ ମେଲଣ

ଧୁମଧାମରେ ପାଳନ ହେଲା କୃଷ୍ଣେଶ୍ୱର ଦୋଳ ମେଲଣ #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳର ନିମପୁର କୃଷ୍ନେଶ୍ୱର ମେଲଣ ପଡିଆରେ ସର୍ବପୁରାତନ ଦୋଳ ମେଲଣ ମହା ସମାରୋହରେ ପାଳିତ ହୋଇଯାଇଛି । ବିଭିନ୍ନ ଅଞ୍ଚଳରୁ ବିମାନରେ ଦୋଳଗୋବିନ୍ଦଙ୍କୁ ରୋଷଣୀ କରି ବିଭିନ୍ନ ନୃତ୍ୟ, ସଂଙ୍ଗୀତ, ଲଉଡି ନାଚ, ଘଣ୍ଟ ବାଦ୍ୟ, ବାଘ ନାଚ, ଢୋଲ ବାଦ୍ୟ, ତାଳମୂଳି ବାଦ୍ୟର ତାଳେ ତାଳେ ସାହି ଓ ବଜାର ପରିକ୍ରମା କରି କୃଷ୍ଣେଶ୍ୱର ମେଲଣ ପଡିଆରେ ଏକତ୍ରିତ କରାଯାଇଥିଲା । ମେଲଣରେ ଶତାଧିକ…

Read More

ଆନ୍ତର୍ଜାତିକ ମହିଳା ଦିବସ

ଆନ୍ତର୍ଜାତିକ ମହିଳା ଦିବସ ପୌରାଣିକ ଓ ଐତିହାସିକ ପୃଷ୍ଠା ଓଲଟାଇଲେ ମହିଳା ମାନଙ୍କ ବୀରତ୍ୱ, ସାହସର କିର୍ତ୍ତି ସ୍ପଷ୍ଟ ପ୍ରକଟିତ: ଜିଲ୍ଲାପାଳ #କୋଣାର୍କ/ପୁରୀ (ଏନ୍‌.ଏମ୍‌.): ମହିଳାମାନେ ସମାଜର ପ୍ରଗତିର କର୍ଣ୍ଣଧାର । ସେଥିପାଇଁ କୁହାଯାଏ ଜଣେ ମହିଳା ଶିକ୍ଷିତ ଓ ସଚେତନ ହେଲେ ସମଗ୍ର ପରିବାର ଶିକ୍ଷିତ ଓ ସଚେତନ ହୁଏ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । ପୂର୍ବାହ୍ନରେ ସଦଭାବନା ସଭାଗୃହ ପରିସରରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ…

Read More

ରାଇରଙ୍ଗପୁରର ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ ପକ୍ଷରୁ ରଙ୍ଗ ରଙ୍ଗୋଲି ଓ ସମ୍ବର୍ଦ୍ଧନା ଉତ୍ସବ

ରାଇରଙ୍ଗପୁରର ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ ପକ୍ଷରୁ ରଙ୍ଗ ରଙ୍ଗୋଲି ଓ ସମ୍ବର୍ଦ୍ଧନା ଉତ୍ସବ #ରାଇରଙ୍ଗପୁର(ଏନ୍‌.ଏମ୍‌.): ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳର ଅନନ୍ୟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ ଆନୁକୁଲ୍ୟରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ମନୋଜ ଦାସଙ୍କ ପୌରହିତ୍ୟରେ ବସନ୍ତ ଉତ୍ସବ ‘ରଙ୍ଗ ରଙ୍ଗୋଲି’ ଏବଂ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ବସନ୍ତ ଉତ୍ସବ ପରିପ୍ରେକ୍ଷୀରେ ଅପରାହ୍ନରେ କବିତା ଆସର ‘ଫଗୁଣରେ ଫଗୁ’ ଶିକ୍ଷକ ରଂଜନ ନନ୍ଦ, ଡଃ ଦିଗମ୍ବର ଗିରି ଏବଂ ତିମିର…

Read More

ଭଦ୍ରକ ଯାଦବ ପଡ଼ିଆରେ ବାସୁଦେବାୟନ-୨୦୨୩

ଭଦ୍ରକ ଯାଦବ ପଡ଼ିଆରେ ବାସୁଦେବାୟନ-୨୦୨୩ #ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବପୁର ସ୍ଥିତ ଯାଦବ ପଡିଆ ଠାରେ ପୌର ପରିଷଦ ଆନୁକୁଲ୍ୟରେ ବାସୁଦେବପୁର ମହୋତ୍ସବ, ବାସୁଦେବାୟନ- ୨୦୨୩ ଅନୁଷ୍ଟିତ ହୋଇ ଯାଇଛି । ଚାରି ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ବାସୁଦେବପୁର ମହୋତ୍ସବକୁ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ବାସୁଦେବପୁରର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ମହୋଦୟ ଓ କ୍ରୀଡା ଓ ଯୁବ…

Read More

ପ୍ରଧାନଶିକ୍ଷକଙ୍କ ଅବସରରେ ଭାବବିହ୍ୱଳ ହେଲେ ଗ୍ରାମବାସୀ

ପ୍ରଧାନଶିକ୍ଷକଙ୍କ ଅବସରରେ ଭାବବିହ୍ୱଳ ହେଲେ ଗ୍ରାମବାସୀ ମାହାଙ୍ଗା(ଏନ୍‌.ଏମ୍‌.): ଗୋଟିଏ ପିଢି ନୁହେଁ, ତିନି ପିଢି ଧରି ପିଲାଙ୍କୁ ପାଠ ପଢାଇ ଆସୁଥିବା ଜଣେ ଶିକ୍ଷକଙ୍କ ଅବସରରେ ଭାବବିହ୍ୱଳ ହୋଇପଡିଛନ୍ତି ଗ୍ରାମବାସୀ । ସେ କେବଳ ପିଲାଙ୍କୁ ପାଠ ପଢାଉଥିଲେ ତାହା ନୁହେଁ, ଗ୍ରାମବାସୀ ସୁଖଦୁଃଖରେ ଜଣେ ସାଥୀ ଥିଲେ । ଏପରିକି କାହା ନାଁ ଭୋଟର ତାଲିକା, ଆଧାର କାର୍ଡ କିମ୍ବା ରାସନ କାର୍ଡରେ କେବେ ଚଢିବ ସେ ସବୁ ପାଇଁ ଲୋକଙ୍କ ଚିନ୍ତା କରିବାକୁ ପଡୁନଥିଲା…

Read More

ବାଲିକୁଦାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ

ବାଲିକୁଦାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବାଲିକୁଦାସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ ମହାଆଡ଼ମ୍ବର ଭାବେ ପାଳିତ ହୋଇଯାଇଛି । ଗତ ଫେବୃୟାରୀ ୨୮ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ରୁଦ୍ରନାରାୟଣ ଗାୟତ୍ରିପତିଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ର ଧାମ ପୁରୀରୁ ବହୁ ଅଭିଜ୍ଞ ବ୍ରାହ୍ମଣମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ମନ୍ଦିରର…

Read More

ମାରୱାଡ଼ି ମିତ୍ର ପକ୍ଷରୁ ବାବା ଶ୍ୟାମଙ୍କ ଦ୍ୱିତୀୟ ନିଶାନ ଯାତ୍ରା

ମାରୱାଡ଼ି ମିତ୍ର ପକ୍ଷରୁ ବାବା ଶ୍ୟାମଙ୍କ ଦ୍ୱିତୀୟ ନିଶାନ ଯାତ୍ରା #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସିଡିଏସ୍ଥିତ ମାରୱାଡ଼ି ମିତ୍ର ମଣ୍ଡଳ ପକ୍ଷରୁ ବାବା ଶ୍ୟାମଙ୍କ ଦ୍ୱିତୀୟ ନିଶାନ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବାବା ଶ୍ୟାମଙ୍କ ଏକ ସୁସଜ୍ଜିତ ରଥରେ ବସାଇ ଅଞ୍ଚଳ ପରିକ୍ରମା କରାଯାଇଥିଲା । ଏହି ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ବିଭିନ୍ନ ବାଦ୍ୟର ତାଳେ ତାଳେ ନାଚି ନାଚି ପ୍ରଭୁ ଶ୍ୟାମଙ୍କ ପ୍ରେମରେ ଉଦ୍‌ଭାଷିତ ହୋଇ ପଡ଼ିଥିଲେ । ଶୋଭାଯାତ୍ରାରେ ବିଭିନ୍ନ…

Read More