ରାଇରଙ୍ଗପୁର ବାମନଘାଟୀ ଉପଖଣ୍ଡ ସ୍ତରୀୟ ୪୦ତମ ଛଉନୃତ୍ୟ ପ୍ରତିଯୋଗିତା
ରାଇରଙ୍ଗପୁର ବାମନଘାଟୀ ଉପଖଣ୍ଡ ସ୍ତରୀୟ ୪୦ତମ ଛଉନୃତ୍ୟ ପ୍ରତିଯୋଗିତା #ରାଇରଙ୍ଗପୁର(ଏନ୍.ଏମ୍.): ରାଇରଙ୍ଗପୁର ବସ ଷ୍ଟାଣ୍ଡ ନିକଟସ୍ଥ ଛଉପଡିଆ ଠାରେ ବାମନଘାଟୀ ଛଉନୃତ୍ୟ ପ୍ରତିଷ୍ଠାନ ଆନୁକୁଲ୍ୟରେ ତ୍ରିଦୀବସୀୟ ୪୦ତମ ଛଉନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବାମନଘାଟୀ ଉପଜିଲ୍ଲାପାଳ ସରୋଜ ଦାସ ଯୋଗଦେଇ ବିଶ୍ୱ ପ୍ରସିଦ୍ଧ ଛଉ ନୃତ୍ୟରେ ବାମନଘାଟୀ ଉପଖଣ୍ଡରେ ଥିବା ଛଉ ଅନୁଷ୍ଠାନ, ନୃତ୍ୟ ଗୁରୁ ଓ କଳାକାରଙ୍କ ଅବଦାନ ଅବର୍ଣ୍ଣନୀୟ ବୋଲି କହିଥିଲେ…
